Daily Archives

October 25, 2021

ପୋଲିସ କବଜାରେ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ । ଧମକ ଦେଉଥିଲେ, ବଟି ଆଦାୟ କରୁଥିଲେ ।

କନକ ବ୍ୟୁରୋ : ପୋଲିସ ପଂଝାରେ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ ମାନସୀ ନାୟକ ଓରଫ ବେବି । ବଟି ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି ବେବି । ଗତ ସପ୍ତାହେ ପୂର୍ବରୁ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ, ବେବିର ସହାୟତାରେ ଜଣେ ବିଲଡରଙ୍କୁ ଦାଦବଟି ମାଗିଥିବା ଅଭିଯୋଗ ହୋଇଥିଲା । ବେବି ନାଁରେ…

ଏଥର ଆହୁରି ଜମିବ ଆଇପିଏଲ । ଦୁଇଟି ନୂଆ ଟିମ୍ ଭାବେ ସାମିଲ ହେଲେ ଅହମ୍ମଦାବାଦ ଓ ଲକ୍ଷ୍ନୌ ।

କନକ ବ୍ୟୁରୋ: ଆସନ୍ତା ବର୍ଷ ଆଇପିଏଲ ଖେଳିବେ ୧୦ଟି ଟିମ୍ । ଅହମ୍ମଦାବାଦ ଓ ଲକ୍ଷ୍ନୌ ଟିମ୍ ଆସନ୍ତାବର୍ଷ ଆଇପିଏଲରେ ସାମିଲ ହେବେ । ଆଜି ଏହି ଦୁଇଟି ନୂଆ ଟିମ୍ ଆଇପିଏଲରେ ସାମିଲ ହେବା ନେଇ ପକ୍କା ହୋଇଛି । ଦୁବାଇରେ ଆୟୋଜିତ ହୋଇଥିବା ନିଲାମ ପ୍ରକ୍ରିୟାରେ ସିବିସି କ୍ୟାପିଟାଲ ଓ ଆରପି…

ଦଶହରା ପରେ ଫିକା ପଡିବ ଦୀପାବଳି ! ଶୁଭିବନି ଢୋ, ଢା..ଉଡିବନି ରକେଟ୍ !

କନକ ବ୍ୟୁରୋ : ଦଶହରା ପରେ ଫିକା ପଡିପାରେ ଦୀପାବଳି । ଦେଶରେ ନୂଆ ଭାରିଆଣ୍ଟ ଚିହ୍ନଟ ହେବା ଏବଂ ଅନ୍ୟ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ଓଡ଼ିଶାରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇପାରନ୍ତି ରାଜ୍ୟ ସରକାର । ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହେଲା ପରେ ଶରୀରର ଲଙ୍ଗସ ବା…

ପଲିଥିନ୍ ପ୍ରଭାବରେ ପ୍ରଦୁଷିତ ହେଉଛି ଯାଜପୁର ସହର । ଏଣେତେଣେ ପଡିଛି ହଜାର ହଜାର ପଲିଥିନ୍ ।

କନକ ବ୍ୟୁରୋ: ଦିନକୁ ଦିନ ପ୍ରଦୁଷିତ ହେଉଛି ପରିବେଶ । ମଣିଷର ଆବଶ୍ୟକତା ବୃଦ୍ଧି ସହିତ ଆଧୁନିକ ଜୀବନ ଶୈଳୀ ଯୋଗୁଁ ପ୍ରଦୁଷଣର ମାତ୍ରା ବଢୁଛିି । ଜଳ, ସ୍ଥଳ ଓ ବାୟୁ ସବୁ ପ୍ରଦୂଷିତ ହୋଇଗଲାଣି । ପ୍ରଦୁଷଣର ଅନେକ କାରଣ ମଧ୍ୟରୁ ପଲିଥିନ ହେଉଛି ଅନ୍ୟତମ । ତେଣୁ ପଲିଥିନ ବ୍ୟବହାରକୁ ସରକାର…

ଗରିବ ଲୋକଙ୍କ ପାଖରେ ପହଞ୍ଚୁନି ସରକାରୀ ସହାୟତା । ଲୁଟି ନେଉଛନ୍ତି ସରକାରୀ ବାବୁ ।

କନକ ବ୍ୟୁରୋ: ଅଭାବୀଙ୍କ ଅଭାବ ଦୂର କରିବା ପାଇଁ ସରକାରୀ ସ୍ତରରେ ଋଣର ବ୍ୟବସ୍ଥା କରାଯାଇଛି । ଅନେକ ସମୟରେ ଖୁବ୍ କମ୍ ସୁଧ ଓ ବିନା ସୁଧରେ ବି ଋଣ ଦେବାର ପ୍ରାବଧାନ ରହିଛି । କିନ୍ତୁ ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚିବା ଆଗରୁ ବାଟବଣା ହୋଇଯାଉଛି । କେତେକ କ୍ଷେତ୍ରରେ ଗରୀବ…

ଥାନାକୁ ଡାକି ପୋଲିସ ଫେରାଉଛି ଫୋନ । ହଜିଲା ମୋବାଇଲ ପାଇ ଲୋକେ ଖୁସ୍…

କନକ ବ୍ୟୁରୋ: ଆଜିର ଆଧୁନିକ ସମାଜରେ ଫୋନ ହେଉଛି ସମସ୍ତଙ୍କର ଅତି ପ୍ରିୟ ଜିନିଷ । ମଣିଷ ବସୁ ବସୁ ମୋବାଇଲ ସହ ସମୟ ବିତାଉଥାଏ ତ ଚାଲୁଚାଲୁ, ଖାଉ ଖାଉ ଫୋନ ଧରିଥାଏ । କଥାବାର୍ତ୍ତା ହେଉ କି ଅନଲାଇନ ଚାର୍ଟିଂ କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ କାମ ଆଜିକାଲି ବିନା ମୋବାଇଲରେ କରିହେଉନି ।…