Daily Archives

March 24, 2022

ବାଲିଘାଟ ଲିଜକୁ ନେଇ ସାଂଘାତିକ ପରିଣତି: ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ବୋମାମାଡ଼, ଜଣକର ମୃତ୍ୟୁ

କନକ ବ୍ୟୁରୋ: ବାଲିଘାଟ ଲିଜକୁ ନେଇ ମୁଣ୍ଡ ଗଡିଛି । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଂଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ବୋମା ମାଡରେ ଜଣକର ମୃତ୍ୟୁ ହୋଇଛି । ବାଲିଘାଟ ଲିଜକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଏହା ସଂଘର୍ଷର ରୂପ ନେବା ପରେ ଏହି ଅଭାବନୀୟ ଘଟଣା ଘଟିଥିବା…

ନବୀନ ନିବାସରୁ ଚାଲି ଚାଲି ଯାଇ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟଶାସନ ସଚିବ ଓ ୫ଟି ସଚିବ ମଧ୍ୟ କଲେ ମତଦାନ ।

କନକ ବ୍ୟୁରୋ : ନବୀନ ନିବାସରୁ ଚାଲି ଚାଲି ଆସି ଭୋଟ ଗ୍ରହଣ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୩ ନମ୍ବର ୱାର୍ଡର ପଳାସପଲ୍ଲୀ ସ୍କୁଲରେ ଭୋଟ ଦେଇଛନ୍ତି ନବୀନ ପଟ୍ଟନାୟକ । ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣତନ୍ତ୍ରର ଏଡି ମହାପର୍ବରେ…

ପୁଟିନଙ୍କୁ ଘାରିଛି ମୃତ୍ୟୁର ଭୟ? ୧୦୦୦ କର୍ମଚାରୀଙ୍କୁ ବଦଳାଇଲେ ରୁଷ ରାଷ୍ଟ୍ରପତି

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ମାସେ ପୁରିଛି । କମ୍ ସମୟରେ ୟୁକ୍ରେନକୁ ଦଖଲ କରିବ ବୋଲି ଆଶା ରଖିଥିବା କ୍ରେମଲିନ ସେନାକୁ ସଫଳତା ମିଳିପାରିନାହିଁ । ଏହାରି ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଘାରିଛି ଭୟ । ବିଭିନ୍ନ ଦେଶ ଏକାଠି ହୋଇ ପୁଟିନଙ୍କ ବିରୋଧରେ…

ଆଉ ଧୋନୀଙ୍କ ନେତୃତ୍ୱରେ ଖେଳିବନି ଚେନ୍ନାଇ: ଶେଷ ହେଲା ମାହିଙ୍କ ଅଧିନାୟକତ୍ୱ ଯୁଗ

କନକ ବ୍ୟୁରୋ: ଆଇପିଏଲ କଥା ପଡ଼ିଲେ, ଯେଉଁର୍ କେତେ ଜଣ ଅଧିନାୟକଙ୍କ ଚେହେରା ସାମ୍ନାକୁ ଆସେ, ସବୁଠୁ ଆଗରେ ରହନ୍ତି ମହେନ୍ଦ୍ର ସିଂ ଧୋନୀ । ମିଷ୍ଟର କୁଲ ନାମରେ ପରିଚିତ ମାହି ଆଇପିଏଲ ଆରମ୍ଭରୁ ସିଏସକେର ଅଧିନାୟକ ଦାୟିତ୍ୱ ସମ୍ଭାଳି ଆସୁଛନ୍ତି । ହେଲେ ଚଳିତ ଆଇପିଏଲରେ ଏହା ଦେଖିବାକୁ…