Daily Archives

March 5, 2022

କେବେ ଶେଷ ହେବ ୟୁକ୍ରେନ-ରୁଷ ଯୁଦ୍ଧ ? କଣ ରହିବ ଯୁଦ୍ଧ ଶେଷ କରିବାର ରଣନୀତି ?

କନକ ବ୍ୟୁରୋ : ଯୁଦ୍ଧ ପରିସ୍ଥିତି ଭିତରେ ରୁଷିଆ ବୈଦେଶିକ ମନ୍ତ୍ରାଳୟ କହିଛି, ୟୁକ୍ରେନକୁ ଯୁଦ୍ଧ ପାଇଁ ସହଯୋଗ କରୁଛି ପାଶ୍ଚାତ୍ୟ ଦେଶ । ଯାହା ସ୍ଥିତିକୁ ଆହୁରି ଉଦବେଗପୂର୍ଣ୍ଣ କରିଛି । ବ୍ରିଟେନ୍, ଡେନମାର୍କ, ଲାଟିଭିଆ, ପୋଲାଣ୍ଡ, କର୍ସିଆ, ୟୁକ୍ରେନ ନାଗରିକଙ୍କୁ ଶରଣାର୍ଥୀ ହେବାକୁ…

ନୂଆ ରେକର୍ଡ ସୃଷ୍ଟି କଲେ ରବୀନ୍ଦ୍ର ଜାଡେଜା: ସପ୍ତମ ୱିକେଟରେ ପୂର୍ବତନ କ୍ରିକେଟର କପିଳ ଦେବଙ୍କ ୩୬ବର୍ଷର ରେର୍କଡ…

କନକ ବ୍ୟୁରୋ: ଇତିହାସ ରଚିଲେ ଭାରତୀୟ କ୍ରିକେଟର ରବିନ୍ଦ୍ର ଯାଡେଜା । ଭାରତ-ଶୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ପହଂଚିଛି । ଯେଉଥିରେ ସପ୍ତମ ନମ୍ବରେ ରେ ଆସି ୧୭୫ ରନ କରି ନଟଆଉଟ ଥିବା ରବିନ୍ଦ୍ର ଯାଡେଜା ୩୫ ବର୍ଷର ଇତିହାସର ରେକର୍ଡ ସୃଷ୍ଟି କରିଛନ୍ତି । ଏହା…

ପାଶ୍ଚାତ୍ୟ ଦେଶର କଟକଣା ନେଇ ପୁଟିନଙ୍କ ପ୍ରତିକ୍ରିୟା । କହିଲେ, ଋଷ୍ ଉପରେ ପ୍ରତିବନ୍ଧକ ଲଗାଇବା ଯୁଦ୍ଧ ସହ ସମାନ

କନକ ବ୍ୟୁରୋ: ଋଷ ଉପରେ କଡା କଟକଣା ଲଗାଇବା ଯୁଦ୍ଧ ସହିତ ସମାନ । ପାଶ୍ଚାତ୍ୟ ଦେଶ ବିରୋଧରେ ୠଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଭଳି କହିଛନ୍ତି । ୠଷ ଏବଂ ୟୁକ୍ରେନ ମଧ୍ୟରେ ୧୦ ଦିନ ହେବ ଯୁଦ୍ଧ ଲାଗି ରହିଛି । ୟୁକ୍ରେନ ଆକ୍ରମଣ ନେଇ ପୁଟିନଙ୍କ ବିରୋଧରେ ୟୁରୋପୀୟ ଦେଶ ଏବଂ ଆମେରିକା ସମେତ…

ଧ୍ୱଂସଲୀଳା ପରେ ୫ଘଣ୍ଟା ଯୁଦ୍ଧବିରତି । ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ ପଦକ୍ଷେପ ।

କନକ ବ୍ୟୁରୋ : ୟୁକ୍ରେନକୁ ଦଖଲ କରିବା ପାଇଁ ୧୦ଦିନ ହେଲା ଜାରି ରହିଛି ରୁଷିଆର ଆକ୍ରମଣ । ଏହାରି ଭିତରେ ଆଜି ସମସ୍ତଙ୍କୁ ଚକିତ କରି ଅସ୍ତ୍ରବିରତି ଘୋଷଣା କରିଛି ରୁଷ । ମାରିୟୁପୋଲ ଓ ଭାଲନୋଭାଖା ସହରରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି…