Daily Archives

March 6, 2022

ରୋଜଗାରର ବାଟ ଦେଖାଇଲା ଛତୁ ଚାଷ । ଆର୍ଥିକ ସ୍ଥିତି କରୁଛି ସୁଦୃଢ, ଦେଇଛି ନୂଆ ପରିଚୟ । 

କନକ ବ୍ୟୁରୋ : ମାଲକାନଗିରିର ମାଥିଲି ଅଞ୍ଚଳରେ ଖୁସି ବାଣ୍ଟିଲା ଛତୁ । ଧାନ ଚାଷ ପରେ ପାଳ ବ୍ୟବହାର କରି ଛତୁ ଚାଷ କରୁଛନ୍ତି ଲୋକେ । ଘରେ ଘରେ ପାଳଛତୁ ଚାଷକରି ବେଶ ଦୁଇପଇସା ରୋଜଗାର କରୁଛନ୍ତି । ବିହନ ଆଣିବା ପରେ ଦେଶୀ ପ୍ରକ୍ରିୟାକରଣରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଛତୁ ଚାଷ କରୁଥିବା…

କୋଟିଆବାସୀଙ୍କୁ ସ୍ୱାବଲମ୍ବୀ କରିଛି ଷ୍ଟ୍ରବେରି ଚାଷ । ଚାଷୀଙ୍କୁ ସହଯୋଗର ହାତ ବଢାଇଛି କୋରାପୁଟ ଆଇଟିଡିଏ ।

କନକ ବ୍ୟୁରୋ : କୋଟିଆବାସୀଙ୍କୁ ଆତ୍ମନିର୍ଭର କରିବା ପାଇଁ ଜିଲ୍ଳା ପ୍ରଶାସନର ଆଉ ଏକ ପଦକ୍ଷେପ । ପାହାଡ଼ ପର୍ବତ ଘେରା କୋରାପୁଟ ଜିଲ୍ଲାର କୋଟିଆରେ ଏବେ ଷ୍ଟ୍ରବେରୀ ଚାଷ କରୁଛନ୍ତି ଚାଷୀ । ଆଉ ଚାଷୀଙ୍କୁ ସହଯୋଗର ହାତବଢାଇଛି କୋରାପୁଟ ଆଇଟିଡ଼ିଏ । ସାଧାରଣତଃ ବଜାରରେ ମିଳୁଥିବା ଷ୍ଟ୍ରବେରି…

ପୌର ନିର୍ବାଚନ ପାଇଁ କାଲି ନାମାଙ୍କନର ଶେଷ ଦିନ । ଏବେବି ଦ୍ୱନ୍ଦ୍ୱରେ ପ୍ରାର୍ଥୀ, ତାଲିକା ପ୍ରକାଶ କରୁନି ବିଜେଡି ।

କନକ ବ୍ୟୁରୋ : କର୍ପୋରେଟର ପ୍ରାର୍ଥୀ ପାଇଁ ତାଲିକା ପ୍ରକାଶ କରୁନାହିଁ ବିଜୁ ଜନତା ଦଳ । ବିଧାୟକ କିମ୍ବା ଅନ୍ୟ ତୁଙ୍ଗ ନେତୃତ୍ୱଙ୍କ ଇସାରାରେ ସେମାନେ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି । ପରେ ସେମାନଙ୍କୁ ଦଳୀୟ ମାନ୍ୟତା ମିଳିଯାଇପାରେ । ଅସନ୍ତୁଷ୍ଟଙ୍କ ସମସ୍ୟା ବ୍ୟାପକ ହେବା ଆଶଙ୍କାରେ ଦଳ…

ମହାକାଳପଡ଼ାରେ ଦିନ ଦ୍ୱିପହରରେ ଗୁଳିମାଡ଼ । ହେଲେ ଖୋଲୁନି ହତ୍ୟାକାଣ୍ଡର ଗୁମର ।

କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ଦିନ ଦ୍ୱିପହରରେ ହତ୍ୟାକାଣ୍ଡର ଗୁମର ଖୋଲୁନି । କେଉଁ କାରଣରୁ ଏପରି ଗୁଳିକାଣ୍ଡ ହେଲା, ଏ ନେଇ ସ୍ପଷ୍ଟ କରିପାରୁନି ପୁଲିସ । ପୂର୍ବ ଶତୃତା ନେଇ ସନ୍ଦେହ କରୁଛି ପୁଲିସ । ସେପଟେ କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ବବକରପୁର ଗାଁରେ ଘଟିଥିବା ଏହି ଗୁଳିକାଣ୍ଡ…

ଯୁଦ୍ଧର ୧୧ ଦିନରେ ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ । ସାମୟିକ ଅସ୍ତ୍ର ବିରତି ପରେ ଘନ ଘନ ବୋମାମାଡ଼ ।

କନକ ବ୍ୟୁରୋ : ବ୍ଲାକ ସି’ ବା କୃଷ୍ଣ ସାଗରରେ ରୁଷିଆ ଯୁଦ୍ଧ ଜାହାଜ ମୁତୟନ କରିବା ପରେ ବନ୍ଦର ସହର ମରିୟପୋଲକୁ ଅକ୍ତିଆର କରିବାକୁ ଜୋରଦାର ଲଢ଼େଇ କରୁଛି । ଏପଟେ ୟୁକ୍ରେନ ସେନା ବି ରୁଷ୍ ଆକ୍ରମଣର ଜବାବ ଦେଉଛି । ଶନିବାର ଫସିରହିଥିବା ଲୋକଙ୍କ ଉଦ୍ଧାର ପାଇଁ ସାମୟିକ ଯୁଦ୍ଧବିରତି ପରେ ଆଜି…