Daily Archives

November 23, 2021

ଧାନ ଅମଳ ହେଲାଣି ହେଲେ ସରକାରୀ ମଣ୍ଡି ଖୋଲିନି । ଧାନ ଅମଳ କରି ଖଳାରେ ରଖିଛନ୍ତି ଚାଷୀ, କମ ଦରରେ କିଣି ନେଉଛନ୍ତି…

କନକ ବ୍ୟୁରୋ : ଅନେକ ବାଧା ବିଘ୍ନ ଭିତରେ କଳାହାଣ୍ଡି ଜିଲ୍ଲାରେ ଧାନ ଅମଳ ହୋଇଛି । ବର୍ଷା ଯୋଗୁଁ ଚାଷ ପ୍ରଭାବିତ ହୋଇଥିଲେ ବି କିଛି ଫସଲ ଅମଳ କରି ଖଳାକୁ ଆଣିଛନ୍ତି ଚାଷୀ । ହେଲେ ଜିଲ୍ଲାରେ ମଣ୍ଡିର ବ୍ୟବସ୍ଥା ହୋଇନଥିବାରୁ ଧର୍ମଗଡର ଚାଷୀ ଦଲାଲ ଶୋଷଣର ଶିକାର ହେଉଛନ୍ତି । ରାଜ୍ୟରେ…

କାହା ହାତରେ ସମର୍ପିବେ ନିଜର ଅମାପ ସମ୍ପତ୍ତି, ଯୋଜନା କରୁଛନ୍ତି ମୁକେଶ ଅମ୍ବାନୀ

କନକ ବ୍ୟୁରୋ : ତେଲରୁ ନେଇ ଟେଲିକମ ପର୍ଯ୍ୟନ୍ତ ପରିବ୍ୟାପ୍ତ ରିଲାୟନ୍ସ କମ୍ପାନୀର କାରବାର କାହା ହାତରେ ସମର୍ପଣ କରିବେ ସେ ନେଇ ରିଲିୟାନ୍ସ ମାଲିକ ମୁକେଶ ଅମ୍ବାନୀ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାୟନ୍ସ କମ୍ପାନୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜର…

ମନ୍ତ୍ରୀ ପରିଷଦ ବୈଠକ: ଓଡିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧କୁ ଅନୁମୋଦନ

କନକ ବ୍ୟୁରୋ: ଓଡିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ । ଓଡିଶାରେ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ନୀତିକୁ ମଞ୍ଜୁରୀ ମିଳିଛି । ୨୦୨୬ ସୁଦ୍ଧା ଓଡିଶାକୁ ଇଲେକ୍ଟ୍ରୋନିକ୍ସ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ୧୦ଟି ପୁଞ୍ଜି ନିବେଶକୁ…

ପିଏମ କିଷାନ ନିଧି ଯୋଜନା : ୧୦ମ କିସ୍ତିରେ ଆପଣଙ୍କ ଖାତାକୁ ଆସିବ ୪ ହଜାର ଟଙ୍କା, ନଆସିଥିଲେ କରିବେ କ’ଣ ?

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଛନ୍ତି । କିଛିଦିନ ମଧ୍ୟରେ କେନ୍ଦ୍ର ସରକାର ଏହି ଯୋଜନାର ୧୦ମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦେବାକୁ ଯାଉଛନ୍ତି । ଯଦି ଆପଣ ଏହି ଯୋଜନାରେ…

ଭାରତୀୟ ରେଳବାଇର ବଡ ନିଷ୍ପତ୍ତି ! ଏବେ କେହି ବି ଭଡାରେ ନେଇ ପାରିବେ ଟ୍ରେନ୍

କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି କ୍ରମରେ କୌଣସି ରାଜ୍ୟ ସରକାର କିମ୍ବା କମ୍ପାନୀ ଟ୍ରେନକୁ ଭଡାରେ ନେଇପାରିବେ । ଏନେଇ ଷ୍ଟେଟ ହୋଲ୍ଡର୍ସଙ୍କ ସହ ରେଳ ମନ୍ତ୍ରଣାଳୟର ଆଲୋଚନା ହୋଇଛି । ଏହି ସେବା ପାଇଁ ରେଳ ବିଭାଗ ସର୍ବନିମ୍ନ…

ଓଡିଆ ପୁଅ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ପଦକ: ସ୍ୱତନ୍ତ୍ର ଉତ୍ସବରେ ସମ୍ମାନୀତ କଲେ ରାଷ୍ଟ୍ରପତି

କନକ ବ୍ୟୁରୋ: ଓଡିଆ ପୁଅ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ପଦକ । ସ୍ଥଳ ସେନା ଉପମୁଖ୍ୟ ରହିଛନ୍ତି ଲେଫ୍ଟନାଣ୍ଟ ଜେନାରାଲ ଚଣ୍ଡି ପ୍ରସାଦ ମହାନ୍ତି । ସ୍ୱତନ୍ତ୍ର ଉତ୍ସବରେ ସମ୍ମାନୀତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେନାରେ ନିଜ କାର୍ଯ୍ୟ ପାଇଁ ତାଙ୍କୁ ଏହି…