Daily Archives

January 14, 2022

ଗୀତ ମାଧ୍ୟମରେ ହୃଦୟ ଜିତିଥିବା ସରୋଜ ପଟ୍ଟନାୟକଙ୍କ ଦେହାନ୍ତ: ଓଲିଉଡର ଅନେକ ସୁପରହିଟ୍ ଗୀତ ପଛର ଥିଲେ ଚେହେରା   

କନକ ବ୍ୟୁରୋ: ଗୀତ ଓ ସଂଗୀତ ମାଧ୍ୟମରେ ହୃଦୟ ଜିତିଥିବା ସରୋଜ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ନିରବୀ ଯାଇଛନ୍ତି ଓଲିଉଡର ଅନେକ ସୁପରହିଟ୍ ଗୀତ ପଛର ନାୟକ । ଗୁରୁବାର ରାତିରେ ବାରିପଦା ବଡବଜାର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସରୋଜଙ୍କର ବୃତି ଥିଲା ଯନ୍ତ୍ରୀ କିନ୍ତୁ ନିଶା…

କୋରାପୁଟ ରାଜନୀତିରେ କାହାର ରହିବ ଦବଦବା? ସବୁଦଳ ପାଇଁ ଟିକେଟ ହେଲାଣି ଚିନ୍ତା

କନକ ବ୍ୟୁରୋ: ପଂଚାୟତ ବିଜ୍ଞପ୍ତି ବାହାରି ସାରିଛି, ହେଲେ ଟିକେଟକୁ ନେଇ ନେତାଙ୍କ ଭିତରେ ଆରମ୍ଭ ହୋଇଥିବା ବିବାଦୀୟ ସ୍ଥିତିର କିନ୍ତୁ ଅନ୍ତ ହେଉନାହିଁ । ନିଜ କ୍ୟାମ୍ପର ଦବଦବା ଜାହିର କରିବାକୁ ଯାଇ ନେତା, ଆଶାୟୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଚ୍ୟାଲେଞ୍ଜ ଆଣିଦେଇଛି । ଏକଦା ରାଜ୍ୟ…

ପଂଚାୟତ ନିର୍ବାଚନ ପାଇଁ ଫେରୁଛନ୍ତି ପ୍ରବାସୀ: କରୋନା ସମୟରେ ଫେରୁଥିବା ଲୋକଙ୍କ ଉପରେ ରହୁଛି ତ ପ୍ରଶାସନର ନଜର?

କନକ ବ୍ୟୁରୋ: ରାଜ୍ୟରେ ପଂଚାୟତ ନିର୍ବାଚନର ବିଗୁଲ ବାଜି ସାରିବା ପରେ ଏବେ ଓଡିଶା ମୁହାଁ ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡିଆ । ଏ ହେଉଛି ବ୍ରହ୍ମପୁର ଷ୍ଟେସନର ଦୃଶ୍ୟ । ଗୁଜୁରାଟରୁ ଆସିଥିବା ଟ୍ରେନରେ ଓଡିଶା ଫେରିଛନ୍ତି ଶହ ଶହ ପ୍ରବାସୀ ଓଡିଆ । ଏହି ଦୃଶ୍ୟରୁ ଆପଣମାନେ ଅନୁମାନ…

କାଢା ପିଇଲେ ବଢେ କି ରୋଗ ପ୍ରତିରୋଧକ ଶକ୍ତି: ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା 

କନକ ବ୍ୟୁରୋ: କାଢ଼ା ପିଇବା କେବେ ହେଲେ କୋଭିଡରୁ ସୁସ୍ଥ ହେବାର ବିକଳ୍ପ ନୁହେଁ ବୋଲି କିଛି ବିଶେଷଜ୍ଞ କହିଥିବା ବେଳେ କାଢ଼ା ସପକ୍ଷରେ ମଧ୍ୟ ଯୁକ୍ତି ବାଢିଛନ୍ତି କିଛି ଆୟୁର୍ବେଦ ବିଶେଷଜ୍ଞ । ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, କାଢ଼଼ା ପିଇଲେ ପଜିଟିଭ୍ ରୋଗୀ ସୁସ୍ଥ ହୋଇ ପାରିବେ…

ଆସିଲା ସିଡିଏସଙ୍କ ଚପର କ୍ରାସର ତଦନ୍ତ ରିପୋର୍ଟ: ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ଖରାପ ପାଗ

କନକ ବ୍ୟୁରୋ: କିପରି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ସିଡିଏସ୍ ଜେନେରାଲ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଚପ୍ର ଏମଆଇ ସେଭେଂଟିନ୍ । ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଥିବା ବେଳେ ଯାନ୍ତ୍ରିକ ତ୍ରୁଟି କିମ୍ବା ଅବହେଳା ଜନିତ ନୁହେଁ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ତିନି ସାମରିକ…

ଜାନୁଆରୀ ଶେଷରେ ଓଡିଶାରେ ତୃତୀୟ ଲହର ପିକ୍: ଦୈନିକ ଚିହ୍ନଟ ହୋଇପାରନ୍ତି ୨୨ ରୁ ୨୫ ହଜାର ରୋଗୀ

କନକ ବ୍ୟୁରୋ: ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଓ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ ଇନ୍ଷ୍ଟିଚ୍ୟୁଟ୍ର ମଡେଲ କହୁଛି, ଜାନୁଆରୀ ଶେଷ ସପ୍ତାହରେ ଓଡ଼ିଶାରେ ଶୀର୍ଷ ଛୁଇଁପାରେ ସଂକ୍ରମଣ । ଆକଳନ ଅନୁସାରେ ଯଦି ୩୦ ପ୍ରତିଶତ ଲୋକ ସଂକ୍ରମଣ ପ୍ରବଣ ହୁଅନ୍ତି, ତେବେ ଦୈନିକ…