Daily Archives

March 23, 2022

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ଚଢାଇବା ଘଟଣା । ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଟୁଇଟ୍…

କନକ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି ଏବଂ ଏହା ସୁସ୍ଥ ସମାଜରେ ଶୋଭନୀୟ ନୁହେଁ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ…

ଅନାସ୍ଥା ପ୍ରସ୍ତାବ ଭୋଟ୍ ପ୍ରକ୍ରିୟା ଟାଳିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ । ସୁପ୍ରିମକୋର୍ଟଙ୍କ…

କନକ ବ୍ୟୁରୋ: ୨୮ ତାରିଖରେ ନ୍ୟାସନାଲ ଆସେମ୍ବଲି ବା ସଂସଦରେ ଅନାସ୍ଥା ପ୍ରସ୍ତାବ ଭୋଟର ପରୀକ୍ଷା ଦେବେ ପାକିସ୍ତାନର ୱଜିରେ ଆଜମ୍ ଇମ୍ରାନ୍ ଖାନ୍ । ଏହା ପୂର୍ବରୁ ଦଳ ବଦଳ କରିଥିବା ନେତାଙ୍କୁ ନେଇ ସୁପ୍ରିିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଇମ୍ରାନ୍ । ଏପରି କରି ଇମ୍ରାନ୍ ଭୋଟିଂ…

ବୀରଭୂମ ହିଂସା ଘଟଣାରେ ପ୍ରଧାନମନ୍ତ୍ରୀ କହିଲେ ଦୋଷୀଙ୍କ ବିରୋଧରେ ହେଉ ଦୃଢ କାର୍ଯ୍ୟାନୁଷ୍ଠାନ । ଘଟଣାସ୍ଥଳର ଭିଡିଓ…

କନକ ବ୍ୟୁରାେ: ପଶ୍ଚିମବଙ୍ଗ ବାରଭୂମ ହିଂସା ଘଟଣାକୁ ନେଇ ବୟାନବାଜି ଜାରି । ଶାସକ ଦଳ ସ୍ଥିତି ନିୟନ୍ତ୍ରଣ ରହିଛି ବୋଲି କହୁଥିବାବେଳେ । ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟପାଳଙ୍କ ବୟାନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେପି…

ସିଏମଆଇଇ ରିପୋର୍ଟରେ ଆସିଲା ତଥ୍ୟ । ଓଡିଶାରେ ବେକାରୀ ସବୁଠୁ କମ୍ ।

କନକ ବ୍ୟୁରୋ: ଓଡ଼ିଶାରେ ବେକାରୀ ବହୁତ କମ୍ । ସିଏମଆଇଇର ସଦ୍ୟତମ ରିପୋର୍ଟ ଅନୁଯାୟୀ ୨୦୨୧ ସେପ୍ଟେମ୍ବର- ଡିସେମ୍ବର ମଧ୍ୟରେ ଦେଶର ସମସ୍ତ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ବେକାରୀ ହାର ବହୁତ କମ । ସିଏମଆଇଇ ରିପୋର୍ଟ ମୁତାବକ, ଓଡ଼ିଶାରେ ବେକାରୀ ହାର ୧.୪୭ ପ୍ରତିଶତ ରହିଛି । ରିପୋର୍ଟ…

ପୁଣି ପରମାଣୁ ଡର ଦେଖାଇଲା ରୁଷ୍ । କହିଲା, ଆବଶ୍ୟକ ହେଲେ କରିବୁ ପରମାଣୁ ଅସ୍ତ୍ର ବ୍ୟବହାର

କନକ ବ୍ୟୁରୋ: ରୁଷ୍-ୟୁକ୍ରେନ ଯୁଦ୍ଧ ୨୮ ଦିନରେ ପହଞ୍ଚିଥିବା ବେଳେ ଶାନ୍ତିର ସମ୍ଭାବନା ମଉଳି ଚାଲିଛି । ଏହା ଭିତରେ ରୁଷ ଯେଉଁକଥା କହିଛି, ତାହା ବେଶ୍ ଚିନ୍ତାର ବିଷୟ । କ୍ରେମଲିନ୍ ମୁଖପାତ୍ର କହିଛନ୍ତି ଯେ, ଯଦି ରୁଷ୍ ପ୍ରତି ଅତି ବଡ଼ ବିପଦ ଆସେ, ତା ହେଲେ ପରମାଣୁ ଅସ୍ତ୍ର ବ୍ୟବହାର…

୨ ବର୍ଷ ପରେ ହଟିବ ମହାମାରୀ ଆଇନ । ସଂକ୍ରମଣ କମୁଥିବାରୁ ମାର୍ଚ୍ଚ ୩୧ରୁ ଆଇନକୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ…

କନକ ବ୍ୟୁରୋ : ଦୁଇ ବର୍ଷ ପରେ ହଟିବ ମହାମାରୀ ଆଇନ୍ । କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ଦୁଇ ବର୍ଷ ତଳେ କେନ୍ଦ୍ର ସରକାର ଲଗାଇଥିବା ସମସ୍ତ କୋଭିଡ୍ କଟକଣାକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର ଏହି ବଡ଼…