Daily Archives

March 2, 2022

ୟୁକ୍ରେନରେ ଭୟଙ୍କର ଯୁଦ୍ଧ ଭିତରେ ପାକିସ୍ତାନୀଙ୍କ ଭରସା ପାଲଟିଲା ଭାରତ । ଜୀବନ ବଞ୍ଚାଇବାକୁ ଧରିଲେ ତ୍ରୀରଙ୍ଗା ।

କନକ ବ୍ୟୁରୋ : ୟୁକ୍ରେନ-ରୁଷ ଲଢେଇରେ ଫସିଛନ୍ତି ଅନେକ ଭାରତୀୟ । ଏବେ ସେମାନଙ୍କୁ ୟୁକ୍ରେନ ସୀମାରୁ ଉଦ୍ଧାର କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏବେ ୟୁକ୍ରେନରେ ଭାରତ ସହ ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କ ସାହାରା ପାଲଟିଛି ତ୍ରୀରଙ୍ଗା ପତାକା । ତ୍ରିରଙ୍ଗା କେବଳ ସେମାନଙ୍କୁ ସୁରକ୍ଷା…

ପିଏମସି ବ୍ୟାଙ୍କ ସ୍କାମରେ ଫସିବେ ବିଜେପି ନେତା କିରଟ ସୋମେୟା ଓ ତାଙ୍କ ପୁଅ । ଆଗୁଆ ବେଲ ଆବେଦନ ହେଲା ଖାରଜ ।

କନକ ବ୍ୟୁରୋ : ଜେଲ ଯିବେ ବାପ ପୁଅ । ମହାରାଷ୍ଟ୍ର ବିଜେପି ନେତା ଓ ତାଙ୍କ ପୁଅ ନିଲ ସୋମିୟାଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଶିବସେନା ସାଂସଦ ସଂଜୟ ରାଉତ । ମୁମ୍ବାଇ ପିଏମସି ବ୍ୟାଙ୍କ ସ୍କାମରେ ବିଜେପି ନେତା କିରଟ ସୋମିୟାଙ୍କ ପୁଅ ନିଲ ସୋମିୟାର ସମ୍ପୃକ୍ତି ଥିବା ନେଇ ମଧ୍ୟ କହିଛନ୍ତି…

ରାଜଧାନୀରୁ ଧରାପଡ଼ିଲା ୩୨ କେଜିରୁ ଅଧିକ ସୁନା ଅଳଙ୍କାର: ମୁମ୍ବାଇରୁ ଭୁବନେଶ୍ୱର ଅଣାଯାଉଥିଲା ୧୬ କୋଟି ଟଙ୍କାର ସୁନା…

କନକ ବ୍ୟୁରୋ: ଆଖି ଖୋସି ହୋଇଗଲା ଭଳି ସୁନା ଗହଣା ।ସୁଟକେସ ଭିତରେ ଥାକ ଥାକ କରି ସଜେଇ ରଖାଯାଇଛି ସୁନା ଅଳଙ୍କାର । ବିନା ଜିଏସଟି ବିଲରେ ବିପୁଳ ପରିମାଣର ସୁନା ଚାଲାଣ ବେଳେ ଜିଆରପି ପୁଲିସ ହାତରେ ଧରାପଡିଛି । ଭୁବନେଶ୍ୱର ରେଳ ଷ୍ଟେସନରୁ ୪ଟି ସୁନା ଅଳଙ୍କାର ଭର୍ତି ସୁଟକେସ ଜବତ କରି…

ଉଗ୍ର ହେବାରେ ଲାଗିଛି ୟୁକ୍ରେନ ରୁଷିଆ ଯୁଦ୍ଧ । ତୃତୀୟ ବିଶ୍ୱଯୁଦ୍ଧ ନେଇ ଚେତାବନୀ ଦେଲା ରୁଷିଆ ।

କନକ ବ୍ୟୁରୋ : ୟୁକ୍ରେନ ବିରୋଧରେ ନିଜ ଆକ୍ରମଣ ଆହୁରି ଜୋରଦାର କରିବାରେ ଲାଗିଛି ରୁଷିଆ । ତୁହାକୁ ତୁହା ବୋମା ମାଡ ଓ ମିସାଇଲ୍ ଆଟାକରେ ଛିନଭିନ୍ ହୋଇଯାଇଛି ୟୁକ୍ରେନ । ଗୋଟିଏ ପଟେ ରାଜଧାନୀ କିଭକୁ ରୁଷ ସାମରିକ ବାହିନୀର ବିରାଟ ପଟୁଆର ମାଡି ଚାଲିଥିବାବେଳେ ସେପଟେ ଅନ୍ୟ ପ୍ରମୁଖ ସହରରେ ବି…

ମନ ଜିତିପାରିଲେନି ମଡେଲ: ସରପଂଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରି ପରାଜିତ ହେଲେ ବଲାଙ୍ଗୀରର ପ୍ରିୟଙ୍କା ନନ୍ଦ

କନକ ବ୍ୟୁରୋ: ବଲାଙ୍ଗୀରର ପ୍ରିୟଙ୍କା ନନ୍ଦ । ଋ୍ୟାମ୍ପରେ ଜଲୱା ଦେଖାଉଥିଲେ, କ୍ୟାଟୱାକ୍ କରି ଫ୍ଲପକାର୍ଟ, ଆମାଜନ, ନାୟିକା ଭଳି ଦାମି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ସାଜିଥିଲେ । ହେଲେ, ପଂଚାୟତ ନିର୍ବାଚନରେ ଗାଁ ଲୋକଙ୍କ ହୃଦୟ ଜିତି ପାରି ନାହାଁନ୍ତି ପ୍ରିୟଙ୍କା । ବଲାଙ୍ଗୀର ଚୁଡାପାଲି…