Daily Archives

March 15, 2022

ଆପଣଙ୍କ ଗାଡ଼ିରେ ଲାଗିଛି କି ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ? ସାବଧାନ ହୋଇଯାଆନ୍ତୁ…

କନକ ବ୍ୟୁରୋ : ରୋଡ ରୋମିଓ ସାବଧାନ । ବିକଟାଳ ଶବ୍ଦ କଲା ଭଳି ସାଇଲେନ୍ସର ଲାଗିଥିବା ବାଇକ ଉପରେ ରହିଛି କମିଶନରେଟ ପୋଲିସର ନଜର । ବିକଟାଳ ଶବ୍ଦ କରୁଥିବା ବାଇକ୍ ସାଇଲେନ୍ସରକୁ ନେଇ କମିଶନରେଟ୍ ପୋଲିସ ସାଇଲେନ୍ସର ସୋ ରୁମ୍ ଉପରେ ଚଢାଉ କରିଛି । ରାଜଧାନୀର ବିଭିନ୍ନ ଜାଗାରେ ରେଡ୍ କରି ୭୫ରୁ…

ମଥୁରା, ବୃନ୍ଦାବନରେ ରଙ୍ଗର ପର୍ବ ହୋଲିର ଧୁମ: ମଥୁରା ବାଙ୍କେବିହାରୀ ମନ୍ଦିରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

କନକ ବ୍ୟୁରୋ: ରଙ୍ଗର ଉତ୍ସବ ହୋଲି ଭାରତର କୋଣ ଅନୁକୋଣରେ ଧୁମ ଧାମରେ ପାଳନ ହୋଇଥାଏ । କିନ୍ତୁ ଆମେ ଯେତେବେଳେ ଉତରପ୍ରଦେଶରେ କଥା କହିବା ତାହେଲେ ଏଠାକାର ହୋଲି ପର୍ବ ସବୁଠି ଚର୍ଚ୍ଚିତ ଏବଂ ନିଆରା । କୃଷ୍ନ ନଗରୀ କୁହାଯାଉଥିବା ମଥୁରା ଏବଂ ଏହାର ଆଖ ପାଖ ସହରରେ ହୋଲି ଖେଳ ବେସ ଧୁମଧାମରେ…

କିଶୋରଙ୍କୁ ଟିକାକରଣରେ ଆଉ ଏକ ପାଦ ଆଗେଇବ ଭାରତ । କାଲିଠୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା ।

କନକ ବ୍ୟୁରୋ : କିଶୋରଙ୍କୁ ଟିକାକରଣରେ ଆଉ ଏକ ପାଦ ଆଗେଇବ ଭାରତ । କାଲିଠୁ ୧୨ରୁ ୧୪ ବର୍ଷ ବୟସ୍କଙ୍କୁ ଦିଆଯିବ କରୋନା ଟିକା । ଭାରତରେ ନିର୍ମିତ କୋର୍ବେଭାକ୍ସ ହେବ ପ୍ରୟୋଗ । ୨୮ ଦିନର ବ୍ୟବଧାନରେ ନେବେ ଦୁଇ ଡୋଜ ଟିକା । କେମିତି ମିଳିବ କିଶୋରଙ୍କୁ ଟିକା ? -ଆସନ୍ତା କାଲିଠାରୁ ଆରମ୍ଭ…

ପୁଣି ସାମ୍ନାକୁ ଆସିଲା କଂଗ୍ରେସ କନ୍ଦଳ: ଗାଦିରୁ ଗାନ୍ଧୀ ପରିବାର ହଟି ନୂଆ ନେତୃତ୍ୱକୁ ସୁଯୋଗ ଦେବା ପାଇଁ କପିଲ…

କନକ ବ୍ୟୁରୋ: ପୁଣି କଂଗ୍ରେସର କନ୍ଦଳକୁ ପଦାରେ ପକାଇଲେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଦଳରେ ଗାନ୍ଧୀ ପରିବାର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ ସିବଲ । ସିବଲ ନିଜ ମତାମତ ରଖି କହିଛନ୍ତି କି ବର୍ତମାନ ସମୟ ଆସିଛି ନେତୃତ୍ୱ ପରିବର୍ତନର ।ତେଣୁ…

ଚୀନରେ ସଂକ୍ରମଣ ବଢ଼ିବା ପରେ ବଢ଼ିଲା ଚିନ୍ତା: ନିୟନ୍ତ୍ରଣ ପାଇଁ ୧୩ରୁ ଅଧିକ ସହରରେ ଲକଡାଉନ ଲାଗୁ

କନକ ବ୍ୟୁରୋ: ମନ ଭିତରେ ପୁଣି କରୋନା ଛନକା । କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚୀନରେ ପୁଣି ଆତଙ୍କ ଖେଳାଇଛି ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣ । ଓମିକ୍ରନର ନୂଆ ସବ ଭ୍ୟାରିଆଂଟ ପାଇଁ ଚୀନରେ ଏବେ ପୁଣି କରୋନା କାୟା ମେଳାଉଥିବା ବିଶେଷଜ୍ଞ କହିଛନ୍ତିି । ସେପଟେ ସ୍ଥିତିକୁ ଦେଖି…

ହିଜାବ ବିବାଦରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ରାୟ: କହିଲେ, ଇସଲାମ୍ ଧର୍ମର ପ୍ରମୁଖ ଅଂଶ ନୁହେଁ ହିଜାବ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ହିଜାବ ବିବାଦ ମାମାଲାରେ କଣ୍ଣାଟକ ହାଇକୋର୍ଟ ଏକ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି । ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀ ୟୁନିଫର୍ମ ପିନ୍ଧିବାକୁ ମନାକରିପାରିବେ ନାହିଁ । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବା ନିହାତୀ ଜରୁରୀ ବୋଲି…