Daily Archives

March 13, 2022

ଯଦି ଗାନ୍ଧୀ ପରିବାର ପାଇଁ କଂଗ୍ରେସ ଦୁର୍ବଳ ହେଉଛି, ତେବେ ସବୁପ୍ରକାର ତ୍ୟାଗ ପାଇଁ ପ୍ରସ୍ତୁତ । ବୈଠକରେ କାହିଁକି…

କନକ ବ୍ୟୁରୋ :୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଫ୍ଲପ ସୋ’ ପରେ ସୋନିଆ ଗାନ୍ଧୀ ଇସ୍ତଫା ଦେବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ରୋକ୍ ଲାଗିଛି । କଂଗ୍ରେସ ୱାର୍କିଂ କମିଟି ବୈଠକ ପରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ସୋନିଆଙ୍କ ନେତୃତ୍ୱରେ ଦଳ ଆଗକୁ ବଢ଼ିବ ।…

ଶତ୍ରୁ ଥରିବ, ବଙ୍କର ଫାଟିଯିବ । ଭାରତୀୟ ବାୟୁସେନା ହେବ ଆହୁରି ବଳୀୟାନ, ମିଳିବ ବ୍ରହ୍ମୋସର ନୂଆ ସୁପରସୋନିକ କ୍ରୁଜ…

କନକ ବ୍ୟୁରୋ : ଭାରତୀୟ ବାୟୁସେନା ହେବ ଆହୁରି ଶକ୍ତିଶାଳୀ । ଥରିବେ ଶତ୍ରୁ, ଡରିବେ ଆତଙ୍କବାଦୀ । କାରଣ ଶତ୍ରୁ ଦେଶକୁ ସାବାଡ କରିବାକୁ ବାୟୁସେନାକୁ ମିଳିବ ବ୍ରହ୍ମୋସ କ୍ରୁଜ୍ ମିସାଇଲର ଅପଗ୍ରେଡେଡ ଭର୍ସନ । ଯାହାର ମାରକ କ୍ଷମତା ରହିଛି ୮୦୦ କିଲୋମିଟର । ଅର୍ଥାତ ଆକାଶପଥରୁ ୮୦୦ କିଲୋମିଟର…

ନୂଆ ଅଧ୍ୟକ୍ଷକୁ ନେଇ ହେଲାନି ନିଷ୍ପତ୍ତି: ସୋନିଆ ଗାନ୍ଧୀ ହିଁ ସମ୍ଭାଳିବେ କଂଗ୍ରେସର କମାଣ 

କନକ ବ୍ୟୁରୋ: ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଆଜି ବୈଠକ ଅନୁଷ୍ଠିତ ହୋଇଛି । ଯାହାର ଅଧ୍ୟକ୍ଷତା ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କରିଥିଲେ । ତେବେ ଏହି ବୈଠକରେ ନିଷ୍ପତ୍ତି ହୋଇଛି କି ସୋନିଆଙ୍କ ନେତୃତ୍ୱରେ ହିଁ ଦଳ ଆଗକୁ ବଢିବ । ଏହି…

ଖରା ଆରମ୍ଭରୁ ବଢୁଛି ତରଭୁଜର ଚାହିଦା: ରାଜ୍ୟ ରାଜପଥରୁ ଜାତୀୟ ରାଜପଥ ଯାଏଁ ଖୋଲୁଛି ତରଭୁଜର ପସରା

କନକ ବ୍ୟୁରୋ: ଡହ ଡହ ଖରାରେ ତରଭୁଜ ଖାଇବାକୁ କିଏ ବା ଭଲ ନ ପାଏ । ଆଉ ଖରା ଦିନ ଆରମ୍ଭରୁ ବଜାରରେ ତରଭୁଜ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଛି । ତେବେ ମାଲକାନଗିରି ଜିଲ୍ଲା ତରଭୁଜର ଓଡିଶା ତଥା ଓଡିଶା ବହାରେ ସ୍ୱତନ୍ତ୍ର ପରିଚୟ ରହିଛି । ଆଉ ତରଭୁଜ ଉତ୍ପାଦନ କରି ମାଲକାନଗିରି…

ସମୟ ସହ ତାଳ ଦେଇ ଆଗକୁ ବଢୁଛନ୍ତି ତୃତୀୟ ଲିଙ୍ଗି: ସପ୍ଟ ଟଏ ତିଆରି କରି ରୋଜଗାର କରୁଛନ୍ତି କଟକର କିଛି କିନ୍ନର ଗୋଷ୍ଠୀ

କନକ ବ୍ୟୁରୋ: ସମୟ ସହ ବଦଳିଛି କିନ୍ନରଙ୍କ ଜିଇଁବାର ଉପାୟ । ଦିନ ଥିଲା ତୃତୀୟ ଲିଙ୍ଗ କୁହାଯାଉଥିବା କିନ୍ନରମାନେ ରାସ୍ତାରେ ହାତ ପତେଇ ଟଙ୍କା ମାଗୁଥିଲେ,ଲୋକଙ୍କ ଦାନ ଅର୍ଥରେ ପରିବାର ଚଳାଉଥିଲେ । କିନ୍ତୁ ଆଜି ସେମାନେ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି । ସପ୍ଟ ଟୟ ତିଆରି କରି ଆତ୍ମନିର୍ଭରଶୀଳ…

ରୋଜଗାର ଦେଉଛି ଗୋ ପାଳନ ଓ ମାଛ ଚାଷ: କ୍ଷୀର ଓ ମାଛ ବିକ୍ରୟ କରି ଲାଭବାନ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା

କନକ ବ୍ୟୁରୋ: ମାଛ ଚାଷ ଏବଂ ଗୋ ପାଳନ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମୁକୁଳିସି ସ୍ୱୟଂ ସହାୟକ ଗୋଷ୍ଠିର ୨୦ ଜଣ ମହିଳା । ମହିଳା ମାନେ ପୁରୁଷ ମାନଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି, ଅଦମ୍ୟ ସାହସ ଏବଂ ଦୃଢ ଇଚ୍ଛାଶକ୍ତି ସଫଳତାର…