Daily Archives

March 16, 2022

୫ ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀର ମାନସ ମନ୍ଥନ, ଗୁଲାମନବୀ ଆଜାଦଙ୍କ ଘରେ ଚାଲିଛି ବୈଠକ

କନକ ବ୍ୟୁରୋ : ୫ ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏବେ ଦଳ ଭିତରେ କନ୍ଦଳ ଆରମ୍ଭ ହୋଇଯାଇଛି । ବିଶେଷ କରି ପଞ୍ଜାବରେ ଦଳ ଯେଭଳି ପ୍ରଦର୍ଶନ କଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହାରି ମଧ୍ୟରେ ଦଳର ଏଭଳି ପ୍ରଦର୍ଶନର ସୁଧାର…

ଋଷରୁ ଭାରତ ଅଶୋଧିତ ତୈଳ କିଣିବା ପ୍ରସଙ୍ଗ: ଆମେରିକା କହିଲା, ଇତିହାସରେ ଲେଖାହେବ ଯୁଦ୍ଧ ବେଳେ ଭାରତର କଣ ଥିଲା…

କନକ ବ୍ୟୁରୋ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଛି ଯୁଦ୍ଧ । ପଡୋଶୀ ଦେଶ ଉପରେ ରାଷ୍ଟ୍ରପତି ପୁଟିନ୍ଙ୍କ ଅତ୍ୟାଚାର ଦେଖି ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ରୁଷିଆ ବିରୋଧରେ ବିଭିନ୍ନ କଟକଣା ଲଗାଉଛନ୍ତି । ରୁଷିଆ ପାଖରୁ ତେଲ, ଗ୍ୟାସ ଓ କୋଇଲା କିଣିବା ଉପରେ ଆମେରିକା ପ୍ରତିବନ୍ଧକ…

ବିଭିନ୍ନ ରାଜ୍ୟରେ ବଢ଼ିଚାଲିଛି ଅସହ୍ୟ ଖରା ସାଙ୍ଗକୁ ପ୍ରଚଣ୍ଡ ତାତି । ଉତ୍ତର ଓ ମଧ୍ୟ ଭାରତ ପାଇଁ ଆଲର୍ଟ ଜାରି କଲା…

କନକ ବ୍ୟୁରୋ : ମାର୍ଚ୍ଚ ମାସ ଆରମ୍ଭରୁ ହିଁ ଦେଶର ବିଭିନ୍ନ ରାଜ୍ୟରେ ତାପମାନ ବୃଦ୍ଧି ପାଇବାରେ ଲାଗିଛି । ଆଇଏମଡି ସୂଚନା ଅନୁସାରେ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭତ ହେବାରେ ଲାଗିଛି ଆଉ ଆଗକୁ ଏହା ବେଶ ଅଧିକ ବୃଦ୍ଧି ପାଇବ । ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ,…

ଚୀନରେ ବଢୁଛି କରୋନା ସଂକ୍ରମଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ବୟାନ ବଢାଇଲା ଚିନ୍ତା ।

କନକ ବ୍ୟୁରୋ : ଚୀନରେ ବଢୁଛି କରୋନା ସଂକ୍ରମଣ । ଯାହାକୁ ନେଇ ଚୀନ କଠୋର କଟକଣା ଲାଗୁ କରୁଛି । ସେପଟେ ମହାମାରି ଶେଷ ହେଇଗଲା ଭାବି ଅନେକ ଦେଶ କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ହଟେଇ ଦେଇଛନ୍ତି । ଏହା ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାରିଆ ୱାନ ଖେରଖୋଭ ଏକ ବୟାନ…

ଏଲଏସି ବିବାଦ ଭିତରେ ଚୀନର ବଡ ଦାବି । ହଟସ୍ପ୍ରିଙ୍ଗ ଅଞ୍ଚଳରୁ ସେନା ହଟାଇଥିବା ଡ୍ରାଗନ ସେନାର ସୂଚନା ।

କନକ ବ୍ୟୁରୋ : ଦୀର୍ଘ ଦିନ ହେବ ଏଲଏସିରେ ଲାଗି ରହିଛି ଭାରତ ଓ ଚୀନ ମଧ୍ୟରେ ବିବାଦ । ଚୀନ ସେନା ପିଏଲଏ ଏଲଏସି ନିକଟରେ ଥିବା ହଟସ୍ପ୍ରିଙ୍ଗ ଅଞ୍ଚଳ ଖାଲି କରିଥିବା ଦାବି କରିଛି । ଚୀନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତ ମିଳିତ ଭାବେ କାମ କରୁଛି ଓ ପୂର୍ବ ଲଦାଖକୁ ନେଇ ଖୁବ ଶିଘ୍ର…

ପଞ୍ଜାବରେ ଆରମ୍ଭ ହେଲା ଆପ୍ ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭଗୱନ୍ତ ମାନ

କନକ ବ୍ୟୁରୋ: ପଂଜାବକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସର୍ବକନିଷ୍ଟ ମୁଖ୍ୟମନ୍ତ୍ରୀ ଭାବେ ମାନ ପଂଜାବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସହିଦ ଭଗତ ସିଂଙ୍କ ବାସସ୍ଥଳୀ ଖଟକର କାଲାନରେ ଶପଥ ପାଠ ଉତ୍ସବ ଆୟୋଜିତ । ଏଥରକ ବିଧାନସଭା…