Daily Archives

October 25, 2021

ମନରେଗା କାମରେ ଦୁର୍ନୀତି । ଦିବ୍ୟାଙ୍ଗ ଯୁବକଙ୍କ ନାଁରେ ଜବକାର୍ଡ କରି ହଡପ ହୋଇଛି ୨୬ ହଜାର ଟଙ୍କା । 

କନକ ବ୍ୟୁରୋ : ସମ୍ବଲପୁରରେ ଏନଆରଜିଏ କାମର ବଡ ଦୁର୍ନିତୀ । ଏନଆରଜିଏ ପଇସାରେ ଜଙ୍ଗଲ ବିଭାଗରେ ହେଉଥିବା ଚାରା ରୋପଣରେ ଦିବ୍ୟାଙ୍ଗଙ୍କ ନାଁରେ ଜବକାର୍ଡ କରି ଚଳୁ କରି ନେଲେ ଟଙ୍କା । ତାହା ପୁଣି ପରିବାର ଲୋକ ଅଜାଣତରେ । ଦିବ୍ୟାଙ୍ଗଙ୍କ ଆଧାରକାର୍ଡ ଓ ସମ୍ବନ୍ଧୀୟ କାଗଜପତ୍ର ନେଇ ଜବ କାର୍ଡ…

ରିକ୍ସା ଚାଳକଙ୍କୁ ଆସିଲା ନୋଟିସ । ୩ କୋଟି ଟଙ୍କା ଟ୍ୟାକ୍ସ ଭରିବାକୁ କହିଲା ଆୟକର ବିଭାଗ ।

କନକ ବ୍ୟୁରୋ : ଉତ୍ତରପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କୁ ଆୟକର ବିଭାଗ ନୋଟିସ ଦେଇଥିଲା । ଏହି ନୋଟିସ ପାଇବା ପରେ ରିକ୍ସା ଚାଳକ ସ୍ତବ୍ଧ ହୋଇଯାଇଥିଲେ । ଏହି ନୋଟିସ ଦେଇ ଆୟକର ବିଭାଗ ରିକ୍ସା ଚାଳକଙ୍କୁ ୩କୋଟି ଟଙ୍କା ଦେବାକୁ କହିଥିଲା । ଏହାପରେ ରିକ୍ସା ଚାଳକ ଉକ୍ତ ନୋଟିସ…

ଦେଢ ବର୍ଷ ପରେ ସ୍କୁଲକୁ ଆସିଲେ ଅଷ୍ଟମ ଶ୍ରେଣୀ ପିଲା । ଫୁଲ, ଚନ୍ଦନ ଦେଇ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲେ ଶିକ୍ଷକ…

କନକ ବ୍ୟୁରୋ : କରୋନା ଯୋଗୁଁ ଦୀର୍ଘ ୧୮ ମାସ ହେଲା ବନ୍ଦ ରହିଥିଲା ପ୍ରାଥମିକ ବିଦ୍ୟାଳୟ । ଏବେ ସ୍କୁଲ ଖୋଲିଛି, ପିଲାମାନେ ବିଦ୍ୟାଳୟ ମୁହାଁ ହୋଇଛନ୍ତି । ଦୀର୍ଘ ଦିନର ବନ୍ଦ ଯୋଗୁଁ ଛାତ୍ରଛାତୀଙ୍କ ମନରେ ପାଠ ପ୍ରତି ଆଗ୍ରହ କମି ଯାଇଥିଲା । ଏବେ କିନ୍ତୁ ରାଜ୍ୟ ସରକାର ପିଲାମାନଙ୍କ ମୁହଁରେ…

ଜୀବନ-ଯନ୍ତ୍ରଣାରେ ବିତିଗଲାଣି ୩୫ ବର୍ଷ । ମାନସିକ ଭାରସାମ୍ୟ ହରାଇ ୨୭ ବର୍ଷ ହେବ ପାଇଖାନାରେ ପଡି ରହିଛି ପୁଅ।

କନକ ବ୍ୟୁରୋ: ଜାଲି ଏପାଖେ ଜୀବନ, ଜାଲି ସେପାଖେ ଯନ୍ତ୍ରଣା । ଲୁହା କବାଟର ପ୍ରତିଟି ଛଡରେ ଲୁହର ଛିଟା । କିଛି ଲୁହ ବିକାଶଙ୍କର, ଆଉ କିଛି ଲୁହ ବାପାମାଆଙ୍କର । ସବୁ ଦୁଃଖ, ସବୁ କଷ୍ଟ ଆଉ ଅସହାୟତାର ଏକମାତ୍ର ସାକ୍ଷୀ ଏଇ ଲୁହାର କବାଟ । କାରଣ ଦୀର୍ଘ ୩୫ ବର୍ଷ ହେବ ମାନସିକ ଭାରସାମ୍ୟ ହରାଇ…

ଭିତରକନିକା ଜାତୀୟ ଉଦ୍ୟାନରେ ଲାଗିଲା କ୍ୟାମେରା । ବନ୍ୟଜନ୍ତୁଙ୍କ ଗତିବିଧି ଓ ଶିକାରୀଙ୍କ ଉପରେ ରହିବ ନଜର ।

କନକ ବ୍ୟୁରୋ : ଭିତରକନିକା ଇତିହାସରେ ପ୍ରଥମ । ଭିତରକନିକା ଜଙ୍ଗଲରେ କ୍ୟାମେରା ଲଗାଇ ବନ୍ୟଜନ୍ତୁଙ୍କ ଗତିବିଧି ଓ ଶିକାରୀଙ୍କ ଉପରେ ତୀକ୍ଷଣ ନଜର ରଖିବ ବନ ବିଭାଗ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ରାଜନଗର ଘଞ୍ଚ ଜଙ୍ଗଲରେ କ୍ୟାମେରା ଲାଗି ସାରିଛି । ପର୍ଯ୍ୟାୟକ୍ରମେ ଅନ୍ୟ…

ଆଇପିଏଲର ଦୁଇ ନୂଆ ଟିମ୍ ପାଇଁ ଶେଷ ହେଲା ବିଡ୍ ଦାଖଲ ପ୍ରକ୍ରିୟା । ଖୁବଶୀଘ୍ର ହୋଇପାରେ ବଡ ଘୋଷଣା ।

କନକ ବ୍ୟୁରୋ: ଆଇପିଏଲରେ ସାମିଲ ହେବେ ୨ ନୂଆ ଟିମ୍ । ଏଥିପାଇଁ ଆଜି ଦୁବାଇରେ ଶେଷ ହୋଇଛି ବିଡ୍ ଦାଖଲ ପ୍ରକ୍ରିୟା । ତେବେ କେଉଁ ଦୁଇ ନୂଆ ଟିମ୍ ଆଇପିଏଲରେ ସ୍ଥାନ ପାଇବେ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ତେବେ ମିଳିଥିବା ସୂଚନା ମୁତାବକ, ଅହମ୍ମଦାବାଦ ଓ ଲକ୍ଷ୍ନୌ ଟିମ୍…