Daily Archives

March 4, 2022

ଗୋଟିଏ ମ୍ୟାଚରେ ୨ଟି ରେକର୍ଡ କଲେ ବିରାଟ: ଖେଳିଲେ ୧୦୦ତମ ଟେଷ୍ଟ, ୮ହଜାର ରନ୍ କରି ସୃଷ୍ଟି କଲେ ରେକର୍ଡ

କନକ ବ୍ୟୁରୋ: ଶୁକ୍ରବାର ପୁରା ଭାରତବାସୀଙ୍କ ନଜର ଥିଲା ବିରାଟ କୋହଲିଙ୍କ ଉପରେ । କିଙ୍ଗ କୋହଲି ମଧ୍ୟ ନିଜର ଶହେତମ ଟେଷ୍ଟକୁ ସ୍ମରଣୀୟ କରିବା ପାଇଁ ଦମଦାର ପ୍ରଦର୍ଶନ କରିବା ନେଇ ବେଶ ଆଶାବାଦୀ ଥିଲେ । ଆଉ ଏହି ଭିତରେ ଦୁଇଟି ନୂଆ ରେକର୍ଡ ନିଜ ନାଁରେ କରିଦେଲେ କୋହଲି । ବିରାଟ ଶ୍ରୀଲଙ୍କା…

ଟ୍ରେନ ଧକ୍କାରୁ ମିଳିବ ମୁକ୍ତି: ଦ୍ରୁତ ବେଗରେ ଆସୁଥିବା ସାମ୍ନା ସାମ୍ନି ଟ୍ରେନକୁ ଅଟକାଇବ ଭାରତୀୟ ରେଲୱେର ‘କବଚ’

କନକ ବ୍ୟୁରୋ: ଅନେକ ସମୟରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆମ୍ନା- ସାମ୍ନା ହେବାର ଖବର ସାମ୍ନାକୁ ଆସିଛି । ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ଧକ୍କା ଦେବାର ଅନେକ ନଜିର ରହିଛି । ଆଉ ଏଭଳି ବଡ ବଡ ରେଳ ଦୁର୍ଘଟଣାରେ ଅନେକ ଧନ ଜୀବନ ବି ହାନି ହୋଇଛି । ତେବେ ଦୁଇଟି ଟ୍ରେନ୍ ସାମ୍ନା-ସାମ୍ନି…

ରାଜଧାନୀରେ ଲଜ୍ଜା । ଆଲବମରେ ହିରୋଇନ୍ କରିବା ଲୋଭ ଦେଖାଇ ନାବାଳିକାଙ୍କୁ ରାତି ତମାମ ଦୁଷ୍କର୍ମ ଅଭିଯୋଗ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଲଜ୍ଜା । ପୁଣିଥରେ ସାମନାକୁ ଆସିଛି ଏକ ଲୋମ ହର୍ଷଣକାରୀ ଘଟଣା । ଆଲବମରେ ହିରୋଇନ କରିବାର ଲୋଭ ଦେଖାଇ ଜଣେ ନାବାଳିକାକୁ ବଳାକ୍ରାର କରାଯାଇଥିବାର ସଂଗୀନ ଆଉ ସାଂଘାତିକ ଅଭିଯୋଗ ଆସିଛି । ନାବାଳିକା ଜଣକ ଥାନାରେ ଦେଇଥିବା ରିପୋର୍ଟ ଅନୁସାରେ ,ସେ ଆଲବମରେ ସାଇଡ…

ଯୁଦ୍ଧ ଭିତରେ ବଡ ନିଷ୍ପତି ନେଲେ ୟୁକ୍ରେନ-ରୁଷିଆ: ସାଧାରଣ ଲୋକଙ୍କୁ ସୁରକ୍ଷିତ ଭାବେ ଯିବା ପାଇଁ ଦେଲେ ପ୍ରତିଶ୍ରୁତି 

କନକ ବ୍ୟୁରୋ: ଯୁଦ୍ଧ ସ୍ଥିତିକୁ ନେଇ ୟୁକ୍ରେନରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରୁଷ ସେନାଙ୍କ ଆକ୍ରମଣରେ ୟୁକେତ୍ର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି । ଚାରିଆଡେ ଖାଲି ଆତଙ୍କ ହିଁ ଦେଖିବାକୁ ମିଳିଛି । ଏହାରି ଭିତରେ ରୁଷିଆ ଓ ୟୁକ୍ରେନ ଗୋଟିଏ କଥାରେ ସହମତି ପ୍ରକାଶ କରିଛନ୍ତି…

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଦୀଙ୍କ ଜୋରଦାର ପ୍ରୟାସ: ନିଜ ଗଡ ବାରଣାସୀରେ ରୋଡସୋରେ ଦେଖାଇଲେ ପରାକ୍ରମ

କନକ ବ୍ୟୁରୋ: ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସଂସଦୀୟ କ୍ଷେତ୍ରରେ ମୋଦି ରୋଡ ସୋ କରିଛନ୍ତି । ବିଶାଳ ଜନସମାଗମ ସହ ମୋଦିଙ୍କୁ ରୋଡ ସୋ କରୁଥିବାର ଦେଖିବାକୁ ମିଳିଛି । ୩ କିଲୋମିଟର ପ୍ରର୍ଯ୍ୟନ୍ତ ରାଲି କରି ନିଜର ଦମ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ…

ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା । ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

କନକ ବ୍ୟୁରୋ: ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ହାଜିର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଜାମିନ ପ୍ରଦାନ କରିବା ସହ ମାର୍ଚ୍ଚ ୪ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ…