Daily Archives

March 12, 2022

ଚୀନକୁ ପୁଣି ଫେରିଲା ଲକଡାଉନ୍ । ଚୀନର ଚାଙ୍ଗଚୁଙ୍ଗ ସହର ହେଲା ଲକଡାଉନ

କନକ ବ୍ୟୁରୋ: ଚାଇନାରେ ପୁଣି ଫେରିଲା ଲକଡାଉନ । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପୁଣି ଜିନ ପିଙ୍ଗ ସରକାରର ଚିନ୍ତା ବଢାଇଛି । ଯାହାକୁ ନେଇ ୯୦ ଲକ୍ଷ ଜନସଂଖ୍ୟା ବିଷିଷ୍ଟ ଚାଙ୍ଗଚୁଙ୍ଗ ସହରରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛି ଚୀନ । ସେହିପରି ଲୋକଙ୍କ ଘରୁ ବାହାରିବାରେ ମଧ୍ୟ କଟକଣା ଲଗାଇଲା…

ଖୋର୍ଦ୍ଧା ବେଗୁନିଆ ବଜାରରେ ୧୪୪ ଧାରା ଜାରି । ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତ୍ତେଜନା ପରେ ଲାଗିଲା କଟକଣା

କନକ ବ୍ୟୁରୋ: ଖୋର୍ଦ୍ଧା ବେଗୁନିଆ ବଜାରରେ ଜାରି ହେଲା ଧାରା ୧୪୪ । ବ୍ଲକ୍ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ସେହି ଅଂଚଳରେ ଧାରା ୧୪୪ ଲାଗୁ କରାଯାଇଛି । ତେବେ ଆଇନ୍ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟି ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା…

ଆସନ୍ତାକାଲି କଂଗ୍ରେସ ସିଡବ୍ଲ୍ୟୁସି ବୈଠକ । ନେତୃତ୍ୱ ପରିବର୍ତ୍ତନ ନେଇ ହୋଇପାରେ ଆଲୋଚନା। 

କନକ ବ୍ୟୁରୋ: ୫ ରାଜ୍ୟରେ କଂଗ୍ରେସ ଅମାନତ ହାରିବା ପରେ ଏବେ ଦଳର ନେତୃତ୍ୱ ପରିବର୍ତନ ନେଇ ହୋଇପାରେ ଆଲୋଚନା । ଆସନ୍ତାକାଲି ଏ ନେଇ କଂଗ୍ରେସ କାର୍ଯ୍ୟକାରୀ ବୈଠକ ବସିବ ବୋଲି ଜଣାପଡିଛି । ଦଳର ନେତୃତ୍ୱ  ପରିବର୍ତନ ନେଇ କଂଗ୍ରେସରେ ଅସନ୍ତୋଷ ରହିଛି । ସେପ୍ଟେମ୍ବରରେ ଏ ନେଇ ନିର୍ବାଚନ ହେବ…

ଜୈବିକ ଅସ୍ତ୍ର ନେଇ ରୁଷିଆର ବଡ ଅଭିଯୋଗ । ଆମେରିକା ସହଯୋଗରେ ୟୁକ୍ରେନ ଲ୍ୟାବରେ ପ୍ରସ୍ତୁତ ହେଉଛି ଜୈବିକ ଅସ୍ତ୍ର

କନକ ବ୍ୟୁରୋ: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ରୁଷ । ମାରିୟୁପୋଲ ସହରରେ ଥିବା ଏକ ମସଜିଦ୍ ଉପରେ ରୁଷ ସେନା ରକେଟ ମାଡ କରିଛି । ଯାହା ଫଳରେ ୮୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରୁଷର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ପାଶ୍ଚାତ୍ୟଦେଶ ରୁଷିଆ ବିରୋଧରେ ନୂଆ…