Daily Archives

March 30, 2022

ପିସି ନଦେଲେ ଆଗକୁ ଗଡେନି ଫାଇଲ୍: ଲାଞ୍ଚ ଦେଲେ ଠିକାଦାର ପାଆନ୍ତି ବିଲ୍

କନକ ବ୍ୟୁରୋ: ପିସି ନାହିଁ ତ କାମ ନାହିଁ । ଅର୍ଥାତ ପରସେଂଟେଜ୍ ବା ଲାଂଚ ଦିଅ, ଆଉ କାମ ନିଅ । ମାର୍ଚ ମାସ ଆସିଲେ ପିସି ଆଦାୟକୁ ନେଇ ଅଧିକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାଶ ଭିଜିଲାନ୍ସ ହାତରେ ଧରାପଡ଼ିବା…

ମାନସଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ । ମାଡରେ ଭାଙ୍ଗିଯାଇଥିଲା ପଞ୍ଜରା ଓ ମେରୁ ହାଡ, ପ୍ରଚୁର ରକ୍ତସ୍ରାବ…

କନକ ବ୍ୟୁରୋ : କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ କେମିତି ହତ୍ୟା କରାଯାଇଥିଲା ସେନେଇ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ଅଭିଯୁକ୍ତମାନଙ୍କୁ ଜେରା କରୁଥିବାବେଳେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ମାନସଙ୍କୁ ଭୋକରେ ରଖି ନିସ୍ତୁକ ମାଡ…

ସଦଗୁରୁଙ୍କ ‘ମୂର୍ତ୍ତିକା ସଂରକ୍ଷଣ ମିଶନ’: ସଚେତନତା ପାଇଁ ୩୦ ହଜାର କିଲୋମିଟରର ବାଇକ୍ ଯାତ୍ରା

କନକ ବ୍ୟୁରୋ: ଭାରତୀୟ ଆଧ୍ୟାତ୍ମିକ ଗୁରୁ ତଥା ପରିବେଶବିତ, ସଦଗୁରୁ ନିଜର ‘ଜର୍ଣ୍ଣି ଟୁ ସେଭ ସଏଲ’ ଅଭିଯାନ ଆରମ୍ଭ କରିଛନ୍ତି । ମୁର୍ତିକା ସଂରକ୍ଷକ୍ଷଣକୁ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସେ ୩୦ହଜାର କିଲୋମିଟର ଯାତ୍ରା ବାଇକ୍ରେ କରିବେ । ଲଣ୍ଡନରୁ ଭାରତ ପର୍ଯ୍ୟନ୍ତ ନିଜର ଏହି ରୋଡ୍…

ଅରବିନ୍ଦ କେଜ୍ରିୱାଲଙ୍କ ଘର ଆଗରେ ବିଜେପି କର୍ମୀଙ୍କ ହଙ୍ଗାମା: ଭଙ୍ଗାରୁଜା ସହ ଜବରଦସ୍ତି ଘରେ ପଶିବାର ଆସିଲା ଦୃଶ୍ୟ

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସାମ୍ନାରେ ବିଜେପି କର୍ମକର୍ତା ଭଙ୍ଗାରୁଜା କରୁଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ବିଜେପି କର୍ମକର୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ଭିତରକୁ ଜବରଦସ୍ତି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୃଶ୍ୟ ସିସିଟିଭି…

ଦରବୃଦ୍ଧିକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ବୃଦ୍ଧିକୁ ନେଇ କଲେ…

କନକ ବ୍ୟୁରୋ: ଦେଶରେ ପେଟ୍ରୋଲ, ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଆଉ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ମୋଦୀଙ୍କୁ କଟାକ୍ଷ କରି ଏକ ଟୁଇଟ୍ କରିଛନ୍ତି ରାହୁଲ । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କ ଦୈନିକ କାର୍ଯ୍ୟ…