Daily Archives

March 7, 2022

ପଞ୍ଜାବରେ ଏଥର ‘ଦିଲ୍ଲୀ ମଡେଲ’? ପଞ୍ଜାବରେ ଇତିହାସ ସୃଷ୍ଟି କରିବ କି ଆପ୍ ?

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲ ଏବେ ପଞ୍ଜାବ ମୁହାଁ ହୋଇଛି । ବିଭିନ୍ନ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକଜିଟ ପୋଲର ଆକଳନ ଅନୁସାରେ ଏଥର ପଞ୍ଜାବରେ ସରକାର ଗଢିପାରେ ଆମ ଆଦମୀ ପାର୍ଟି । ମାଗଣା ବିଜୁଳି, ୧୮ ବର୍ଷରୁ ଅଧିକ ବୟସ ମହିଳାଙ୍କୁ…

ଅଶୋଧିତ ତେଲ ବଜାରରେ ଲାଗିଲା ନିଆଁ । ୧୪ ବର୍ଷର ଭାଙ୍ଗିଲା ରେକର୍ଡ, ଖୁବଶୀଘ୍ର ଦେଶରେ ପେଟ୍ରୋଲ, ଡିଜେଲ ହୋଇପାରେ…

କନକ ବ୍ୟୁରୋ : ୟୁକ୍ରେନ-ରୁଷ୍ ପରେ ସାରାବିଶ୍ୱରେ ଅଶୋଧିତ ତୈଳ ଦର ଅହେତୁକ ଭାବେ ବୃଦ୍ଧିପାଇଛି । ମାତ୍ର କେଇ ଦିନ ଭିତରେ ସବୁ ରେକର୍ଡ ଭାଙ୍ଗିଛି ବ୍ୟାରେଲ ପିଛା ଦର । ବ୍ୟାରେଲ ପିଛା ଦର ୧୩୦ଡଲାର ଛୁଇଁଯାଇଛି । ଯାହାର ପ୍ରଭାବରେ ଆଗାମି ଦିନରେ ଭାରତରେ ତୈଳ ଦର ବୃଦ୍ଧି ପାଇବ ବୋଲି ଆଶଙ୍କା…

ରେଜ୍ ଫାଉଣ୍ଡେସନର ଅର୍ନ୍ତଜାତୀୟ ମହିଳା ଦିବସ ପାଳନ । ସ୍ୱଂୟସିଦ୍ଧା ସମ୍ମାନରେ ସମ୍ମାନୀତ ହେଲେ ୮ଜଣ ମହିଳା ପ୍ରତିଭା

କନକ ବ୍ୟୁରୋ: ସୋମବାର କଟକର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରେଜ୍ ଫାଉଣ୍ଡେସନ ଆନୁକୂଲ୍ୟରେ ମହାନଦୀ ବିହାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅବସ୍ଥିତ ମହାନଦୀ ଭବନ ପରିସରରେ ‘ସ୍ୱଂୟସିଦ୍ଧା ସମ୍ମାନ-୨୦୨୨’ ଆୟୋଜିତ ହୋଇଯାଇଛି । ମାର୍ଚ୍ଚ ୮ ତାରିଖକୁ ଅର୍ନ୍ତଜାତୀୟ ମହିଳା ଦିବସ…

ମହାକାଳପଡ଼ା ଗୁଳିକାଣ୍ଡ ନେଉଛି ନାଟକୀୟ ମୋଡ । ହତ୍ୟାକାରୀ ପଛରେ ପ୍ରେମିକା ଥିବା ନେଇ ଚର୍ଚ୍ଚା ।

କନକ ବ୍ୟୁରୋ : ମହାକାଳପଡା ଗୁଳିକାଣ୍ଡ ମାମଲାର ତଦନ୍ତ ଆଗେଇବା ସହ ନୂଆ ନୂଆ କଥା ସାମନାକୁ ଆସୁଛି । ଗୁଳିକାଣ୍ଡ ପଛରେ ପ୍ରେମ ସମ୍ପର୍କ ଥିବା ସୂଚନା ମିଳିଛି । ପୁଅ ଶୁଭକେଶଙ୍କୁ ମାରିବାକୁ ଆସିଥିିବା ସୁପାରୀ କିଲର ଭୁଲରେ ତାଙ୍କ ବାପାଙ୍କୁ ମାରି ଦେଇଥିବା ଚର୍ଚ୍ଚା ହେଉଛି । ତେବେ ପ୍ରକୃତ…

ଆସିଲା ୫ ରାଜ୍ୟର ଏକଜିଟ୍ ପୋଲ୍ । ଦେଖନ୍ତୁ, କେଉଁ ରାଜ୍ୟରେ କିଏ ଗଢିପାରେ ସରକାର? କଣ କହୁଛି ବିଭିନ୍ନ ସଂସ୍ଥାର…

କନକ ବ୍ୟୁରୋ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଆଉ ପଞ୍ଜାବରେ ଏଥର କିଏ ଗଢିବ ସରକାର? କେଉଁ ଦଳର ନେତା ବସିବେ ମୁଖ୍ୟମନ୍ତ୍ରୀ ଆସନରେ? କେଉଁ ରାଜ୍ୟରେ ଚାଲିବ କାହାର ରାଜ୍? ଏସବୁ ପ୍ରଶ୍ନକୁ ନେଇ ଏବେ ବି ଚର୍ଚ୍ଚା ଆଲୋଚନା ଚାଲିଥିବାବେଳେ, ୫ ରାଜ୍ୟର ବିଧାନସଭା ନିର୍ବାଚନ…