Daily Archives

March 18, 2022

ନଦୀରେ ବାଇଗଣ ଫୋପାଡି ଖେଳୁଥିଲେ, ହଠାତ୍ ଘଟିଲା ଅଘଟଣ । ନଦୀରେ ଭାସିଗଲେ ୭ ଯୁବକ । ୨ ଜଣ ମୃତ, ଏବେ ବି ୪ ନିଖୋଜ

କନକ ବ୍ୟୁରୋ: ରଙ୍ଗ ଖେଳିବା ପରେ ନଦୀରେ ଗାଧୋଇବାକୁ ଯାଇ ଖରସ୍ରୋତାରେ ନିଖୋଜ ହୋଇଯାଇଛନ୍ତି ଯାଜପୁରର ୭ ଯୁବକ । ନିଖୋଜମାନଙ୍କୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଖୋଜାଖୋଜି ଚଳାଇଛନ୍ତି । ହେଲେ ଯେଉଁ ସ୍ଥାନରେ ଯୁବକମାନେ ନିଖୋଜ ହୋଇଛନ୍ତି, ସେହି ସ୍ଥାନରେ ପାଣି ଅଧିକ ଥିବାରୁ ଉଦ୍ଧାର…

କେମିତି ହୋଇଥିଲା ଜୀବନର ଉତ୍ପତି, ଗଭୀର ସମୁଦ୍ର ଭିତରେ ଜୀବନ ସତ୍ତା ଖୋଜିବେ ବୈଜ୍ଞାନିକ

କନକ ବ୍ୟୁରୋ :  ପୃଥିବୀରେ କେମିତି ଆରମ୍ଭ ହୋଇଥିଲା ଜୀବନ ସତ୍ତା, ଏହାର ରହସ୍ୟ ଖୋଜିବାକୁ ଅଣ୍ଟା ଭିଡିଛନ୍ତି ବୈଜ୍ଞାନିକ । ଏହି କ୍ରମରେ ଏବେ ଗଭୀର ସମୁଦ୍ରରେ ଅନୁସନ୍ଧାନ କରିବେ ବୈଜ୍ଞାନିକ । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ,ରବିଚନ୍ଦ୍ରନଙ୍କ ମୁତାବକ ‘ଗଭୀର ସମୁଦ୍ର ଅଭିଯାନ’…

ଧୋନୀଙ୍କୁ ଦେଖି ଟ୍ରେନିଂ ନେଉଛନ୍ତି ଓଡିଆ ପୁଅ । ସୁପର କିଙ୍ଗସରେ ଗର୍ଜିବାକୁ ପ୍ରସ୍ତୁତ ଶୁଭ୍ରାଂଶୁ ସେନାପତି ।…

କନକ ବ୍ୟୁରୋ:  ସତ ହେବାକୁ ଯାଉଛି ସ୍ୱପ୍ନ । ସୁପରକିଙ୍ଗସରେ ଗର୍ଜିବେ ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି । ମାହି ନେତୃତ୍ୱରେ ମୈଦାନକୁ ଓହ୍ଲାଇବେ ଓଡିଆ କ୍ରିକେଟର । ଆଇପିଏଲର ଆଗାମୀ ସିଜିନକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ, ଏବେ ସିଏସକେ ଟିମରେ ଓଡିଆ ଖେଳାଳି ଶୁଭ୍ରାଂଶୁ…

ସୁନ୍ଦରଗଡରେ ନିର୍ମାଣାଧୀନ ହକି ଷ୍ଟାଡିୟମ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ । ଷ୍ଟାଡିୟମ କାମ କେତେ…

କନକ ବ୍ୟୁରୋ: ସୁନ୍ଦରଗଡରେ ନିର୍ମାଣାଧୀନ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ । ରାଉରକେଲା ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ…

କେକେଆରର ହୋଲି ଉପହାର । ନୂଆ ଜର୍ସି ଲଞ୍ଚ କଲା କୋଲକାତା ନାଇଟ ରାଇଡର୍ସ, ନୂଆ ଜର୍ସିରେ ନଜର ଆସିଲେ ଅଧିନାୟକ ଶ୍ରେୟସ ।

କନକ ବ୍ୟୁରୋ : ଆଇପିଏଲକୁ ଆଉ ଦିନ କେଇଟା ବାକି ଅଛି । ମାର୍ଚ୍ଚ ୨୬ରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଆଉ ଏହି ଉଦଘାଟନୀ ମ୍ୟାଚ୍ ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ନିଜର ନୂଆ ଜର୍ସି ଲଞ୍ଚ କରିଛି । ଟିମର ନୂଆ ଅଧିନାୟକ ଶ୍ରେୟସ ଆୟର…

ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ପ୍ରତିକ୍ରିୟା ରଖିଲେ ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।…

କନକ ବ୍ୟୁରୋ: କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମାଣ ହୋଇଥିବା ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଏବେ ହିଟ୍ ସାବ୍ୟସ୍ତ ହୋଇଛି । ଗୋଟିଏ ସପ୍ତାହ ଭିତରେ ଫିଲ୍ମର ରୋଜଗାର ୧୦୦ କୋଟିରୁ ଅଧିକ ଟଙ୍କା ହୋଇସାରିଲାଣି । ଖାଲି ସେତିକି ନୁହେଁ, ଫିଲ୍ମକୁ ନେଇ ରାଜନୈତିକ ବୟାନ ବାଜି ମଧ୍ୟ…