Daily Archives

January 18, 2022

ପଞ୍ଚାୟତ ନିର୍ବାଚନ ୨୦୨୨ : ଦ୍ୱିତୀୟ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୧୩,୩୫୬ ଜଣ ପ୍ରାର୍ଥୀ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଦ୍ୱିତୀୟ ଦିନ ଥିଲା ।  ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ପଦପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ନାମାଙ୍କନପତ୍ର ଦାଖଲର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ମୋଟ ୧୩୩୫୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର…

ଦିନେ ଭିକ ମାଗୁଥିଲେ, ଏବେ ହଜାର ହଜାର ଭୋକିଲାଙ୍କ ପେଟ ଭରୁଛନ୍ତି ।

କନକ ବ୍ୟୁରୋ : ଦିନେ ପରିସ୍ଥିତିରେ ପଡି ଭିକ ମାଗୁଥିଲେ, ହେଲେ ଏବେ ଅନେକ ଭୋକିଲାଙ୍କ ପେଟକୁ ଅନ୍ନ ଯୋଗାଇ ଦେଉଛନ୍ତି ଏହି ବ୍ୟକ୍ତି। ଆପଣ ଭାବୁଥିବେ ବୋଧେ ସେ କୌଣସି ଲଟେରୀ ଜିତିଯାଇଛନ୍ତି। କିନ୍ତୁ କଥାଟି ଆଦୌ ସେମିତି ନୁହେଁ। ଆଜି ଆମେ ଆପଣଙ୍କୁ କୋଏମ୍ବାଟୁରର ୪୭ ବର୍ଷୀୟ ବି ମୁରୁଗାନଙ୍କ…

ବିଟେକ୍ ଇଞ୍ଜିନିୟର ହେବେ ସରପଞ୍ଚ ! ଚାକିରି ଛାଡିଲେ, ରାଜନୀତିକୁ ଓହ୍ଲାଇଲେ । ଚର୍ଚ୍ଚାରେ ସରପଞ୍ଚ ପ୍ରାର୍ଥୀ ସୁଜିତ୍…

କନକ ବ୍ୟୁରୋ: ବଦଳିବ ଗାଁ, ବଦଳିବ ପଞ୍ଚାୟତ । ଗାଁଗଣ୍ଡାର ହେବ ସର୍ବାଙ୍ଗୀନ ବିକାଶ । ନିର୍ବାଚନ ଆସିଲେ ଏ ନାରା ସବୁନେତାଙ୍କ ମୁହଁରୁ ଶୁଣିବାକୁ ମିଳେ । ଘର ଘର ବୁଲି ପୁଳାପୁଳା ପ୍ରତିଶ୍ରୁତି ଦିଅନ୍ତି ପୁରୁଖା ପ୍ରାର୍ଥୀ । ହେଲେ ଭୋଟ ସରିବା ପରେ ସରିଯାଏ ସମ୍ପର୍କ । ଲିଭିଯାଏ…

ପ୍ରବଳ ଥଣ୍ଡାରେ ବି ପେଙ୍ଗାଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ ଜାରି ରଖିଛି ଚୀନ । ସାମ୍ନାକୁ ଆସିଲା ସାଟେଲାଇଟ୍…

କନକ ବ୍ୟୁରୋ: ବିବାଦୀୟ ପେଙ୍ଗାଙ୍ଗ ସୋ (ହ୍ରଦ) ଅଞ୍ଚଳରେ ଚୀନ ପକ୍ଷରୁ ବେଆଇନ ଭାବେ ନିର୍ମାଣ କରାଯାଉଥିବା ପୋଲର ଏକ ନୂଆ ସାଟେଲାଇଟ୍ ଚିତ୍ର ଆସିଛି । ଏହି ଚିତ୍ରରୁ ଜଣାପଡ଼ୁଛି ଯେ ଚୀନ ଏହି ପୋଲ ନିର୍ମାଣରେ ବ୍ୟାପକ ଅଗ୍ରଗତି ହାସଲ କରିଛି । ମାକ୍ସାର ଟେକନଲଜୀସ ପକ୍ଷରୁ ଉଠାଯାଇଥିବା ଏହି…

ଫେରିଲା କୋକୋ, ହେଲେ ନେଇଗଲା ବନ ବିଭାଗ । ଅନିଚ୍ଛା ସତ୍ୱେ ଶୁଆକୁ ହସ୍ତାନ୍ତର କଲେ ପ୍ରଫେସର ସସ୍ମିତା ବେହେରା ।

କନକ ବ୍ୟୁରୋ : ୧୨ ଦିନ ପରେ ମିଳିଥିବା ଶୁଆକୁ ନେଇ ଗଲା ବନବିଭାଗ । ଅନିଚ୍ଛା ସତ୍ୱେ କୋକୋକୁ ବନବିଭାଗ ହାତରେ ଟେକି ଦେଇଛନ୍ତି କଟକ ତୁଳସୀପୁରର ପ୍ରଫେସର ସସ୍ମିତା ବେହେରା । ଶୁଆକୁ ନେବା ପାଇଁ ଆଜି ତାଙ୍କ ଘରେ ପହଞ୍ଚିଥିଲେ ବନବିଭାଗ ଟିମ୍ । ତେବେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ଆଧାରରେ ଘରେ…

ଏକପାଖିଆ ହେବ କି ଯାଜପୁରରେ ନିର୍ବାଚନ? କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ବିଜେଡି, ନେତାଙ୍କ ଭରସାରେ ବିଜେପି, ପ୍ରାର୍ଥୀ…

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଏବେ ତୃଣମୂଳସ୍ତରରେ ଉଷ୍ମ ହେଉଛି ରାଜନୀତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହିଁ ଦଳର ପରାକାଷ୍ଠା ଦେଖାଇବାର ମୁଖ୍ୟ ମାଧ୍ୟମ । ତେଣୁ ପଞ୍ଚାୟ୍ତ ନିର୍ବାଚନର ଫଳାଫଳ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ…