Daily Archives

March 21, 2022

ବିହାରରେ ପୁଣି ମଦ ମୃତ୍ୟୁର ବିଭୀଷିକା: ବିଷାକ୍ତ ମଦ ପିଇ ୩୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ

କନକ ବ୍ୟୁରୋ: ବିହାରରେ ବିଷାକ୍ତ ମଦ ପିଇ ୩୦ରୁ ଅଧିକ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ, ବିହାର ଭାଗଲପୁର, ମାଧେପୁରା ଓ ବାଙ୍କା ଜିଲ୍ଲାରେ ଗତ ଶୁକ୍ରବାର ଓ ଶନିବାର ହୋଲି ପାଳନ ହୋଇଥିଲା । ଏଇ ଅବସରରେ ଲୋକ ଏକାଠି ହୋଇ…

ସଙ୍କଟରେ ପାକିସ୍ତାନ ସରକାର: ଅନାସ୍ଥା ପ୍ରସ୍ତାବ ସମ୍ମୁଖୀନ ହେବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ହାତ ଛାଡିଲା ପାକ…

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା କମ ହେବା ନା ନେଉନି । ।ଚାରିଆଡୁ ଇମ୍ରାନଙ୍କ ଆଡକୁ ଯେଉଁଭଳି ଭାବେ ସମସ୍ୟା ମାଡି ଆସୁଛି ସେଥିରୁ ଗୋଟେ କଥା ଅନୁମାନ ଲଗାଯାଉଛି କି ଇମ୍ରାନଙ୍କ ପ୍ରଧାନମନ୍ତ୍ରୀ ପଦ କେଉଁ ସମୟରେ ବି ହାତରୁ ଖସିପାରେ । ବିରୋଧୀ ଦଳ ଏକଜୁଟ…

ପ୍ରଥମେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ହେଲେ ଦଣ୍ଡ ପ୍ରଣାମ… ତାପରେ ଗ୍ରହଣ କଲେ ପଦ୍ମ ପୁରସ୍କାର

କନକ ବ୍ୟୁରୋ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ସ୍ୱାମୀ ଶିବାନନ୍ଦଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି । ଯୋଗ କ୍ଷେତ୍ରରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ପୁରସ୍କାର ଗ୍ରହଣ କରିବା…

୨୬ଦିନରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ । ବିସ୍ଫୋରଣରେ ଧ୍ୱଂସ ହେଲା କେମିକାଲ ପ୍ଲାଣ୍ଟ ।

କନକ ବ୍ୟୁରୋ : ୨୬ଦିନରେ ପହଞ୍ଚିଛି ୟୁକ୍ରେନ ଓ ରୁଷ ଯୁଦ୍ଧ । ପୁଟିନ ବାହିନୀର ଘନ ଘନ ଆକ୍ରମଣରେ ଥରୁଛି ୟୁକ୍ରେନ । ଜନବସତି ଅଞ୍ଚଳଠୁ ନେଇ ସରକାରୀ କାର୍ଯ୍ୟାଳୟ ସବୁ କିଛିକୁ ଟାର୍ଗେଟ୍ କରି ମିସାଇଲ, ବୋମା ମାଡ କରୁଛି ରୁଷ୍ । ସୋମବାର ସୁମୀ କେମିକାଲ ପ୍ଲାଣ୍ଟରେ ରୁଷ ସେନା ଆକ୍ରମଣ କରିବା…

ସଂସଦରେ ଦେଖିବାକୁ ମିଳିଲା ରୋଚକ ଚିତ୍ର । ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ରଖିଲେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ : ସଂସଦରେ ଦେଖିବାକୁ ମିଳିଛି ରୋଚକ ଚିତ୍ର । ରାଜ୍ୟ ବିଜେପିର ଦୁଇ ପ୍ରମୁଖ ଚେହେରାଙ୍କ ପ୍ରଶ୍ନୋତରକୁ ନେଇ ଚର୍ଚ୍ଚା ବଢିଛି । ଲୋକସଭାରେ ପୂର୍ବତନ ଗଣଶିକ୍ଷା ସଚିବ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଶିକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଆଉ…