Daily Archives

March 29, 2022

କଟକ ମହାନଦୀରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ । ୩ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ ।

କନକ ବ୍ୟୁରୋ : ମହାନଦୀରେ ବୁଡ଼ି ଛାତ୍ର ମୃତ । କଟକ ମହାନଦୀରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ନରାଜ ଡାକ ବଙ୍ଗଳା ନିକଟରେ ଘଟିଛି ଏହି ଅଘଟଣ । ଗାଧୋଇବାକୁ ଆସିଥିବା ବେଳେ ବୁଡ଼ିଯାଇଥିଲେ ୪ଜଣ ଛାତ୍ର । ତେବେ ୩ ଜଣ ଛାତ୍ରଙ୍କୁ ଉଦ୍ଧାର କରିଛି ଅଗ୍ନିଶମବାହିନୀ । କିନ୍ତୁ ଜଣଙ୍କର…

ଗାଙ୍ଗପୁର ଆଇଆଇସି ମୃତ୍ୟୁକୁ ନେଇ ହଟୁନି ସସପେନ୍ସ । ଗଞ୍ଜାମ ଏସପିଙ୍କୁ ଭେଟିଲେ ମୃତକଙ୍କ ପତ୍ନୀ ଓ ମା’ ।

କନକ ବ୍ୟୁରୋ : ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟଣାରେ ଏକ ଅସ୍ୱାଭାବିକ ନିରବତା ଦେଖିବାକୁ ମିଳିଛି । ସମସ୍ତେ ଯେମିତି ଚୁପ ହୋଇଯାଇଛନ୍ତି । ଆଜି ମୃତ ଆଇଆଇସିଙ୍କ ପତ୍ନୀ ଓ ମାଆ ଛତ୍ରପୁର ଯାଇ ଗଂଜାମ ଏସପିଙ୍କୁ ଭେଟିଛନ୍ତି । କିନ୍ତୁ ଏସପିଙ୍କ ସହ କଣ ଆଲୋଚନା…

୮୫ବର୍ଷର ବରକୁ ୩୨ ବର୍ଷର କନିଆ: ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ…

କନକ ବ୍ୟୁରୋ: ନିଜଠାରୁ ୫୩ ବର୍ଷ କମ ସାଂସଦଙ୍କୁ ବିବାହ କରିବାକୁ ଯାଉଛନ୍ତି ଇଟାଲିର ପୁବର୍ତନ ପ୍ରଧାନମନ୍ତ୍ରୀ । ଇଟାଲିର ୮୫ ବର୍ଷିୟ ପୁର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବେର୍ଲୁସ୍କୋନି ୩୨ ବର୍ଷିୟ ମହିଳା ସାଂସଦ ମାର୍ତା ଫାସିନାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଇଟାଲି ରାଜଧାନୀ ମିଲାନରେ…

ଗିରଫ ହେଲେ ମାଲକାନଗିରିର କୋଟିପତି ଇଞ୍ଜିନିୟର । ଆଶିଷ ଦାଶଙ୍କୁ ଗିରଫ କଲା ଭିଜିଲାନ୍ସ ।

କନକ ବ୍ୟୁରୋ : ଗିରଫ ହେଲେ କୋଟିପତି ଇଞ୍ଜିନିୟର । ଗିରଫ ହୋଇଛନ୍ତି ମାଲକାନଗିରିର କୋଟିପତି ଇଞ୍ଜିନିୟର । ଇଞ୍ଜିନିୟର ଆଶିଷ କୁମାର ଦାଶଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସ୍କାନରରେ ଥିଲେ ଏହି ଇଞ୍ଜିନିୟର ବାବୁ । ତାଙ୍କ ନିକଟରୁ ନଗଦ ୧.୩୯…

ଭୟଙ୍କର ଆର୍ଥିକ ସଂକଟରେ ପଡୋଶୀ ଦେଶ ଶ୍ରୀଲଙ୍କା: କ୍ଷୀର ଲିଟର ପିଛା ଦର ୨ହଜାର ଛୁଇଁଲା, ଚାଉଳ କିଲୋ ୫ଶହ ଟଙ୍କା

କନକ ବ୍ୟୁରୋ: ଭୟଙ୍କର ଆର୍ଥିକ ସଂକଟ ଦେଇ ଗତି କରୁଛି ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା । ଦେଶରେ ୫ଲକ୍ଷରୁ ଅଧିକ ଲୋକେ ଦାରିଦ୍ର୍ୟତା ପାଇଁ ହନ୍ତସନ୍ତ ହେଉଛନ୍ତି । ସେପଟେ ଦେଶ ଚଳାଇବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଅର୍ଥ ନାହିଁ । ଖାଦ୍ୟ, ପାନୀୟ, ଔଷଧ ଭଳି ଅତ୍ୟାବଶ୍ୟକିୟ ସାମଗ୍ରୀ ମଧ୍ୟ…