Daily Archives

March 22, 2022

ସତର୍କ କରାଇଲେ ୟୁକ୍ରେନ ରାଷ୍ଟ୍ରପତି । ଯୁଦ୍ଧ ଆଣିପାରେ ଖାଦ୍ୟ ସଙ୍କଟ ।

କନକ ବ୍ୟୁରୋ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ଏହାରି ଭିତରେ ଯୁଦ୍ଧ ୨୭ଦିନରେ ପହଞ୍ଚିଥିବା ବେଳେ ସପିଂ ମଲରେ କ୍ରେମଲିନ ସେନାର ବୋମାମାଡରେ ୮ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ସତର୍କ କରାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । କହିଛନ୍ତି ୟୁକ୍ରେନ ଖାଦ୍ୟଶସ୍ୟ ଉତ୍ପାଦନକାରୀ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡିନମ୍ବର ବଦଳିବା ମାମଲା: ଜଗଦ୍ଦେବଙ୍କ ନାଁରେ ହେବ ଜାଲିଆତି ମାମଲା ।

କନକ ବ୍ୟୁରୋ: ଲୋକଙ୍କ ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ କରି ବିବାଦୀୟ ହୋଇଥିବା ପ୍ରଶାନ୍ତ ଜଗଦେବ ଜାଲିଆତି କରିଥିଲେ । ଗାଡି ନମ୍ବର ହେରାଫେରି ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଖୋର୍ଧା ଏସପି ଅଲେଖ ପହି । ପୁଲିସ ସୂଚନା ଅନୁସାରେ, ଡିସକଭରି ଗାଡି…

ଓଡ଼ିଶାର ସୀତାକୁଣ୍ଡରୁ ଅଯୋଧ୍ୟା ଗଲା ପାଣି । ରାମ ମନ୍ଦିର ନିର୍ମାଣରେ ଲାଗିବ ମାଲକାନଗିରି ସୀତାକୁଣ୍ଡର ଜଳ ।

କନକ ବ୍ୟୁରୋ : ମାଲକାନଗିରି ବଣ୍ଡାଘାଟିରୁ ଅଯୋଧ୍ୟା ଗଲା ସୀତାକୁଣ୍ଡର ପାଣି । ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ଯେଉଁ ଯେଉଁ ସ୍ଥାନରେ ସମୟ ବିତାଇଥିଲେ, ସେଇ ସବୁ ପବିତ୍ର ସ୍ଥାନ ଦେଇ ଶ୍ରୀରାମ ବନ ଗମନ ପଥ କାବ୍ୟ ଯାତ୍ରାର ଶୁଭାରମ୍ଭ ହୋଇଛି । ଏହି କ୍ରମରେ ଆଜି ଐତିହ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ନମ୍ବର ନେଇ ବଢ଼ୁଛି ବିବାଦ । ନମ୍ବର ବଦଲାଇ ଡିସକଭରୀ ଗାଡିକୁ କିଏ କରିଦେଲା କ୍ରେଟା ।

କନକ ବ୍ୟୁରୋ : ବଦଳିଗଲା ବାହୁବଳୀ ବିଧାୟକ ଲୋକଙ୍କ ଉପରେ ମଡାଇ ଦେଇଥିବା ଗାଡିର ନମ୍ବର । ଗତ ମାର୍ଚ୍ଚ ୧୨ତାରିଖରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲ୍ୟାଣ୍ଡ ରୋଭର ଡିସକଭରୀ ଗାଡି ଲୋକଙ୍କ ଉପରେ ଚଢାଇ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ପୋଲିସ ରିପୋର୍ଟରେ ଆଉ ଏକ ଗାଡିର ନମ୍ବର…

କାହିଁକି ହେଲା ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀଙ୍କ ହତ୍ୟା ? ଗୁଳିକାଣ୍ଡରେ ସାମିଲ ଥିବା ୪ଜଣଙ୍କ ସହ ରହିଥିଲା…

କନକ ବ୍ୟୁରୋ : ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଗତକାଲି ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଜି ପୁଲିସ ୩ ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ ସହଯୋଗୀଙ୍କୁ ଗିରଫ କରିଛି । ଏମାନେ ହେଲେ ଟୁଟୁ ମହାପାତ୍ର, ହରି ପଣ୍ଡା, କୁନମୁନି ସୁଆର ଓ ସେମାନଙ୍କୁ ସହେଯାଗ କରିଥିବା ଜଗନ ଖଟେଇ…