Daily Archives

March 1, 2022

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ହର ହର ମହାଦେବ ଧ୍ୱନିରେ କମ୍ପିଲା ମନ୍ଦିର ପରିସର 

କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ୨୦ ମିନିଟ ବିଳମ୍ବରେ ଉଠିଲା ଲିଙ୍ଗରାଜଙ୍କ ମହାଦୀପ । ବେଢା ପରିକ୍ରମା ପରେ ରାତି ୧୦ଟା ୨୦ରେ ମନ୍ଦିର ଉପରକୁ ମହାଦୀପ ଉଠିଲା । ହର ହର ମହାଦେବ ଧ୍ୱନୀରେ କମ୍ପିଲା ଲିଙ୍ଗରାଜ ମନ୍ଦିର ପରିସର । ମହାଦୀପ ଦର୍ଶନ କଲେ ଶ୍ରଦ୍ଧାଳୁ ।

ୟୁକ୍ରେନରେ ଆତଙ୍କ ଖେଳାଉଛି ରୁଷ ସେନା । ଖାରକିଭ ସରକାରୀ ହେଡକ୍ୱାର୍ଟରରେ ମିସାଇଲ୍ ଆକ୍ରମଣ ।

କନକ ବ୍ୟୁରୋ : ୟୁକ୍ରେନ ସହ ଗତ ୬ଦିନ ଧରି ଲାଗିରହିଥିବା ଯୁଦ୍ଧକୁ ଏବେ ଶୀଘ୍ର ହିଁ ଶେଷ କରିବାକୁ ଚାହୁଁଛି ରୁଷିଆ । ଯୁଦ୍ଧର ଷଷ୍ଠ ଦିନରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରିବା ଆରମ୍ଭ କରିଦେଇଛି ରୁଷ ଆର୍ମି । ମଙ୍ଗଳବାର ସକାଳୁ ହିଁ ୟୁକ୍ରେନର ଅନ୍ୟତମ ବଡ ସହର ଖାରକିବ ଉପରେ ମିଜାଇଲ୍…

ବଢି ବଢି ଚାଲିଛି ନୱାବ ମଲ୍ଲିକଙ୍କ ସମସ୍ୟା । ମହାରାଷ୍ଟ୍ର ମନ୍ତ୍ରୀଙ୍କ ପୁଅଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍…

କନକ ବ୍ୟୁରୋ : ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ଗିରଫ ହେବା ମାମଲାରେ ଖୋଳତାଡ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଣ୍ଡରୱାଲର୍ଡ ସହ ସମ୍ପର୍କ, ମନି ଲଣ୍ଡ୍ରିଂ ଓ ବେଆଇନ ସମ୍ପତି ମାମଲାରେ ଏନସିପି ନେତା ନୱାବ ମଲ୍ଲିକଙ୍କୁ ଇଡି ଗିରଫ କରିଛି । ବର୍ତମାନ ଘଟଣାର ନୂଆ ନୂଆ ଫର୍ଦ୍ଦ…

ଉତ୍ତରପ୍ରଦେଶରେ ଚାଲିଛି ବିଧାନସଭା ନିର୍ବାଚନ । ୬ଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର ।

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ହୋବାକୁ ଅଛି । ଯାହାକୁ ନେଇ ବଡ ବଡ ରାଲି ଓ ପ୍ରଚାର କାର୍ଯ୍ୟକ୍ରମର ଆୟୋଜନ ହେଉଛି । ମଇଦାନକୁ ଉହ୍ଲାଇ ଉଭୟଙ୍କୁ ଦୋଷାରୋପ କରୁଛନ୍ତି ବିଜେପି-କଂଗ୍ରେସ । ସେପଟେ ଶିବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି…