Daily Archives

March 25, 2022

ୟୁକ୍ରେନ ଉପରେ ଛୋଟ ଆଣବିକ ବୋମା ପକାଇପାରେ ଋଷ! କାହିଁକି ଏଭଳି ଆଶଙ୍କା କଲା ଆମେରିକା?

କନକ ବ୍ୟୁରୋ : ୟୁକ୍ରେନ- ରୁଷ ଯୁଦ୍ଧ ଧୀରେ ଧୀରେ ଆଣବିକ ଯୁଦ୍ଧ ଆଡକୁ ଗତି କରୁଥିବା ଆଶଙ୍କା ବଢ଼ୁଛି । ଯୁଦ୍ଧରେ ଆଶାନୁରୂପ ସଫଳତା ମିଳୁନଥିବାରୁ ପୁଟିନ ସେନା ହତାଶ ହୋଇ ୟୁକ୍ରେନ ଉପରେ ଆଣବିକ ବୋମା ପକାଇପାରେ ବୋଲି ଆଶଙ୍କା କରିଛି ଆମେରିକା । ଆଉ ଏହାର ମୁକାବିଲ ପାଇଁ ରଣନୀତି ପ୍ରସ୍ତୁତ…

ଭାରତରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ଲି: ଆଲୋଚନା ପରେ ଏମିତି ଏମିତି କହିଲେ ଜୟଶଙ୍କର

କନକ ବ୍ୟୁରୋ: ଭାରତ ଗସ୍ତରେ ଚୀନ ବିଦେଶ ମନ୍ତ୍ରୀ । ଭାରତରେ ପହଁଚିବା ପରେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ଓ ଭାରତ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଭାରତ – ଚୀନ ମଧ୍ୟରେ ଥିବା ସୀମା ବିବାଦକୁ ନେଇ ଆଲୋଚନା ହୋଇଛି । ଯେଉଁ ପର୍ଯ୍ୟନ୍ତ…

ସୂତା ଖିଅରେ ଝୁଲୁଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ: ଶାସନ ଗାଦିରୁ ହଟାଇବାକୁ ଅଣ୍ଟା ଭିଡିଲେ…

କନକ ବ୍ୟୁରୋ: ସମସ୍ୟା ଘେରରେ ଇମ୍ରାନ ଖାନ୍ । ପାକିସ୍ତାନର ଶାସନ ଭାର ତାଙ୍କ ହାତରୁ ଖସିବାରେ ଲାଗିଛି । ବିରୋଧୀ ଇମ୍ରାନ ଖାନଙ୍କ ବିରୋଧରେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ଶୁକ୍ରବାର ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଝରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ତେବେ…

ଗୋପ ଓ ଅସ୍ତରଙ୍ଗ ମାଟି ତଳେ ଅଛି କି ପ୍ରାକୃତିକ ଗ୍ୟାସର ଗୁପ୍ତ ଭଣ୍ଡାର? ସଂକେତ ମିଳିବା ପରେ ଡ୍ରିଲିଂ ପାଇଁ ଅଏଲ…

କନକ ବ୍ୟୁରୋ :ଓଡ଼ିଶାରେ ପ୍ରଥମ ଥର ପାଇଁ ମିଳିପାରେ ପ୍ରାକୃତିକ ଗ୍ୟାସର ଭଣ୍ଡାର! ପୁରୀ ଜିଲ୍ଲାର ଗୋପ ଓ ଅସ୍ତରଙ୍ଗ ଅଂଚଳରେ ପ୍ରାକୃତିକ ଗ୍ୟାସ ଥିବାର ସଙ୍କେତ ମିଳିଛି । ଅଏଲ ଇଣ୍ଡିଆ ପକ୍ଷରୁ ଓଡ଼ିଶାର ୧୧ଟି ଜିଲ୍ଲାରେ ଅନ୍ୱେଷଣ ପରେ ଏଭଳି ସଂକେତ ମିଳିଛି । ତେବେ ଏକ୍ସପ୍ଲୋରେସନ୍ ଡ୍ରିଲିଂ…

ସଂସଦରେ କାନ୍ଦି ପକାଇଲେ ବିଜେପି ସାଂସଦ ରୂପା ଗାଙ୍ଗୁଲି: କହିଲେ ସାଧାରଣ ଲୋକଙ୍କ ପାଇଁ ସୁରକ୍ଷିତ ନୁହେଁ ପଶ୍ଚିମବଙ୍ଗ

କନକ ବ୍ୟୁରୋ: ପଶ୍ଚିମବଙ୍ଗ, ବୀରଭୂମ ହିଂସାକାଣ୍ଡ ମାମଲାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଘଟଣାକୁ ନେଇ ଜାତୀୟ ସ୍ତରରେ ରାଜନୈତିକ ବୟାନବାଜି କରାଯାଉଛି । ଶୁକ୍ରବାର ସଂସଦରେ ବୀରଭୂମ ହିଂସାକାଣ୍ଡ କଥା କହି କାନ୍ଦି ପକାଇଛନ୍ତି ବିଜେପି ସାଂସଦ ରୂପା ଗାଙ୍ଗୁଲି । ନିଜ ବକ୍ତବ୍ୟରେ ସେ…

କାହିଁକି ଭୁବନେଶ୍ୱରରେ କମୁଛି ମତଦାନ ହାର? ପ୍ରଶ୍ନ ଗୋଟିଏ, ଉତ୍ତର ଅନେକ ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଭୋଟିଂ ହାର ପୂର୍ବ ନିର୍ବାଚନ ତୁଳନାରେ କମ୍ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିକ୍ଷିତ ଲୋକ ରହୁଥିବା ସହରରେ କାହିଁକି ଭୋଟ ହାର ଏତେ କମ୍ ହେଉଛି ତାହା ଚର୍ଚ୍ଚାର ବିଷୟ ହୋଇଛି । ହେଲେ, ଏହାରି ଭିତରେ ସାମନାକୁ ଆସିଛି, ତ୍ରୁଟିପୂର୍ଣ୍ଣ ଭୋଟ…