Daily Archives

March 20, 2022

ସେନାରେ ଭର୍ତ୍ତି ହେବାର ସ୍ୱପ୍ନ…..ପ୍ରତିଦିନ ଅଧରାତିରେ ଅଫିସ୍ ସାରି ୧୦ କିଲୋମିଟର ଦୌଡି ଦୌଡି ଘରକୁ…

କନକ ବ୍ୟୁରୋ: ୧୯ ବର୍ଷୀୟ ଗୋଟିଏ ବାଳକ ହଠାତ୍ ଅଧରାତିରେ ରାସ୍ତାରେ ଦୌଡୁଥାଏ । ଦେହରେ ଗମ୍ ଗମ୍ ଝାଳ, ହେଲେ ମୁହଁରେ କୌଣସି ବି ଉଦାସ୍ ମନୋଭାବ ନଥାଏ । ଏହି ସମୟରେ ଫିଲ୍ମ ନିର୍ମାତା ବିନୋଦ କାପଡିଙ୍କ କାର ସେହି ରାସ୍ତା ଦେଇଗଲା ବେଳେ, ନଜର ପଡିଯାଏ ସେହି ବାଳକ ଉପରେ, ଆଉ ସେ ଅଧରାତିରେ…

ଯୁବପିଢୀଙ୍କ ପ୍ରଥମ ପସନ୍ଦ ରାଜଧାନୀର ଫିପ୍ଟି ଫିପ୍ଟି ଗମେଂଟ ଖଟି: ବିଭିନ୍ନ ପ୍ରକାର ଚା’ ସାଙ୍ଗକୁ ରହିଛି ନୂଆ…

କନକ ବ୍ୟୁରୋ: ଫିପ୍ଟି ଫିପ୍ଟି ଗମେଂଟ ଖଟି.. ରାଜଧାନୀରେ ଥିବା ଏହି ଖଟି ଏବେ ଯୁବପିଢୀଙ୍କ ପ୍ରଥମ ପସନ୍ଦ ପାଲଟିଛି । ଆଜ୍ଞା ହଁ ଇଏ ଏମିତି ଏକ ଖଟି, ଯେଉଁଠି ସଂଧ୍ୟା ହେଲେ କଲେଜ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କ ଭିଡ଼ ଜମୁଛି । ଦିନ ସାରାର ଟେନସନ୍ ଭିତରେ ଟିକିଏ…

ଜଣେ ବିଟେକ୍ ଇଂଜିନିୟରଙ୍କ ସଫଳତାର କାହାଣୀ: ଇଂଜିନିୟରିଂ ଚାକିରି ପରେ କୁକୁଡ଼ା ଚାଷ କରି ପାଲଟିଛନ୍ତି ଜଣେ ସଫଳ…

କନକ ବ୍ୟୁରୋ: ସଫଳ କୁକୁଡା ଚାଷୀ ସୁଭସ୍ମିତା । କୁକୁଡା ଚିଆଁ ଉତ୍ପାଦନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବି ଟେକ ଇଂଜିନିଅର ଶୁଭସ୍ମିତା । ନିଜେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ ନିଜ ଫାର୍ମରେ ପାଖାପାଖି ୨୦୦ ଜଣକୁ ନିଯୁକ୍ତି ଦେଇ ରୋଜଗାରକ୍ଷମ କରାଇଛନ୍ତି । ଏଭଳି…

ବରଗଡ଼ ପଦ୍ମପୁର ଅଂଚଳରେ ଦୁଇ ଭାଇଙ୍କ ଷ୍ଟ୍ରବେରି ଚାଷ: ବାହାର ରାଜ୍ୟରୁ ୧୫୦୦ ଚାରା ଆଣି ଆରମ୍ଭ କରିଥିଲେ ଚାଷ

କନକ ବ୍ୟୁରୋ: ବରଗଡ ପଦ୍ମପୁର ଉପଖଣ୍ଡରେ ଷ୍ଟ୍ରବେରୀ ଚାଷ କରୁଛନ୍ତି ଚାଷୀ । ତେବେ ଏହି ଅଂଚଳରୁ ହଜାର ହଜାର ଲୋକ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ନିଜର ପରିଶ୍ରମ ଓ ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ଷ୍ଟ୍ରବେରୀ ଭଳି…

ସମ୍ବଲପୁରରେ ହସୁଛି କ୍ୟାପ୍ସିକମ୍: ପ୍ରତ୍ୟେକ ଦିନ କ୍ୱିଂଟାଲ କ୍ୱିଂଟାଲ ହେଉଛି ଉତ୍ପାଦନ 

କନକ ବ୍ୟୁରୋ: ଦିନେ ଗୋଲାପ ଫୁଲ ଚାଷ କରି ସଫଳ ଚାଷୀ ଭାବେ ପାଲଟି ଯାଇଥିଲେ ରୋଜ ବୟ । ତେବେ ବ୍ୟବସାୟ ଠିକ୍ଠାକ୍ ଚାଲିଥିଲା ହଠାତ କରୋନା ସବୁ ବିଗାଡି ଦେଲା । ରୁଣ ଭାର ଓ ପରିବାର ପ୍ରତିପୋଷଣ ପାଇଁ ପୁଣି ଥରେ ଉଜୁଡି ଯାଇଥିବା ଚାଷକୁ ନୁଆ ଜିବନ ଦେଇଛନ୍ତି ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ…

ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲା । ମାମଲାରେ ୪ ଜଣଙ୍କୁ ଅଟକ ରଖିଲା ପୋଲିସ

କନକ ବ୍ୟୁରୋ: ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ୨ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଜଣଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ । ପୁଣି ଥରେ ପ୍ରତିଶୋଧ ପାଇଁ ହତ୍ୟା ଦିଗ ଆଡକୁ ଇଙ୍ଗିତ କରିଛି ପୁରୀ ପୁଲିସ ।…