Daily Archives

January 18, 2022

ଉତ୍ତର ପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିବ ବିରଳ ଚିତ୍ର, ଅଖିଳେଶଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ମମତା

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମୈଦାନରେ ବି ବିରଳ ଚିତ୍ରମାନ ଦେଖିବାକୁ ମିଳୁଛି । ଗତକାଲି ପର୍ଯ୍ୟନ୍ତ ଯେଉଁମାନେ ବିଜେପି ପାଇଁ ପ୍ରଚାର କରୁଥିଲେ ସେମାନଙ୍କ ମଧ୍ୟରୁ ଅନେକ ନେତା ଆଜି ସପା ପାଇଁ ପ୍ରଚାର କରୁଛନ୍ତି । ସେହିଭଳି ସପାର କିଛି…

ସରପଞ୍ଚ ପଦ ନିଲାମର ତନାଘନା । କାରଣ ଖୋଜିବାକୁ ବଲାଙ୍ଗୀରର ବିଲେଇସର୍ଡା ଗାଁରେ ପହଂଚିଲେ ତଦନ୍ତକାରୀ ଟିମ୍ ।

କନକ ବ୍ୟୁରୋ : ସରପଞ୍ଚ ପଦ ନିଲାମର ତନାଘନା କରୁଛି ଜିଲ୍ଲା ପ୍ରଶାସନ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏମିତି ଘଟଣାର କାରଣ ଖୋଜିବାକୁ ବଲାଙ୍ଗୀରର ବିଲେଇସର୍ଡା ଗାଁରେ ପହଞ୍ଚିଛନ୍ତି ଜିଲ୍ଲା ପ୍ରଶାସନର ତଦନ୍ତକାରୀ ଟିମ୍ । କିଏ, କେମିତି କରିଥିଲେ ସରପଞ୍ଚ ନିଲାମୀ, ତାର ଛାନଭିନ୍ ଚାଲିଛି ।…

ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ । ବିଶ୍ୱର ଶ୍ରେଷ୍ଠ ୧୫ଟି ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା ।

କନକ ବ୍ୟୁରୋ : ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ । ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଭାରତର ଏକମାତ୍ର ସହର ଭାବେ ରାଉରକେଲା ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ…

କରୋନା ସଂକ୍ରମଣ ଭିତରେ ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର , ଟେଷ୍ଟିଂକୁ ନେଇ ଦେଲେ ଏଭଳି ନିର୍ଦ୍ଦେଶ

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏହି କ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଦୈନିକ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ…

ତୁରନ୍ତ ବଢାନ୍ତୁ କୋଭିଡ୍ ଟେଷ୍ଟିଂ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଲା କେନ୍ଦ୍ର ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: କରୋନା ଟେଷ୍ଟିଂ ବଢାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଲେ କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ପତ୍ର ଜାରି କରି ହଟସ୍ପଟ ଅଞ୍ଚଳରେ ସଠିକ୍ ରଣନୀତି ଅବଲମ୍ବନ କରି ଟେଷ୍ଟିଂ ବଢାଇବାକୁ ନିର୍ଦ୍ଦେଶ ଦେଇଛି । Ministry of Health…

ଆସୁଛି ଗଣତନ୍ତ୍ର ଦିବସ । କାଗଜ ତ୍ରିରଙ୍ଗା ବ୍ୟବହାର ପାଇଁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ।

କନକ ବ୍ୟୁରୋ : ଆସୁଛି ଗଣତନ୍ତ୍ର ଦିବସ । ଦେଶର ବିଭିନ୍ନ ସ୍ଥାନରେ ଏହି ଜାତୀୟ ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି । କିନ୍ତୁ ଗଣତନ୍ତ୍ର ଦିବସ ପାଳନ ବେଳେ ଯେପରି ଜାତୀୟ ପତାକାର ଅସମ୍ମାନ ନ ହୁଏ ସେଦିଗରେ ସତର୍କ ରହିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରମାନଙ୍କୁ ସତର୍କ…