Daily Archives

March 26, 2022

ଆଇପିଏଲ୍ ୨୦୨୨ର ପ୍ରଥମ ମ୍ୟାଚ୍ ଜିତିଲା କେକେଆର୍ । ଚେନ୍ନାଇକୁ ୬ ୱିକେଟରେ ହରାଇଲା କୋଲକାତା ।

କନକ ବ୍ୟୁରୋ: ଆଇପିଏଲ୍ ୨୦୨୨ର ପ୍ରଥମ ମ୍ୟାଚ୍ ଜିତିଲା କେକେଆର୍ । ଚେନ୍ନାଇ ସୁପରକିଙ୍ଗସକୁ ହରାଇ କେକେଆର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି । ତେବେ ଚେନ୍ନାଇ ଧାର୍ଯ୍ୟ କରିଥିବା ୧୩୨ ରନର ବିଜୟ ଲକ୍ଷ୍ୟକୁ ଦଳ ୧୮.୩ ଓଭରରେ ମାତ୍ର ୪ ୱିକେଟ୍ ହରାଇ ସଂଗ୍ରହ କରିନେଇଛି ।…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ଦେଶବାସୀଙ୍କୁ ଆହୁରି ୬ ମାସ ମିଳିବ ମାଗଣା ରାସନ । ଟୁଇଟ୍ କରି…

କନକ ବ୍ୟୁରୋ: ଗରିବ ଲୋକଙ୍କୁ ଆହୁରି ୬ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ୍ । ଶନିବାର କ୍ୟାବିନେଟ୍ ମିଟିଂ ପରେ ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ଆସନ୍ତା ୬ ମାସ ଅର୍ଥାତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦେଶର ପ୍ରତିଟି ଗରିବ ଲୋକଙ୍କୁ ମାଗଣାରେ ରାସନ୍ ସାମଗ୍ରୀ…

ପ୍ରଥମ ମ୍ୟାଚରେ ଧୋନୀଙ୍କ ଅର୍ଦ୍ଧଶତକ । କେକେଆରକୁ ୧୩୨ ରନ୍ ଟାର୍ଗେଟ ଦେଲା ସିଏସକେ ।

କନକ ବ୍ୟୁରୋ: ଧୋନୀଙ୍କ ଦମଦାର ଅର୍ଦ୍ଧଶତକ । ପ୍ରଥମ ଇଂନିସରେ ୧୩୧ ରନ୍ କଲା ସିଏସକେ । କୋଲକାତା ବିପକ୍ଷ ଆଇପିଏଲ୍ ପ୍ରଥମ ମ୍ୟାଚର ପ୍ରଥମ ଇଂନିସରେ ଚେନ୍ନାଇ ସୁପର କିଙ୍ଗସ୍ ୨୦ ଓଭରରେ ୧୩୧ ରନ୍ କରିବାକୁ ସକ୍ଷମ ହୋଇଛି । MSD Thala.! 🔥#WhistlePodu #Yellove #CSKvKKR…

ଗଞ୍ଜାମ ଗାଙ୍ଗପୁର ଆଇଆଇସି ମୃତ୍ୟୁ ଘଟଣାରେ ବଢ଼ୁଛି ରହସ୍ୟ । କାହିଁକି ଦୁଇ ପୁଲିସ ଅଧିକାରୀଙ୍କ ସହ କଥା ହେବା ବେଳେ…

କନକ ବ୍ୟୁରୋ: ଭଞ୍ଜନଗର ଅଞ୍ଚଳର ଗାଙ୍ଗପୁର ଥାନା ଆଇଆଇସି ମୃତ୍ୟୁ ଘଟଣା ଧିରେ ଧିରେ ଅଧିକ ରହସ୍ୟମୟ ହେବାରେ ଲାଗିଛି । ଆଇଆଇସି ଦେବକୁମାର ଗମାଙ୍ଗଙ୍କ ମୃତ୍ୟୁ କେମିତି ହେଲା, ତାକୁ ନେଇ ସନ୍ଦେହ ଦେଖାଦେଇଛି । ମୃତ ଆଇଆଇସିଙ୍କ ମାଆ କହିଛନ୍ତି, ଦୁଇ ଜଣ ପୁଲିସ ଅଧିକାରୀ ଗମାଙ୍ଗଙ୍କ ସହ କଥା…

ପୌର ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

କନକ ବ୍ୟୁରୋ: ରାଜ୍ୟରେ ଅନୁଷ୍ଠିତ ପୌର ନିର୍ବାଚନ ଜନାଦେଶକୁ ସମ୍ମାନ ଜଣାଇବା ସହ ନିର୍ବାଚିତ ହୋଇଥିବା ଜନପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିକୁ…

ପୌର ଫଇସଲାରେ ବିଜେଡିର ବାଜିମାତ୍: ବିଜୟ ସୂଚକ ଦେଖାଇ ଫଟୋ ଛାଡ଼ିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

କନକ ବ୍ୟୁରୋ: ଚଳିତ ପୌର ନିର୍ବାଚନରେ ବିଜେଡିର ବଡ଼ ବିଜୟ ପରେ ସାମ୍ନାକୁ ଆସିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୌର ପରୀକ୍ଷାର ଫଳାଫଳ ଆସିବା ପରେ ବିଜୟ ସୂଚକାଙ୍କ ଚିହ୍ନ ଦେଖାଇ ଫଟୋ ଛାଡ଼ିଛନ୍ତି ନବୀନ । ବିଜୁ ଜନତା ଦଳ ଉପରେ ଓଡ଼ିଶାବାସୀ ଭରସିଥିବାରୁ ଖୁସିବ୍ୟକ୍ତ କରିଛନ୍ତି ନବୀନ ।…