Daily Archives

March 17, 2022

କାହିଁକି ମହାନିଲାମୀରେ ରୈନାଙ୍କୁ କିଣିଲେନି କୌଣସି ଫ୍ରାଞ୍ଚାଇଜ? କୁମାର ସାଙ୍ଗାକାରା ଖୋଲିଲେ ମୁହଁ, କହିଲେ… ।

କନକ ବ୍ୟୁରୋ : ଆଇପିଏଲକୁ ଆଉ ଦିନ କେଇଟା ବାକି ଅଛି । ଆଉ ଏହା ପୂର୍ବରୁ ଚଳିତ ଥର ଆଇପିଏଲ ଟ୍ରଫି ଜିତିବାକୁ ସବୁ ଟିମ୍ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଉ ଚଳିତ ଆଇପିଏଲରେ ରାଜସ୍ଥ୍ାନ ରୟାଲ୍ସ ମଧ୍ୟ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ମହାନିଲାମୀରେ ରାଜସ୍ଥାନ ଫ୍ରାଞ୍ଚାଇଜ ବଡ…

ଡିଆରଡିଓର କମାଲ : ୪୫ ଦିନରେ ଛିଡାହେଲା ୭ ମହଲା ବିଲ୍ଡିଂ, ଯେଉଁଠି ତିଆରି ହେବ ଭାରତର ଅତ୍ୟାଧୁନିକ ଫାଇଟର ଜେଟ ।

କନକ ବ୍ୟୁରୋ : ୪୫ ଦିନରେ ଛିଡା ହେଲା ୭ ମହଲା ବିଲ୍ଡିଂ । କମାଲ କରି ଦେଖାଇଲା ଡିଆରଡିଓ । କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରେ ଏଭଳି ଏକ ବିଲ୍ଡିଂ ଛିଡା ହୋଇଛି । ଆଉ ଏହି ବିଲ୍ଡିଂକୁ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦଘାଟନ କରିଛନ୍ତି । ଆଉ ସବୁଠୁ ବଡ କଥା ହେଲା, ଏହି…

ଆମ୍ରି ହସ୍ପିଟାଲସରେ ସଫଳ ଅସ୍ତ୍ରୋପଚାର । ହୃଦରୋଗ ସମସ୍ୟାରୁ ମୁକ୍ତ ହେଲା ୬ ମାସର ଶିଶୁ

କନକ ବ୍ୟୁରୋ: ଆମ୍ରି ହସ୍ପିଟାଲସ ଭୁବନେଶ୍ୱରରେ ଏକ ୬ ମାସର ଶିଶୁର ହୃଦରୋଗ ସମସ୍ୟାର ସଫଳ ଅସ୍ତ୍ରୋପଚାର ହୋଇଛି । ଆମ୍ରି ହସ୍ପିଟାଲସର ହୃଦରୋଗ ବିଶେଷଜ୍ଞ ତଥା ଶିଶୁରୋଗ ବିଭାଗ ଡାକ୍ତରୀ ଦଳଙ୍କ ମିଳିତ ଉଦ୍ୟମରେ ଏହି ସଫଳ ଅସ୍ତ୍ରୋପଚାର ହୋଇପାରିଛି । ୬ ମାସର ଶିଶୁର ନିଃଶ୍ୱାସ ପ୍ରଶ୍ୱାସ…

ଡିଆରଡିଓର ନୂଆ ରେକର୍ଡ: ବେଙ୍ଗାଲୁରୁରେ ୪୫ ଦିନରେ ନିର୍ମାଣ କଲା ଅତ୍ୟାଧୁନିକ ବିଲଡିଂ

କନକ ବ୍ୟୁରୋ: ମାତ୍ର ୪୫ ଦିନରେ ଅତ୍ୟାଧୁନିକ ବିଲଡିଂ ତିଆରି କରି ରେକର୍ଡ ସୃଷ୍ଟି କଲା ଡିଆରଡିଓ । ନୂତନ ଜ୍ଞାନ କୌଶଳକୁ ଉପଯୋଗ କରି ବେଙ୍ଗାଲୁରୁ ଏରୋନଟିକାଲ ଡେଭଲପମେଂଟ ଏଷ୍ଟାବ୍ଲିସମେଂଟରେ ୭ ମହଲା ବିଶିଷ୍ଟ ଏକ ପ୍ରତିରକ୍ଷା ପ୍ରତିଷ୍ଠାନ ତିଆରି କରିଛି ଡିଆରଡିଓ । ଏଠାରେ ପତିରକ୍ଷା…

ଚୀନ୍, ଦକ୍ଷିଣ କୋରିଆ ଓ ଇସ୍ରାଏଲରେ ବଢୁଛି କରୋନା ସଂକ୍ରମଣ: ଦକ୍ଷିଣ କୋରିଆରେ ଦିନକରେ ୪ଲକ୍ଷ ସଂକ୍ରମିତ

କନକ ବ୍ୟୁରୋ: ଚୀନ୍, ଇସ୍ରାଏଲ, ଦକ୍ଷିଣ କୋରିଆ, ହଙ୍ଗକଙ୍ଗ ଓ ସିଙ୍ଗାପୁର ପରି ଦେଶରେ ବଢୁଛି କରୋନା ସଂକ୍ରମଣ । ଯାହା ଏବେ ଭାରତର ଚିନ୍ତା ବଢାଇଛି । ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ବରିଷ୍ଠ ଡାକ୍ତର,…

ଭୂମିକମ୍ପରେ ଦୋହଲି ଗଲା ଜାପାନ: ୨ମୃତ, ୮୮ ଆହତ । ରାଜଧାନୀ ଟୋକିଓରେ ବ୍ୟାପକ କ୍ଷୟକ୍ଷତି

କନକ ବ୍ୟୁରୋ: ଭୁମିକମ୍ପରେ ଦୋହଲିଗଲା ଜାପାନ । ରାଜଧାନୀ ଟୋକିଓ ନିକଟବର୍ତୀ ଅଂଚଳରେ ଗତକାଲି ରାତି ୧୧ଟା ୩୦ରେ ହୋଇଥିବା ଭୁମିକମ୍ପ ଯୋଗୁ ବ୍ୟାପକ କ୍ଷତି ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮ ଜଣ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଭୁମିକମ୍ପର ତୀବ୍ରତା ୭ ଦଶମିକ ୩ ବୋଲି…