Daily Archives

November 23, 2021

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଆରମ୍ଭ । ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୂତି ଦେଇ ଶିଳାନ୍ୟାସ କରିବେ…

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶୁଭାରମ୍ଭ । ଏଥିପାଇଁ ଚାଲିଥିବା ଯଜ୍ଞରେ ଆସନ୍ତାକାଲି ପୂର୍ଣ୍ଣାହୁତି ଦିଆଯିବ । ଏଥିସହ ପ୍ରକଳ୍ପ କାର୍ଯ୍ୟର ମଡେଲକୁ ଅନାବରଣ କରିବେ ମୁଖ୍ୟମନ୍ତ୍ରୀ । ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରକୁ ଆସନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ସଜେଇ ଦିଆଯାଇଛି…

ସୁପ୍ରିମକୋର୍ଟରେ ପହଁଚିଲା ତ୍ରିପୁରା ହିଂସା କାଣ୍ଡ: ତ୍ରିପୁରା ପୁଲିସ ଡିଜି ଓ ଗୃହ ସଚିବଙ୍କ ଉପରେ ବର୍ଷିଲେ ସର୍ବୋଚ୍ଚ…

କନକ ବ୍ୟୁରୋ: ତ୍ରିପୁରାରେ ନିବାଚନୀ ହିଂସା କୁ ନେଇ ମୁଁହ ଖୋଲିଲେ ସୁପ୍ରିମକୋର୍ଟ । ତାଲିବାନ ଷ୍ଟାଇଲ ରେ ହିଂସା କରିବାକୁ ବିଜେପି ବିଧାୟକ ଭାଷଣ ଦେଇଥିଲେ କି ନାହିଁ ବୋଲି ତ୍ରିପୁରା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଟିଏମସି ପକ୍ଷରୁ ଅଭିଯୋଗର ଶୁଣାଣି ତ୍ରିପୁରା…

ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ତାଗିଦ । ଗୃହରେ ହୋହଲ୍ଲା କରିପାରିବେନି ବିଧାୟକ ।

କନକ ବ୍ୟୁରୋ : ବିଧାନସଭାରେ ହଙ୍ଗାମା କରିପାରିବେ ନାହିଁ ବିଧାୟକ । ଶୀତ ଅଧିବେଶନ ପୂର୍ବରୁ ଏମିତି ତାଗିଦ୍ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । କହିଛନ୍ତି, ସିମଲା ବୈଠକରେ ହୋଇଥିବା ନିଷ୍ପତି ଆଧାରରେ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନ କାଳ ସମୟରେ ହୋହଲ୍ଲା କରିପାରିବେନି…

ୟୁପିକୁ ନେଇ ଏଡିଆର ରିପୋର୍ଟରେ ବଡ ଖୁଲାସା, ବିଜେପିରେ ରହିଛନ୍ତି ସବୁଠାରୁ ଅଧିକ ଅପରାଧୀ ଓ ଧନୀ ବିଧାୟକ

କନକ ବ୍ୟୁରୋ : ୨୦୧୭ ବିଧାନସଭା ନିର୍ବାଚନ ଓ ଉପ ନିର୍ବାଚନରେ ବିଜୟୀ ହୋଇଥିବା ୟୁପିର ସମସ୍ତ ବିଧାୟକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଶପଥ ପତ୍ରକୁ ବିଶ୍ଳେଷଣ କରି ଏଡିଆର ଏକ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟ ମୁତାବକ ଏବେ ୟୁପି ବିଧାନସଭାରେ ଥିବା ବିଧାୟକଙ୍କ ମଧ୍ୟରୁ ୩୫ ପ୍ରତିଶତ…

ମାଉସୀ ! ଦି’ପାଦ ପଛକୁ ଯାଅ, ବୁଲିକି ଅନେଇବନି… ତମ ପୁଅ ଦେହ ଭଲ ହେଇଯିବ… ବାସ୍ ତାପରେ ଖେଳ ଖତମ

କନକ ବ୍ୟୁରୋ: ନିଜକୁ ବାବା ବୋଲି କହିଲେ, ମହିଳାଙ୍କ ଠାରୁ ସୁନା ଛଡେଇ ଧାଇଁଲେ । ବିଚ ରାସ୍ତାରୁ ସୁନା ଲୁଟିନେଲେ ଲୁଟେରା । ବାବା ଭୂମିକାର ଅଭିନୟ କରି ଦିନ ଦ୍ୱିପହରେ ଅଳଙ୍କାର ନେଇ ଚମ୍ପଟ ମାରିଲେ ଚୋର । ସିନେମା ଷ୍ଟାଇଲରେ ଲୁଟର ଏ କାହାଣୀ ଆସିଛି ବାଲେଶ୍ୱର ଜିଲ୍ଲାରୁ । ତେବେ…

କରୋନା ଲକ୍ଷଣ ଥିଲେ ଯାଆନ୍ତୁ ନାହିଁ ସ୍କୁଲ । ଭାଇରସକୁ ଭୟ ନକରି ସତର୍କ ରହିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ ।

କନକ ବ୍ୟୁରୋ : ସ୍କୁଲରେ ବଢୁଛି କରୋନା ସଂକ୍ରମଣ । ସୁନ୍ଦରଗଡର ସ୍କୁଲ ଛାତ୍ରୀ ଏବଂ ବୁର୍ଲାର ଡାକ୍ତର ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କେହି ସେମିତି ଗୁରୁତର ନାହାନ୍ତି । ତେଣୁ ଏହାକୁ ନେଇ ଭୟ ନକରି ସମସ୍ତେ କୋଭିଡ ନିୟମ ମାନିବା ଦରକାର ବୋଲି ବିଶେଷଜ୍ଞ…