Daily Archives

March 10, 2022

ୟୁପିରେ ବିଜେପିକୁ ଝଟକା । ନିର୍ବାଚନ ହାରିଗଲେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । 

କନକ ବ୍ୟୁରୋ: ୟୁପିରେ ବିଜେପି ବଡ ବିଜୟ ମୁହାଁ ହୋଇ ଲଗାତାର ଦ୍ୱିତୀୟ ଥର ପାଇଁ ଶାସନ କ୍ଷମତା ଅକ୍ତିଆର କରିବା ଦିଗରେ ଅଗ୍ରସର ହେଉଛି । ବର୍ତ୍ତମାନ ସୁଦ୍ଧା ବିଜେପି ୨୭୩ ସିଟରେ ଆଗୁଆ ଥିବାବେଳେ, ସମାଜବାଦୀ ପାର୍ଟି ବହୁ ପଛରେ ଅର୍ଥାତ ୧୨୫ ସିଟରେ ଆଗୁଆ ଅଛି । ହେଲେ ଏହାରି ଭିତରେ…

ଉତ୍ତର ପ୍ରଦେଶ ସଫଳତା ପଛରେ ଉଜ୍ଜ୍ୱଳା ମ୍ୟାନ୍ । ଓଡିଆ ପୁଅ ଧର୍ମେନ୍ଦ୍ରଙ୍କ ପାଇଁ ଧୁମ ମଚାଇଲା ବିଜେପି

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଇତିହାସ ରଚିଲା ବିଜେପି । କୁହାଯାଉଛି ଏହି ରାଜ୍ୟରେ ଦଳର ସଫଳତା ପଛରେ ରହିଛି ଉଜ୍ଜଳା ମ୍ୟାନ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା । ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦିଗଦର୍ଶନରେ, ମୁଖ୍ୟମନ୍ତ୍ରୀ ଯୋଗୀ…

ପୁଣି କଂଗ୍ରେସର ଫ୍ଲପ୍ ସୋ । ୟୁପିରେ ଫେଲ୍ ମାରିଲା ପ୍ରିୟଙ୍କାଙ୍କ ପ୍ରଚାର । ପଞ୍ଜାବରେ କାମ ଦେଲାନି ରାହୁଲଙ୍କ…

କନକ ବ୍ୟୁରୋ: ଉତ୍ତରପ୍ରଦେଶ, ପଞ୍ଜାବ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ନିରାଶାଜନକ ପ୍ରଦର୍ଶନ କରିଛି । ଏହାପରେ ଦଳର ଶୀର୍ଷ ନେତୃତ୍ୱ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ବିଶେଷ କରି ପଞ୍ଜାବରେ କଂଗ୍ରେସ କ୍ଷମତାରେ ଥାଇ ହାରିଯିବା ରାହୁଲ ଗାନ୍ଧୀଙ୍କ ପ୍ରତି ସବୁଠୁ ବଡ…

ଧାମୀ ଧରାଶାୟୀ, ଏବେ କିଏ ହେବ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ ମୁଖ୍ୟମନ୍ତ୍ରୀ ରେସରେ ଏବେ ବିଜେପିର କେଉଁ…

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ପୁଣିଥରେ ସରକାର ଗଢିବ ବିଜେପି । ଦଳ ଏଠାରେ ମ୍ୟାଜିକ ନମ୍ବର ଠାରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ସରକାର ଗଢିବା ନେଇ ବାଟ ଫିଟିଛି । ଦଳ ଏଠାରେ ବିଜୟୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଖଟିମା ବିଧାନସଭା ଆସନରୁ ପରାସ୍ତ ହୋଇଛନ୍ତି ।…

କମାଲ କଲା ପଞ୍ଜାବ । କ୍ରାନ୍ତି ଆଣିଲା ଆପ୍ । ଦିଲ୍ଲୀ ପରେ ପଞ୍ଜାବ ଦଖଲ କଲା ଆମ୍ ଆଦମୀ ପାର୍ଟି

କନକ ବ୍ୟୁରୋ: ବଡ଼ ବଡ଼ ନେତା, ବଡ଼ ବଡ଼ ଦଳକୁ ଧୁଳି ଚଟାଇ ପଞ୍ଜାବରେ ଇତିହାସ ରଚିଛି ଆମ୍ ଆଦମୀ ପାର୍ଟି । ଆପ୍ ଏଭଳି ସୁନାମୀ ଆଣିବା ନେଇ ଏକ୍ଜିଟ୍ ପୋଲ ଆକଳନ କରିଥିଲେ ବି ସାରା ଦେଶର ନଜର ଅଟକିଥିଲା ପଞ୍ଜାବ ଉପରେ । ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଉପରେ ଫୋକସ କରିଥିଲେ ପାର୍ଟିର…

ଦିଲ୍ଲୀ ପରେ ପଞ୍ଜାବରେ କମାଲ କଲେ କେଜ୍ରିୱାଲ । ସୁନାମୀ ଆଣିଲା ଆମ ଆଦମୀ ପାର୍ଟି

କନକ ବ୍ୟୁରୋ: ୨୦୧୫ରେ ଦିଲ୍ଲୀରେ ଯେମିତି ଆମ ଆଦମି ପାର୍ଟି କମାଲ କରିଥିଲା ଠିକ୍ ସେମିିତି ୨୦୨୨ରେ ପଞ୍ଜାବରେ କ୍ଲିନ୍ ସୁଇପ୍ କରିଛି । ନିଶାମୁକ୍ତ ପଞ୍ଜାବ ଗଠନ ଓ ମାଗଣା ବିଜୁଳି,ପାଣି ପ୍ରତିଶ୍ରୁତି ଦେଇ ପଞ୍ଜାବକୁ ଦଖଲ କରିଛି ଆମ ଆଦମୀ ପାର୍ଟି । ଦିଲ୍ଲୀରେ ତିନି ଥର ସରକାର ଗଢ଼ିବା ପରେ…