Daily Archives

March 18, 2022

ଆସନ୍ତାକାଲି ଶପଥ ନେବ ଭଗୱନ୍ତ ମାନ୍ କ୍ୟାବିନେଟ୍ । ପଢନ୍ତୁ, କିଏ କିଏ ହେବେ ମନ୍ତ୍ରୀ…

କନକ ବ୍ୟୁରା: ପଞ୍ଜାବରେ ବଡ ବିଜୟ ପରେ ଆମ୍ ଆଦମୀ ପାର୍ଟିର ନେତା ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି । ଆଉ ଆସନ୍ତାକାଲି ଅର୍ଥାତ, ମାର୍ଚ୍ଚ ୧୯ ତାରିଖରେ ଭଗୱନ୍ତ ମାନଙ୍କ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ହେବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ, ଏହି ଶପଥ ଗ୍ରହଣ…

ଭାଇମାନେ ବୁଡିଯାଉଥିଲେ, ମୁଁ ହାତ ଟାଣି ସେମାନଙ୍କୁ ବଞ୍ଚେଇବାକୁ ଚେଷ୍ଟା କରୁଥିଲି । ପଢନ୍ତୁ, ଯାଜପୁର ନଦୀରେ ଅଘଟଣ…

କନକ ବ୍ୟୁରୋ: ଯାଜପୁର ଖରସ୍ରୋତା ନଦୀରେ ଭାସିଯାଇ ଏବେ ସୁଦ୍ଧା ୨ ଜଣ ଯୁବକଙ୍କର ମୃତ୍ୟୁ ହୋଇସାରିଛି । ଯାହାପରେ ଗାଁରେ ଏବେ ଦେଖିବାକୁ ମିଳିଛି ଶୋକାକୂଳ ପରିବେଶ । ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ୭ ଜଣ ଯାକ ଗାଁର ଯୁବକ ନଦୀରେ ଗାଧୋଇବାକୁ ଯାଇଥିଲେ । ନଦୀରେ ବୁଡିବା ପରେ…

ସମସ୍ୟା ଘେରରେ ଇମ୍ରାନ ଖାନଙ୍କ ସରକାର । ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂରେ ହରାଇ ପାରନ୍ତି ଆସନ

କନକ ବ୍ୟୁରୋ: ଇମ୍ରାନ ଖାନଙ୍କ ସରକାର ପାଇଁ ଆରମ୍ଭ ହୋଇ ସାରିଛି ଖରାପ ସମୟ । ଚର୍ଚ୍ଚା ହେଉଛି ଇମ୍ରାନ ଖାନଙ୍କ ସରକାରର ଅଧିକାଂଶ ସାଂସଦ ଏବେ ତାଙ୍କ ବିରୋଧରେ ଛିଡା ହୋଇଛନ୍ତି । ଫଳରେ ଇମ୍ରାନଙ୍କ ସରକାର ଖୁବଶୀଘ୍ର ଭାଙ୍ଗି ଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଇମ୍ରାନ ସରକାର ବିରୋଧରେ ଆଗତ…

କିଭରେ ବର୍ଷୁଛି ରୁଷିଆ ମିସାଇଲ । ଆକ୍ରମଣରେ ପ୍ରାଣ ହରାଇଲେ ୟୁକ୍ରେନ ଅଭିନେତ୍ରୀ

କନକ ବ୍ୟୁରୋ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧର ସ୍ଥିତି ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଲାଣି । ୨୪ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଉଭୟ ଦେଶର ସେନାବାହିନୀ ସମେତ ସାଧାରଣ ନାଗରିକ ବି ପ୍ରାଣ ହରାଉଛନ୍ତି । ବିପୁଳ ମାତ୍ରାରେ ୟୁକ୍ରେନ ନାଗରିକ ଯୁଦ୍ଧରେ ପ୍ରାଣ…

୨୩ ଦିନରେ ବି ୟୁକ୍ରେନ ଉପରେ ରୁଷିଆ ସେନାର ଆକ୍ରମଣ ଜାରି, ପୂର୍ବ ୟୁକ୍ରେନରେ ଆତଙ୍କ ଖେଳାଉଛି ପୁଟିନ ବାହିନୀ

କନକ ବ୍ୟୁରୋ : ୨୩ ଦିନରେ ବି ୟୁକ୍ରେନ ଉପରେ ରୁଷିଆ ସେନାର ଆକ୍ରମଣ ଜାରି ରହିଛି । ପୂର୍ବ ୟୁକ୍ରେନରେ ଆତଙ୍କ ଖେଳାଇଥିବା ପୁଟିନ ବାହିନୀ ଏବେ ସୁରକ୍ଷିତ କୁହାଯାଉଥିବା ପଶ୍ଚିମ ୟୁକ୍ରେନକୁ ଟାର୍ଗେଟ କରିବା ଆରମ୍ଭ କଲାଣି । ଏହି କ୍ରମରେ ଶୁକ୍ରବାର ପଶ୍ଚିମ ୟୁକ୍ରେନର ସବୁଠାରୁ ବଡ ସହରର…

ବାଂଲାଦେଶ ଇସକନ ମନ୍ଦିର ଉପରେ ଆକ୍ରମଣ, ୨୦୦ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା

କନକ ବ୍ୟୁରୋ :  ବାଂଲାଦେଶ ଇସକନ ମନ୍ଦିରରେ ଦୁର୍ବୃତ୍ତ ମାନେ ପସି ଭଙ୍ଗାରୁଜା କରିଛନ୍ତି । ପ୍ରାୟ ୨ ଶହରୁ ଅଧିକ ଲୋକେ ମନ୍ଦିର ଭିତରକୁ ପ୍ରବେଶ କରି ଭଙ୍ଗାରୁଜା କରିବା,  ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଓ ଟଙ୍କା ଲୁଟ କରିବା ଭଳି କାଣ୍ଡ ଭିଆଇଥିଲେ । ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା…