Daily Archives

October 24, 2021

ସାମ୍ନାକୁ ଆସିଲା ଗୋବିନ୍ଦର ଆଉ ଏକ କୁକର୍ମ । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ କରିଥିଲା ହତ୍ୟା !

କନକ ବ୍ୟୁରୋ : ମମିତାଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁ ନାଁରେ ଅଭିଯୋଗ ତାଲିକା ଲମ୍ବିବାରେ ଲାଗିଛି । ରାଜନୈତିକ ଶତ୍ରୁତାରୁ ଜଣେ ଶିକ୍ଷକଙ୍କ ଆଠ ବର୍ଷ କୁନି ଝିଅକୁ ହତ୍ୟା କରିଥିଲା ଗୋବିନ୍ଦ । ୨୦ ବର୍ଷ ତଳେ ଏହି ଘଟଣା ଘଟିଥିଲା । କୁନିଝିଅ ରାଜେଶ୍ୱରୀ ନାୟକ । ଅଷ୍ଟମ ଶ୍ରେଣୀରେ ପାଠ…

ଏହି କାର୍ଡ ବିନା ମିଳିବ ନାହିଁ ‘ପି ଏମ କିଷାନ’ ଯୋଜନାର ୧୦ମ କିସ୍ତି, ଜାଣନ୍ତୁ କେମିତି କରିବେ ପଞ୍ଜିକରଣ

କନକ ବ୍ୟୁରୋ : ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ହେଉଥିବା ଠକେଇକୁ ରୋକିବାକୁ କେନ୍ଦ୍ର ସରକାର ପଞ୍ଜିକରଣ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରିଛନ୍ତି । ଏବେ ଏହି ଯୋଜନାର ଲାଭ ପାଇବାକୁ ହେଲେ କୃଷକମାନଙ୍କୁ ପଞ୍ଜିକରଣ ବେଳେ ରାସନ କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ଏବେ ପିଏମ କିଷାନ…

ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଥିବା ମୋବାଇଲ କାହାର ? ମୋବାଇଲରେ କ’ଣ ଅଛି ?

କନକ ବ୍ୟୁରୋ : ମମିତା ମୃତ୍ୟୁ ମାମଲାରେ ଗୋବିନ୍ଦ ସାହୁର ସହଯୋଗୀ ରାଧେଶ୍ୟାମ ଘରୁ ମିଳିଥିବା ମୋବାଇଲକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହି ମୋବାଇଲରୁ ସବୁ ଘଟଣାର ପର୍ଦ୍ଦାଫାସ ହେବ ବୋଲି ଆଲୋଚନା ଚାଲିଛି । ମମିତାଙ୍କ ସହ ରହୁଥିବା ଜଣେ ଛାତ୍ରୀଙ୍କ ପାଖରେ ଏହି ମୋବାଇଲ ଥିଲା । ଘରେ କିଏ…

ଏହି ପ୍ଲେଇଙ୍ଗ ୧୧କୁ ନେଇ ମୈଦାନକୁ ଓହ୍ଲାଇବ ଭାରତ

କନକ ବ୍ୟୁରୋ: ଆରମ୍ଭ ହୋଇସାରିଛି ଟି-୨୦ ବିଶ୍ୱକପର ବଡ ମ୍ୟାଚ । ଆଜିର ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭାରତ ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପାକିସ୍ତାନ ଦଳ । ଆଜିର ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ଉଭୟ ଦଳ ଏହି ମ୍ୟାଚରେ ବାଜି…

ଭାରତ-ପାକ ହାଇଭୋଲ୍ଟେଜ ମ୍ୟାଚ: ଟସ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

କନକ ବ୍ୟୁରୋ: ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପର ହାଇଭୋଲ୍ଟେଜ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ପାକିସ୍ତାନ ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଭାରତ ଦଳ । ଆଜିର ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ଉଭୟ ଦଳ ଏହି ମ୍ୟାଚରେ ବାଜି ମାରିବାକୁ…

ଚାକିରିରୁ ବିଦା ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା: ପ୍ରସନ୍ନଙ୍କୁ ଚାକିରିରୁ ବରଖାସ୍ତ କଲେ ଡିସିପି

କନକ ବ୍ୟୁରୋ: ଚାକିରିରୁ ବିଦା ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା । ପ୍ରସନ୍ନଙ୍କୁ ଚାକିରିରୁ ବରଖାସ୍ତ କଲେ ଡିସିପି । ପ୍ରସନ୍ନଙ୍କ ନାଁରେ ରହିଛି ୫ଟି ଫୌଜଦାରୀ ମାମଲା । ବିଳମ୍ବିତ ରାତି ଯାଏଁ ବାର ଚଲାଇବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରସନ୍ନ ବେହେରା । ବିନା ଲାଇସେନ୍ସରେ ସେ ଏହି ବାର…