Daily Archives

March 14, 2022

ବିବାଦୀୟ ହେଉଛି ଝାରପଡା ହିଂସାକାଣ୍ଡ ମାମଲା । ଲକ୍ଷ୍ମୀସାଗର ଥାନା ଘେରାଉ କଲା ବିଜେପି ।

କନକ ବ୍ୟୁରୋ : ଝାରପଡା ରାଜନୈତିକ ହିଂସାକାଣ୍ଡ ଘଟଣା ବିବାଦୀୟ ହୋଇପଡିଛି । ପୁଲିସ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ ଆଣି ଭୁବନେଶ୍ୱର ଜିଲ୍ଲା ବିଜେପି ଲକ୍ଷ୍ମୀସାଗର ଥାନା ଘେରାଉ କରିଛି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଥାନା ଆଗରେ ଧାରଣା ଦେଇଛନ୍ତି ।…

ଅଧାରେ ଅଟକିଲା ରୁଷ-ୟୁକ୍ରେନ୍ ଆଲୋଚନା । ଅସ୍ତ୍ରବିରତି ପାଇଁ ଦାବି କଲେ ଜେଲେନସ୍କିଙ୍କ ପ୍ରତିନିଧି, କହିଲେ ପୁଟିନଙ୍କ…

କନକ ବ୍ୟୁରୋ : ଅଧାରେ ଅଟକିଲା ରୁଷ-ୟୁକ୍ରେନ ଚତୁର୍ଥ ପର୍ଯ୍ୟାୟ ଆଲୋଚନା । ଆସନ୍ତାକାଲି ପୁଣିଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଏହି ଆଲୋଚନା ବେଳେ ୟୁକ୍ରେନ ଦାବି କରିଥିଲା ତୁରନ୍ତ ଅସ୍ତ୍ରବିରତି ହେଉ ଏବଂ ସିଧା ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେବାକୁ ୟୁକ୍ରେନ ଚାହୁଁଛି ବୋଲି…

ଚୀନକୁ ଘାରିଲାଣି କରୋନା ଭୟ । ସାଂଘାଇ ସମେତ ୫ ସହରରେ ଲକଡାଉନ ଲାଗୁ

କନକ ବ୍ୟୁରୋ: ଚୀନରେ ପୁଣି କରୋନା କାଳ । ସୋମବାର ଦେଶରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତାରେ ଚୀନ । ଦିନକରେ ଦେଶରେ ୨୩ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ଯଦି ଏଭଳି ବେଗରେ ଚୀନରେ ସଂକ୍ରମଣ ବୃଦ୍ଧି ପାଇବେ ତେବେ ଆଗକୁ ସ୍ଥିତି ସଂଗୀନ ହୋଇପାରେ । ଚୀନକୁ ପୁଣି…

ରାୟଗଡାରେ ସର୍ବକନିଷ୍ଠ ଜିଲ୍ଲାପରିଷଦ ଅଧ୍ୟକ୍ଷ: ମହିଳା ସଶକ୍ତୀକରଣର ଉଦାହରଣ ସରସ୍ୱତୀ ମାଝୀ

କନକ ବ୍ୟୁରୋ: ରାୟଗଡା ଜିଲ୍ଲାକୁ ମିଳିଛି ରାଜ୍ୟର ସବୁଠୁ କମ ବୟସର ଜିଲ୍ଲାପରିଷଦ ଅଧ୍ୟକ୍ଷ । ଆଦିବାସୀ ବହୁଳ କାଶୀପୁର ଅଂଚଳର ୨୩ବର୍ଷ ବୟସ୍କ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ସରସ୍ୱତୀ ମାଝି ନିଦ୍ୱର୍ନ୍ଦ୍ୱରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାର ଅଭିଜ୍ଞ ନେତାଙ୍କୁ ପଛରେ ପକାଇ…