Daily Archives

October 18, 2021

ମୁଁ ୩ ନମ୍ବରରେ ବ୍ୟାଟିଂ କରିବି, ରାହୁଲ-ରୋହିତ ଓପନିଂରେ ବ୍ୟାଟିଂ କରିବେ : ବିରାଟ କୋହଲି

କନକ ବ୍ୟୁରୋ: “ବିଶ୍ୱକପରେ ଭାରତରେ ରୋହିତ-ରାହୁଲ ଯୋଡି ସହ ପଡିଆକୁ ଓହ୍ଲାଇବ । ମୁଁ ୩ ନମ୍ବରରେ ବ୍ୟାଟିଂ କରିବି । ବର୍ତ୍ତମାନ ସମୟରେ ଏହି ଗୋଟିଏ ଖବର ହିଁ ମୁଁ ଆପଣଙ୍କୁ ଦେଇପାରିବି’’, ସୋମବାର ଇଂଲଣ୍ଡ ବିପକ୍ଷ ୱାର୍ମଅପ୍ ମ୍ୟାଚ୍ ସମୟରେ ଦଳର ବ୍ୟାଟିଂ ଲାଇନ୍ ଅପକୁ ନେଇ କିଛି ଏପରି…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପତ୍ତି ଖୋଜୁଛି ଭିଜିଲାନ୍ସ । ୨୩ ଘଣ୍ଟାର ରେଡ୍, ଜବତ ହେଲା ୧୪ଶହ ୪୦ ଗ୍ରାମର…

କନକ ବ୍ୟୁରୋ : ଭିଜିଲାନ୍ସ ଚଢାଉ ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ମିଳିଛି ୧୪ଶହ ୪୦ ଗ୍ରାମର ସୁନା ଗହଣା । ସବ୍ୟସାଚୀ ବ୍ରାଣ୍ଡର ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ୍ ଜବତ ହୋଇଛି । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଭିଜିଲାନ୍ସ ପକ୍ଷରୁ…

ସାମ୍ନାକୁ ଆସିଲା ମନୀଷ ଅନୁରାଗଙ୍କ ଶେଷ ଫୋନ୍ କଲ । ଜାଣନ୍ତୁ ମାଆଙ୍କୁ କ’ଣ କହିଥିଲେ ମନୀଷ ?

କନକ ବ୍ୟୁରୋ : ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବରୁ ମନୀଷଙ୍କ ଶେଷ ଫୋନ୍ କଲ୍ । ନିଜ ମାଆଙ୍କୁ ଫୋନ କରି ୧୦ରୁ ୧୫ମିନିଟ୍ ଭିତରେ ଘରେ ପହଞ୍ଚିବା ନେଇ କହିଥିଲେ କିନ୍ତୁ ରାତି ୧୨ଟା ପରେ ଆଉ ଫୋନ୍ ଉଠାଇନଥିଲେ ମନୀଷ । ସେପଟେ ମନୀଷ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

୧୧ଦିନ ଧରି ନିଖୋଜ ପରେ ବି ମିଳୁନି ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପତ୍ତା । ଏପଟେ ଚମ୍ପଟ ମାରିଲେ ନିଖୋଜ ପଛର…

କନକ ବ୍ୟୁରୋ : କଳାହାଣ୍ଡିର ଏକ ଘରୋଇ ସ୍କୁଲରେ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ମମିତା ମେହେର ନିଖୋଜ ହେବାର ୧୧ଦିନ ବିତିଲାଣି । କିନ୍ତୁ ତାଙ୍କର କୌଣସି ପତ୍ତା ମିଳୁନି । ସେପଟେ ଏହି ଘଟଣାରେ ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କରିଛନ୍ତି ପରିବାର । ତେବେ…

ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ମୁହାଁମୁହିଁ ହେଲେ ଶୋଏବ ଅଖତର ଓ ହରଭଜନ । ଟୁଇଟରରେ ଲେଖିଲେ ଏମିତି କଥା…

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଏବେ ସୋସିଆଲ୍ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦେଶର ପୂର୍ବତନ ଖେଳାଳି । ରାବଲପିଣ୍ଡି ଏକ୍ସପ୍ରେସ୍ ଶୋଏବ ଅଖତର ଓ ଟର୍ବନେଟର ହରଭଜନ ସିଂହ ଟୁଇଟରରେ ଏକ ପ୍ରକାର ଯୁଦ୍ଧ ଲଢିବା ଆରମ୍ଭ କରିଛନ୍ତି । ଯାହାକି ମ୍ୟାଚ୍ ପୂର୍ବରୁ ଏବେ…