Daily Archives

November 11, 2021

ପାକିସ୍ତାନର ପୂର୍ବ ଆର୍ମି ଅଫିସରଙ୍କୁ ଭାରତରେ ମିଳିଲା ପଦ୍ମଶ୍ରୀ ପୁରସ୍କାର, ଜାଣନ୍ତୁ କାହିଁକି ମିଳିଲା ଏହି ସମ୍ମାନ

କନକ ବ୍ୟୁରୋ : ଚଳିତ ସପ୍ତାହରେ ଦେଶରେ ପଦ୍ମଶ୍ରୀ ପୁରସ୍କାରକୁ ନେଇ ଚର୍ଚ୍ଚା ଲାଗି ରହିଛି । ପଦ୍ମ ପୁରସ୍କାର ଭାରତରେ ଦିଆଯାଉଥିବା ପୁରସ୍କାର ମଧ୍ୟରେ ଚତୁର୍ଥ ସର୍ବୋଚ୍ଚ ପୁରସ୍କାର ଭାବେ ବିବେଚନା କରାଯାଏ । ଏବେ ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କିଛି ଲୋକଙ୍କୁ ପଦ୍ମ ପୁରସ୍କାର…

ପ୍ରମୁଖ ଆଇଟି ସଂସ୍ଥାର ମୁଖ୍ୟଙ୍କୁ ବି ଛାଡିଲେନି ହ୍ୟାକର: ଓକାକ ସିଇଓ ମନୋଜ ପଟ୍ଟନାୟକଙ୍କ ନାଁରେ ନେଇଗଲେ ୭ଲକ୍ଷ…

କନକ ବ୍ୟୁରୋ: ସଠିକ ଢଙ୍ଗରେ ପରିଚାଳନା କରିବା ଦାୟିତ୍ୱ ପାଇଥିବା ଓକାକର ଜଣେ ବରିଷ୍ଠ ଅଧିକାରୀଙ୍କ ହ୍ୱା୍ଟସଅପ ବି ହୋଇପାରେ ହ୍ୟାକ୍ । ଏ କଥା ଶୁଣିଲାବେଳକୁ ଆପଣଙ୍କୁ ହୁଏତ ବିଶ୍ୱାସ ଲାଗୁନଥାଇପାରେ । ହେଲେ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଂଟର, ଓକାକର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ…

ଆସନ୍ତାକାଲି ୬ ଘଂଟିଆ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସର ଡାକରା: ଜାରି ରହିବ ଅତ୍ୟାବଶ୍ୟକ ସେବା

କନକ ବ୍ୟୁରୋ: ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବିକା ସଂକଟରେ ପଡିଥିବାରୁ ୬ ଘଂଟିଆ ବନ୍ଦ ପାଳନ କରିବାକୁ ନିଷ୍ପତି ନେଇଛି ଦଳ । କଂଗ୍ରେସର ଓଡ଼ିଶା ବନ୍ଦ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ…

କଂଗ୍ରେସର ବନ୍ଦ ଡ଼ାକରାକୁ ନେଇ ହାଇକୋର୍ଟଙ୍କ ତାଗିଦ୍: କହିଲେ, ଜୋର ଜବରଦସ୍ତ ବନ୍ଦ କରିବା ବେଆଇନ୍

କନକ ବ୍ୟୁରୋ: କଂଗ୍ରେସର ବନ୍ଦ ଡାକରା ବିରୋଧରେ କଟକର ଜଣେ ବ୍ୟବସାୟୀଙ୍କ ଜନସ୍ୱାର୍ଥ ମାମଲାର ତ୍ୱରିତ ଶୁଣାଣି କରିଛନ୍ତି ହାଇକୋର୍ଟ । ବଳପୂର୍ବକ ବନ୍ଦ ବେଆଇନ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ବନ୍ଦପାଳନ ନେଇ କେରଳ ହାଇକୋର୍ଟଙ୍କ ଜଜ୍ମେଂଟ ଏବଂ ସୁପ୍ରିମକୋର୍ଟଙ୍କ ଅଭିମୁଖ୍ୟ ସଂପର୍କରେ…

୧୦୨୫ ସ୍କୁଲର ରୂପାନ୍ତର ପର୍ବ ଶୁଭାରମ୍ଭ: ପ୍ରଥମ ଦିନରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ…

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟିର ଏହି କାର୍ୟ୍ୟକ୍ରମରେ ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ୟ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର,…

ରାଞ୍ଚିରେ ୪ କାଶ୍ମୀର ଯୁବକଙ୍କୁ ମାଡ, ସହର ଛାଡିବାକୁ ଧମକ ଦେବାସହ ବାଧ୍ୟକରି କୁହାଇଲେ ପାକିସ୍ତାନ ମୁର୍ଦ୍ଦାବାଦ

କନକ ବ୍ୟୁରୋ : ରାଞ୍ଚିର ଡୋରଣ୍ଡା ଥାନା ଅଞ୍ଚଳରେ ୪ ଜଣ କାଶ୍ମୀର ଯୁବକଙ୍କ ଉପରେ ମାଡ ହୋଇଥିବା ଖବର ଏବେ ଚର୍ଚ୍ଚାରେ ରହିଛି । କୁହାଯାଇଛି କି ଅସ୍ତ୍ର ଶସ୍ତ୍ର ସହ କିଛି ସ୍ଥାନୀୟ ଲୋକ ୪ ଜଣ କାଶ୍ମୀର ଯୁବକଙ୍କୁ ମାଡ ମାରିବା ସହ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଲଗାଇବାକୁ ବାଧ୍ୟକରିଥିଲେ ।…