ଏହି ପ୍ଲେଇଙ୍ଗ ୧୧କୁ ନେଇ ମୈଦାନକୁ ଓହ୍ଲାଇବ ଭାରତ

110

କନକ ବ୍ୟୁରୋ: ଆରମ୍ଭ ହୋଇସାରିଛି ଟି-୨୦ ବିଶ୍ୱକପର ବଡ ମ୍ୟାଚ । ଆଜିର ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭାରତ ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପାକିସ୍ତାନ ଦଳ । ଆଜିର ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ଉଭୟ ଦଳ ଏହି ମ୍ୟାଚରେ ବାଜି ମାରିବାକୁ ଜୋରଦାର ପ୍ରୟାସ ଜାରି ରଖିବେ ।

ତେବେ ନଜର ପକାନ୍ତୁ ଭାରତର ପ୍ଲେଇଙ୍ଗ ୧୧ ଉପରେ 

ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ଋଷବ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି, ଯଶପ୍ରୀତ ବୁମରାହ ।