Daily Archives

January 6, 2022

ବନ୍ଦ ହେଲା ଶିଶିର ସରସ ମେଳା । ପ୍ରଦର୍ଶନୀ ପଡିଆର ମୁଖ୍ୟ ଦ୍ୱାରରେ ପଡିଲା ତାଲା,  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି…

କନକ ବ୍ୟୁରୋ :  ରାଜ୍ୟରେ ଓମିକ୍ରନ ସଂକ୍ରମଣ ବ୍ୟାପୁଥିବା ବେଳେ ରାଜ୍ୟ ସରକାର ନୂଆ ଗାଇଡଲାଇନ ଆଣିବା ସହ କଟକଣାକୁ କଡାକଡି କରିଛନ୍ତି । ଖାସକରି ସଂକ୍ରମଣ ବୃଦ୍ଧି ପାଉଥିବା ଜିଲ୍ଲା ଗୁଡିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ଆଉ ଏସବୁ ଭିତରେ ବିଏମସି ବିଭିନ୍ନ କଟକଣା ଲଗାଇବା…

ଅବ୍ୟବସ୍ଥା ଘେରରେ ଦେବଗଡ ହୋମିଓପାଥୀ ଡାକ୍ତରଖାନା: ନାହାନ୍ତି ଡାକ୍ତର, ମେଡିକାଲରେ ଗଡୁଛି ଏକ୍ସପାଏରୀ ଔଷଧ

କନକ ବ୍ୟୁରୋ: ଦେବଗଡ ଜିଲ୍ଲା ମାନ୍ୟତା ପାଇବାର ବହୁ ପୂର୍ବରୁ ଦେବଗଡରେ ପ୍ରତିଷ୍ଠା ହୋଇଥିଲା ହୋମିଓ ପ୍ୟାଥତ୍କ ଚିକିତ୍ସାଳୟ । ହେଲେ ଜିଲ୍ଲା ଗଠନର ୨୯ ବର୍ଷ ପରେ ବି ସଠିକ୍ ଢଙ୍ଗରେ ପରିଚାଳିତ ହୋଇପାରିନାହିଁ । ତେଣୁ ହୋମିଓପ୍ୟାଥି ଔଷଧ ଉପରେ ଭରସା କରୁଥିବା ରୋଗୀହ ଘୋର ସମସ୍ୟାର ସମ୍ମୁଖୀନ…

ପଞ୍ଜାବରୁ ପ୍ରଧାନମନ୍ତ୍ରୀ ଫେରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବୟାନ, “ଛୋଟ କଥାକୁ ବଡ ପ୍ରସଙ୍ଗ କରିବାକୁ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ଢିଲା ହୋଇଥିବା ପ୍ରସଙ୍ଗକୁ ନେଇ ବିବାଦ ଥମିବାରେ ନାଁ ନେଉନି । ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ସଫେଇ ଦେଇଛନ୍ତି । ସେ କହିଛନ୍ତି ଗୋଟିଏ ଛୋଟ ଘଟଣାକୁ ବିଜେପି ଏକ ବଡ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛି…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ଏସପିଜି ଓ ଆଇବି କରିବେ ଯାଞ୍ଚ, ଜାଣନ୍ତୁ କେଉଁ ଦିଗ ଉପରେ ଦିଆଯିବ ଧ୍ୟାନ?

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାରେ ଯେଉଁ ତ୍ରୁଟି ଦେଖାଯାଇଥିଲା ତାହାର ରିପୋର୍ଟ ଦେବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ । ଆଉ ଏହାପରେ ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ପଞ୍ଜାବ ସରକାର । ଏହି କମିଟିରେ…

ଭୁବନେଶ୍ୱର ବିମାନବନ୍ଦରରେ ହେବ ଆରଟିପିସିଆର ଟେଷ୍ଟ: କାଲିଠୁ ଲାଗୁ ହେବ ନିୟମ

କନକ ବ୍ୟୁରୋ: ଭୁବନେଶ୍ୱର ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କ ହେବ ଆରଟିପିସିଆର ଟେଷ୍ଟ । ସମସ୍ତ ଯାତ୍ରୀଙ୍କ ଟେଷ୍ଟ ବାଧ୍ୟତାମୂଳକ କଲା ବିଏମସି । ଡବଲ ଡୋଜ ଟିକା ନେଇଥିଲେ ବି ଟେଷ୍ଟ ହେବ । ଯଦି ଆରଟିପିସିଆର ନେଗେଟିଭ ରିପୋର୍ଟ ଥାଏ ତଥାପି ଯାଞ୍ଚ କରାଯିବ । ଟେଷ୍ଟ ରିପୋର୍ଟ ନଆସିବା ଯାଏଁ…

ସୀମାକୁ ନେଇ ମୁହାଁମୁହିଁ ପାକିସ୍ତାନ-ଆଫଗାନିସ୍ତାନ । ପାକିସ୍ତାନ ସେନାର ମୁଖପାତ୍ର କହିଲେ, ‘ଆମ ସୈନିକଙ୍କ ରକ୍ତ…

କନକ ବ୍ୟୁରୋ: ପାକିସ୍ତାନ ଓ ତାଲିବାନ ଶାସିତ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦ ଶେଷ ହେବ କଣ ବଂର ଦିନକୁ ଦିନ ଅଧିକ ବଢିବାରେ ଲାଗିଛି । ଗୋଟିଏ ପଟେ ପାକିସ୍ତାନ ସେନା ଆଫଗାନିସ୍ତାନ ସୀମାରେ ବାଡ ଲଗାଉଥିବାବେଳେ, ଅନ୍ୟପଟେ ତାଲିବାନ ସେନା ଏହି ବାଡକୁ ଉପାଡି ଫୋପାଡୁଥିବା ଦେଖିବାକୁ…