Daily Archives

March 28, 2022

କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା । କିଛି…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ବିରୋଧ କରି ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ ପାଳନ କରୁଛି ଟ୍ରେଡ୍ ୟୁନିଅନ । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ହେଉଥିବା ଏହି ଧର୍ମଘଟକୁ ଅନେକ ସଂଗଠନ ସମର୍ଥନ କରିଛନ୍ତି । ଅନ୍ୟପଟେ କେରଳ ହାଇକୋର୍ଟ ଏହି ପ୍ରସଙ୍ଗରେ ରାୟ ଦେଇ କହିଛନ୍ତି,…

ବନ୍ଦ ହେବ କରୋନା କଲର ଟ୍ୟୁନ୍ ! ମୋବାଇଲ୍ ୟୁଜର୍ସଙ୍କ ପାଇଁ ଖୁସି ଖବର । ଜାଣନ୍ତୁ କେବେଠୁ…?

କନକ ବ୍ୟୁରୋ: ଏଣିକି ଆଉ କାହାକୁ ଫୋନ କଲେ ଶୁଭିବନି କରୋନା କଲର ଟ୍ୟୁନ୍ । ଫୋନ ରିସିଭ କରିବା ପୂର୍ବରୁ ଆଉ ବାଜିବନି କରୋନା ସତର୍କତାପୂର୍ଣ୍ଣ ବାର୍ତ୍ତା କି ଜରୁରୀକାଳୀନ ଫୋନ ଲାଗିବା ବି ବିଳମ୍ବ ହେବନି । ଫୋନ୍ କଲେ ଏବେ ଆଉ ଶୁଭିବନି କରୋନା କଲର ଟ୍ୟୁନ୍ । ଜରୁରୀ ଫୋନ୍ କଲ୍ ବେଳେ…

ଚାଇନାକୁ ଫେରିଲା ଲକଡାଉନ । ଦୃତ ଗତିରେ ବ୍ୟାପୁଛି ସଂକ୍ରମଣ, ଘରବନ୍ଦୀରେ ୨ କୋଟି ୫୦ ଲକ୍ଷ ଲୋକ ।

କନକ ବ୍ୟୁରୋ : କରୋନା ଯନ୍ତାରେ ଚୀନ୍ । ସଂକ୍ରମଣ ବଢୁଥିବାରୁ ଆର୍ଥିକ ରାଜଧାନୀ ସାଂଘାଇକୁ ଲକଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଏହାଦ୍ୱାରା ୨ କୋଟି ୫୦ ଲକ୍ଷ ଲୋକ ଗୃହବନ୍ଦୀ ହୋଇ ରହିଥିବା ଜଣାପଡିଛି । ସେହିପରି ଅନେକ ବ୍ୟବସାୟିକ ସଂସ୍ଥା, ଶିକ୍ଷାନୁଷ୍ଠାନ ଆଦିରେ ତାଲା ପଡିଛି ।…

ପାଟଣାଗଡରେ ଫୁଟିଲା ଗୁଳି । ସମିତି ସଭ୍ୟାଙ୍କ ସ୍ୱାମୀଙ୍କ ଉପରକୁ ଗୁଳିମାଡ, ମେଡିକାଲରେ ମୃତ୍ୟୁ ।

କନକ ବ୍ୟୁରୋ: ପାଟଣାଗଡରେ ଫୁଟିଲା ଗୁଳି । ଗୁଳିମାଡରେ ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀ ମୃତ । ପଲସରରେ ଆସି ୩ ରାଉଣ୍ଡ ଗୁଳିମାଡ କଲେ ୩ ଦୁର୍ବୃତ୍ତ । ଗୁଳିମାଡ ପରେ ସମିତି ସଭ୍ୟାଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସମିତି ସଭ୍ୟା ବନିତା…

ଆସନ୍ତା ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା । ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ହେବ…

କନକ ବ୍ୟୁରୋ : ଆସନ୍ତା ୩୧ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ସଂସଦରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା । ଗତ ଗୁରୁବାର ପ୍ରସ୍ତାବ ଆସଥିଲେ ମଧ୍ୟ ବାଚସ୍ପତି କୌଣସି କାରଣରୁୁ ଗୃହକାର୍ଯ୍ୟକୁ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ମୁଲତବି ଘୋଷଣା କରିଛନ୍ତି । ଯାହା…

ଆଜି ତୁର୍କୀରେ ୟୁକ୍ରେନ-ରୁଷ ମଧ୍ୟରେ ବୈଠକ । ଯୁଦ୍ଧ ସମାପ୍ତି ସହ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା ।

କନକ ବ୍ୟୁରୋ : ଆଜି ଏବଂ ବୁଧବାର ତୁର୍କିରେ ୟୁକ୍ରେନ ଏବଂ ଋଷ ମଧ୍ୟରେ ବୈଠକ ବସିବ । ଏହି ବୈଠକରୁ ଯୁଦ୍ଧର ସମାପ୍ତି ନେଇ ଦୁଇ ପକ୍ଷ ଆଲୋଚନା କରିବେ ବୋଲି ସୂଚନା ରହିଛି । ନିକଟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଥିଲେ ରୁଷ ସହିତ ଶାନ୍ତି ବାର୍ତ୍ତା ପାଇଁ ୟୁକ୍ରେନ ରାଜି । କିନ୍ତୁ…