Daily Archives

October 18, 2021

୪ ଦିନର ଲଗାଣ ବର୍ଷାରେ କେରଳରେ ବନ୍ୟା ବିତ୍ପାତ । ଆଖିଆଗରେ ଭାସିଗଲା ଘର, ଦ୍ୱାର ସମେତ ଗାଡି, ମଟର ଓ ପୋଲ । ମୃତ୍ୟୁ…

କନକ ବ୍ୟୁରୋ: ପ୍ରବଳ ବର୍ଷା ପରେ ବନ୍ୟାରେ ବେହାଲ କେରଳ । ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାରେ ପ୍ରଭାବିତ ହୋଇଛି ରାଜ୍ୟର ୧୧ଟି ଜିଲ୍ଲା । ନଦୀରେ ବନ୍ୟା ଆସି ମାତ୍ର କିଛି ଘଣ୍ଟାରେ ଭସାଇ ନେଇଛି ଘର ଦ୍ୱାର । ଲଗାଣ ବର୍ଷା ଫଳରେ ବନ୍ୟା ଓ…

ଆକାଶ ଛୁଆଁ ପରିବା ଦର । ଦର ଶୁଣି ଲାଗୁଛି ଡର ।

କନକ ବ୍ୟୁରୋ : କେବଳ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇନାହିଁ । ଗତ କିଛି ଦିନ ଭିତରେ ପରିବା ଦର ଅଚାନକ ବୃଦ୍ଧି ପାଇବାରେ ଲାଗିଛି । କିଲୋ ପିଛା କୌଣସି ପରିବା ଦର ୫୦ଟଙ୍କା ତଳକୁ ନାହିଁ । ଆକାଶ ଛୁଆଁ ପରିବା ଦର । ଦର ଶୁଣି ଲାଗୁଛି ଡର । କାର୍ତିକ ମାସ ପୂର୍ବରୁ ପରିବା ଦରରେ ଯେମିତି…

ଟିମ ଇଣ୍ଡିଆ ନୂଆ ଜର୍ସିର ଅଜଣା କଥା: ପଢନ୍ତୁ, କଣ ରହିଛି ବିଲିୟନ ଚିୟର୍ସ ଜର୍ସି ପଛର କାହାଣୀ

କନକ ବ୍ୟୁରୋ: ଏଥର ଟି-୨୦ ବିଶ୍ୱକପରେ ନୂଆ ଜର୍ସିରେ ନଜର ଆସିଛି ଟିମ ଇଣ୍ଡିଆ । ଆଉ ଏହି ଜର୍ସିର ନାଁ ‘ବିଲିୟନ ଚିୟର ଜର୍ସି’ ଦିଆଯାଇଛି । ଏହି ଜର୍ସି ପୁରୁଣା ଜର୍ସିଠୁ ପୂରା ଭିନ୍ନ । ଆଉ ଏଥିରେ ଭିନ୍ନ ଡିଜାଇନ ମଧ୍ୟ କରାଯାଇଛି । ଆଉ ଡିଜାଇନ ପଛରେ ଲୁଚି ରହିଛି କିଛି ଅଜଣା କଥା । ତେବେ…

ଜମ୍ମୁ-କାଶ୍ମୀରରେ ସକ୍ରିୟ ଆତଙ୍କୀ । ପ୍ରବାସୀ ଲୋକଙ୍କୁ କରୁଛନ୍ତି ଟାର୍ଗେଟ୍ । ୨ ପ୍ରବାସୀ ଶ୍ରମିକଙ୍କ ହତ୍ୟା ପରେ…

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ସକ୍ରିୟ ଆତଙ୍କୀ । ଲଗାତାର ଭାବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ରବିବାର ୨ଜଣ ଶ୍ରମିକଙ୍କୁ ହତ୍ୟା କରିବା ପରେ ଘାଟିରେ ଭୟର ବାତାବରଣ ଖେଳି ଯାଇଛି । ପାକିସ୍ତାନର ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର ଏ ତୋଇବା ଦ୍ୱାରା ପରିଚାଳିତ ୟୁନାଇଟେଡ…

ବଦଳିଲେ ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାପାଳ: ସଂଗ୍ରାମ ମହାପାତ୍ର ହେଲେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ

କନକ ବ୍ୟୁରୋ: ବଦଳିଲେ ଜଗତସିଂହପୁର ଓ ଖୋର୍ଦ୍ଧାର ଜିଲ୍ଲାପାଳ । ସଂଗ୍ରାମ ମହାପାତ୍ରଙ୍କୁ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଥିବା ବେଳେ ପରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଟିଇ ଓ ଏସସିଇଆରଟିର ନିର୍ଦ୍ଦେଶକ ହେଲେ ସନତ କୁମାର…

ପେଟ୍ରୋଲର ପ୍ରକୃତ ଦାମ ୪୫ ଟଙ୍କା, ହେଲେ ୧୦୬ ଟଙ୍କାରେ ହେଉଛି ବିକ୍ରି । ସରକାର ମାଲାମାଲ, ଖାଉଟି ହନ୍ତସନ୍ତ ।

କନକ ବ୍ୟୁରୋ : ଆପଣ ପ୍ରତିଦିନ ପେଟ୍ରୋଲ କିଣୁଥିବେ କିନ୍ତୁ ଏହି ପେଟ୍ରୋଲର ମୂଳ ଦର କେତେ ଏବଂ କେତେ ଟିକସ ଦେଉଥିବା, ତାହା ବୋଧହୁଏ ଆପଣ ଜାଣିନଥିବେ । ୧୦୬ଟଙ୍କା ଦେଇ ଗୋଟିଏ ଲିଟର ପେଟ୍ରୋଲ କିଣୁଛନ୍ତି, କିନ୍ତୁ ଏହାର ମୂଳ ଦର ହେଉଛି ୪୫ଟଙ୍କା । ଆଉ ବାକି ଟଙ୍କା ଆପଣ ଟିକସ ବାବଦରେ…