ଶାଢି ଚୋରି ଅଭିଯୋଗରେ ଏଆରଆଇ ଗିରଫ: ଏକ ଶୋ ରୁମରୁ କରିଥିଲେ ଶାଢି ଚୋରି

327

କନକ ବ୍ୟୁରୋ: ଶାଢି ଚୋରି ଅଭିଯୋଗରେ ଏଆରଆଇ ଗିରଫ । ସମ୍ବଲପୁର ଯୁଯୁମୁରା ଏଆରଆଇଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ । ଏକ ଶୋ ରୁମରୁ ଶାଢି ଚୋରି କରିଥିବା ଅଭିଯୋଗ ହୋଇଥିଲା । ପରେ ଶୋ ରୁମ ମାଲିକ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ସିସିଟିଭି ଆଧାରରେ ଏଆରଆଇଙ୍କ ପାଖରେ ପହଞ୍ଚିଥିଲା ।