Daily Archives

March 19, 2022

କିଏ ଏହି ଭାରତୀୟ ବଂଶୋଦ୍ଭବ ବିନି ରମଣ? ଯାହାଙ୍କୁ ବିବାହ କରିଛନ୍ତି ଅଷ୍ଟ୍ରେଲିଆର ଦୁର୍ଦ୍ଦଷ ବ୍ୟାଟର ଗ୍ଲେନ…

କନକ ବ୍ୟୁରୋ : ଆଇପିଏଲ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହ ବାକି ରହିଛି । ଆଉ ଏସବୁ ଭିତରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ଗ୍ଲେନ ମ୍ୟାକ୍ସୱେଲ ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ଶୁକ୍ରବାର ଗ୍ଲେନ ମ୍ୟାକ୍ସୱେଲ ଭାରତୀୟ ବଂଶୋଦ୍ଭବ ବିନି ରମଣଙ୍କୁ ବିବାହ…

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବଢୁଛି ବିବାଦ । ଫିଲ୍ମର କାହାଣୀକୁ ନେଇ ପ୍ରଶ୍ନ ଉଠାଇଲେ କାଶ୍ମୀର ନେତା ଅବଦୁଲ୍ଲା…

କନକ ବ୍ୟୁରୋ: ଫିଲ୍ମର ଟ୍ରେଲର ରିଲିଜ ପରଠାରୁ ଚର୍ଚ୍ଚାରେ ରହିଥିଲା ବଲିଉଡ ଫିଲ୍ମ ଦ କାଶ୍ମିର ଫାଇଲ୍ସ । ଏବେ ଏହାକୁ ନେଇ ବିବାଦ ତେଜିବାର ଲାଗିଛି । ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଫିଲ୍ମେରେ ଦେଖାଯାଇଥିବା ତଥ୍ୟ ମିଛ ବୋଲି କହିଛନ୍ତି । ଅନ୍ୟପଟେ କଶ୍ମୀର…

ଆଗାମୀ ୫ ବର୍ଷରେ ଭାରତରେ ୩ ଲକ୍ଷ ୨୦ ହଜାର କୋଟି ନିବେଶ କରିବ ଜାପାନ । ରୁଷ ଆକ୍ରମଣ ବିରୋଧରେ ମୋଦୀଙ୍କୁ ବୁଝାଇବାକୁ…

କନକ ବ୍ୟୁରୋ: ଆଗାମୀ ୫ ବର୍ଷରେ ଭାରତରେ ୩ ଲକ୍ଷ ୨୦ ହଜାର କୋଟି ନିବେଶ କରିବ ଜାପାନ । ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଭାରତ ଗସ୍ତରେ ଆସି ଏହି ଘୋଷଣା କରିଛନ୍ତି । ଶନିବାର ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ । ଦୁଇ…

ଯେତେବେଳ ଯାଏଁ ବାପା-ମା ଜୀବିତ ଅଛନ୍ତି, ସେତେବେଳ ଯାଏଁ ତାଙ୍କ ସମ୍ପତ୍ତି ଉପରେ ପିଲାଙ୍କର କୌଣସି ଅଧିକାର ରହିବ ନାହିଁ…

କନକ ବ୍ୟୁରୋ : ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଯେଉଁ ରାୟ ଦେଇଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବମ୍ବେ ହାଇକୋର୍ଟ କହିଛନ୍ତି, ଯେତେବେଳ ପର୍ଯ୍ୟନ୍ତ ବାପା-ମା’ ଜୀବିତ ଅଛନ୍ତି ସେତେବେଳେ ଯାଏଁ ତାଙ୍କ ସମ୍ପତ୍ତି ଉପରେ କୌଣସି ସନ୍ତାନଙ୍କର ଅଧିକାର…

ରୁଷଠୁ ଅଶୋଧିତ ତେଲ କିଣିବ ଭାରତ । ଦୁଇ ଦେଶର କମ୍ପାନୀ ମଧ୍ୟରେ ଚୁକ୍ତି ଚୂଡାନ୍ତ

କନକ ବ୍ୟୁରୋ: ରୁଷର ରିହାତି ଦରରେ ଅଶୋଧିତ ତେଲ କିଣିବା ପ୍ରସ୍ତାବକୁ ଭାରତ ଗ୍ରହଣ କରିଛି । ଏବେ ଦୁଇ ଦେଶର ତେଲ କମ୍ପାନୀ ମଧ୍ୟରେ ଚୁକ୍ତି ହୋଇଛି । ଅନ୍ତର୍ଜାତୀୟ ଚାପ ସତ୍ତେ୍ୱ ଭାରତ କିନ୍ତୁ ଏ ଡିଲ ସହ ଆଗକୁ ବଢିଛି । ଏହି ଡିଲ ପରେ ଭାରତର ଅନେକ ତେଲ କମ୍ପାନୀ ଶସ୍ତାରେ ଅଶୋଧିତ ତେଲ…

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଭାରତରେ ଜାପାନ ପ୍ରଧାନମନ୍ତ୍ରୀ । ରୁଷ ଆକ୍ରମଣ ବିରୋଧରେ ମୋଦୀଙ୍କୁ ବୁଝାଇବାକୁ ପ୍ରୟାସ…

କନକ ବ୍ୟୁରୋ: ରୁଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ଭାରତରେ ଆସି ପହଞ୍ଚିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ । କୁହାଯାଉଛି ରୁଷିଆର ଆକ୍ରମଣ ବିରୋଧରେ ଭାରତର ଆଭିମୁଖ୍ୟରେ ପରିବର୍ତ୍ତନ ପାଇଁ ଚାପ ପକାଇବାକୁ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । କ୍ୱାଡର ଅନ୍ୟତମ ସଦସ୍ୟ ଭାରତ ବାରମ୍ବାର…