Daily Archives

January 6, 2022

ଖୁବଶୀଘ୍ର ଜାରି ହେବ ମାଇକ୍ରୋ ଚିପ୍ ଇ-ପାସପୋର୍ଟ. ଜାଣନ୍ତୁ କଣ ରହିଛି ସୁବିଧା ?

କନକ ବ୍ୟୁରୋ : ଯଦି ଆପଣ ବିଦେଶ ଯାତ୍ରା କରୁଛନ୍ତି ତ ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଭାରତୀୟ ନାଗରିକଙ୍କ ପାଇଁ ଖୁବଶୀଘ୍ର ନେକ୍ସଟ ଜେନରେଶନ ଇ-ପାସପୋର୍ଟ ଜାରି ହେବାକୁ ଯାଉଛି । ବିଦେଶ ମନ୍ତ୍ରଣାଳୟର ସଚିବ ସଂଜୟ ଭଟ୍ଟାଚାର୍ଯ୍ୟ ଏକ ଟ୍ୱିଟ୍ ମାଧ୍ୟମରେ ଘୋଷଣା କରିଛନ୍ତି…

ରାଜ୍ୟରେ କରୋନା ସଂକ୍ରମଣ ବଢିବା ସହ ସ୍ୱାସ୍ଥ୍ୟ ସେବା ଉପରେ ବଢୁଛି ଚାପ । ଗତ ତିନି, ଚାରି ଦିନ ହେଲା ଲଗାତାର ବଢୁଛି…

କନକ ବ୍ୟୁରୋ: ତୃତୀୟ ଲହର ଆରମ୍ଭ ହେବା ପରେ ଓଡ଼ିଶାରେ କୋଭିଡ଼ ହସ୍ପିଟାଲ ଗୁଡ଼ିକରେ ସ୍ଥିତି କେମିତି ଅଛି ଜାଣିବା ପାଇଁ ଆମେ ଚିକିତ୍ସାରତ ଡ଼ାକ୍ତରଙ୍କ ପ୍ରତିକ୍ରିୟା ନେଇଥିଲୁ । ଗତକିଛି ଦିନ ଭିତରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିବା ଏବଂ ଓମିକ୍ରନ୍ ଭଳି ଏକ ନୂଆ ପ୍ରଜାତି ନେଇ କ’ଣ ପ୍ରଭାବ…

ଶାଢି ଚୋରି ଅଭିଯୋଗରେ ଏଆରଆଇ ଗିରଫ: ଏକ ଶୋ ରୁମରୁ କରିଥିଲେ ଶାଢି ଚୋରି

କନକ ବ୍ୟୁରୋ: ଶାଢି ଚୋରି ଅଭିଯୋଗରେ ଏଆରଆଇ ଗିରଫ । ସମ୍ବଲପୁର ଯୁଯୁମୁରା ଏଆରଆଇଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ । ଏକ ଶୋ ରୁମରୁ ଶାଢି ଚୋରି କରିଥିବା ଅଭିଯୋଗ ହୋଇଥିଲା । ପରେ ଶୋ ରୁମ ମାଲିକ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ସିସିଟିଭି ଆଧାରରେ ଏଆରଆଇଙ୍କ ପାଖରେ…

ବୈଠକରୁ ବାହାରିଲାନି ସମାଧାନର ବାଟ । ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କଲା ବ୍ୟବସାୟୀ ସଂଘ…

କନକ ବ୍ୟୁରୋ: ଏବେ ଖୋଲିବନି ମାର୍କେଟ ବିଲ୍ଡିଂ । ବୈଠକରେ କୌଣସି ପ୍ରକାର ନିଷ୍କର୍ସ ବାହାରିନପାରିବା କାରଣରୁ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି । ତେବେ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ହିଁ ଯାଇ ମାର୍କେଟ ଖୋଲିବ ବୋଲି କହିଛନ୍ତି ସଭାପତି ପ୍ରଦ୍ୟୁମ୍ନ ଜେନା…

କମାଲ କଲେ କଲେଜ ଡ୍ରପଆଉଟ୍ । କ୍ରିପ୍ଟୋକରେନ୍ସିରୁ ବନିଗଲେ କୋଟିପତି ।

କନକ ବ୍ୟୁରୋ: କ୍ରିପ୍ଟୋକରେନ୍ସି ବା ବିଟକଏନକୁ ନେଇ ଅନେକ ଲୋକଙ୍କ ଭିନ୍ନ ଭିନ୍ନ ମତ ଥାଇପାରେ ।  କେହି ଏହାକୁ ଏକ ଭଲ ନିବେଶ ବିକଳ୍ପ ଭାବରେ ବିବେଚନା କରନ୍ତି ତ ଅନ୍ୟପକ୍ଷରେ ଅଧିକାଂଶ ଲୋକ ଏହାକୁ ବିପଦପୂର୍ଣ୍ଣ ନିବେଶ ଭାବେ ଦେଖନ୍ତି । କିନ୍ତୁ ଏହାଋ ଭିତରେ ଆମେ ଆପଣଙ୍କୁ ଜଣେ…

ପ୍ରଧାନମନ୍ତ୍ରୀ ପୂରା ଦେଶର, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ । ଆଲୋଚନା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ…

କନକ ବ୍ୟୁରୋ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ଗୋଟିଏ ପଟେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଚନ୍ନି ସରକାରଙ୍କୁ ବିଜେପି ଟାର୍ଗେଟ କରୁଛି । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇନଥିବା…