Daily Archives

October 24, 2021

ଆଇସକ୍ରିମ୍ କାଠିରେ ବିଶ୍ୱକପ୍ ଟ୍ରଫି । ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଚିତ୍ରକର ମନୋଜ । 

କନକ ବ୍ୟୁରୋ : ଆଇସକ୍ରିମ କାଠିରେ ବିଶ୍ବକପ୍‌ ଟ୍ରଫି ପ୍ରସ୍ତୁତ କରି ଅଭିନବ ଢଙ୍ଗରେ ଟିମ୍‌ ଇଣ୍ତିଆକୁ ଶୁଭେଚ୍ଛା ଜଣାଇଛନ୍ତି କଟକର ଚିତ୍ରକର ମନୋଜ ସାହୁ। ଆସନ୍ତାକାଲି (ରବିବାର) ଦିନ ଭାରତ ଓ ପାକିସ୍ଥାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ହେବ। କଟକର ସିଡ଼ିଏ ସେକ୍ଟର-୭ ଠାରେ ରହୁଥିବା…

ରାଜ୍ୟପାଳଙ୍କୁ ସଭା ମଞ୍ଚରେ କାହିଁକି ଚାପୁଡା ମାରିଲେ ଏହି ବ୍ୟକ୍ତି । ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କନକ ବ୍ୟୁରୋ : ଇରାନରେ ଭାଷଣ ଦେଉଥିବା ଜଣେ ରାଜ୍ୟପାଳଙ୍କୁ ଜଣେ ବ୍ୟକ୍ତି ସଭା ମଞ୍ଚରେ ଚଢି ଚାପୁଡା ମାରିଛନ୍ତି । ଅଚାନକ ଏଭଳି ଘଟଣାକୁ ଦେଖି ସଭାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ  । ଏହାପରେ ଚାପୁଡା ମାରିଥିବା ଲୋକଙ୍କ ଧରି ପଚରା ଉଚରା କରିବା ପରେ ସେ ଯାହା ଉତ୍ତର…

ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚରେ ପଡିଆ ମଝିରେ ଝଗଡା, ଲିଟନ-ଲାହିରୁ ମୁହାଁମୁହିଁ  

କନକ ବ୍ୟୁରୋ: ଆଜି ଗୋଟିଏ ଦିନରେ ଟି-୨୦ ବିଶ୍ୱକପରେ ଏସିଆର ୪ ଦେଶ ସାମ୍ନାସାମ୍ନି ହେଉଛନ୍ତି । ଗୋଟିଏ ପଟେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ଭାରତ-ପାକିସ୍ତାନ ମ୍ୟାଚକୁ ଅପେକ୍ଷା । ହେଲେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

ସ୍ୱାମୀ ଆକ୍ୱାରିୟମ ସଫା କଲେନି ବୋଲି, ରାଗିଗଲେ ସ୍ତ୍ରୀ । ତେଲ ଗରମ କଲେ, ଆକ୍ୱାରିୟମ୍ ମାଛ ଖାଇଗଲେ ।

କନକ ବ୍ୟୁରୋ : ରାଗରେ ଖାଇଗଲେ ଆକ୍ୱାରିୟମ ମାଛ ! ରାଗରେ ଜଣେ ମହିଳା ଏମିତି ଏକ କାମ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆକ୍ୱାରିୟମ ସଫା ହେଲାନି ବୋଲି ରାଗରେ ସେ ସବୁ ମାଛକୁ ଭାଜିକି ଖାଇଦେଲେ । ଘଟଣାଟି ଆପଣଙ୍କୁ ଟିକେ ଅଜୀବ ଲାଗୁଥାଇପାରେ ହେଲେ, ଏମିତି ଘଟଣା ବାସ୍ତବରେ…

ପାକିସ୍ତାନ ବିପକ୍ଷରେ ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ ୧୧: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ 

କନକ ବ୍ୟୁରୋ: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ବିଶ୍ବକପର ବଡ ମ୍ୟାଚ । ଭାରତ-ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ଏହି ମ୍ୟାଚକୁ ଫ୍ୟାନମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ହେଲେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବଡ ମ୍ୟାଚରେ ଭାରତ କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ…

କୁକୁର କରୁଛି ହୋମୱାର୍କ ! ଆଶ୍ଚର୍ଯ୍ୟ କରିଦେବ କୁକୁରର କାରନାମା ।

କନକ ବ୍ୟୁରୋ : କୁକୁର କରୁଛି ହୋମୱାର୍କ ! କଥାଟା ଆପଣଙ୍କୁ ଶୁଣିକି ହସ ଲାଗିବ ନିଶ୍ଚୟ । କାରଣ କକୁର କେମିତି ହୋମୱାର୍କ କରିବ । ସେ କେମିତି ପାଠ ଜାଣିବ ଯେ ହୋମୱାର୍କ କରିବ । ହେଲେ ଏମିତି ହୋଇଛି, କୁକୁର ପାଠ ପଢୁଛି । କୁକୁରକୁ ଆମେ ବହୁତ ବିଶ୍ୱସ୍ତ ମାନିଥାଉ । ଏମିତିକି ନିଜ ଜୀବନକୁ ବି…