Daily Archives

October 12, 2021

ପିଲାଙ୍କ ଟିକାକୁ ମିଳିନି ଅନୁମତି । ଡିସିଜିଆଇର ଅନୁମତି ଖବରକୁ ଖଣ୍ଡନ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ।

କନକ ବ୍ୟୁରୋ : ଛୋଟ ପିଲାଙ୍କ କୋଭାକ୍ସିନ୍ ଟିକାକୁ ଅନୁମତି ନେଇ ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କୋଭାକ୍ସିନ ଟିକାକୁ ଡିସିଜିଆଇର ଅନୁମତି ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବିଣ ପୱାର । ଏହା ସହ ସେ କହିଛନ୍ତି, ଏବେବି…

କମୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ସରକାରଙ୍କ ବଡ ନିଷ୍ପତ୍ତି , ଅକ୍ଟୋବର ୧୮ରୁ ବିମାନ ଉଡାଣ ଉପରୁ ହଟିବ ସମସ୍ତ…

କନକ ବ୍ୟୁରୋ : ଦେଶରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାକୁ ନଜର କରି ସରକାର ଗୋଟିଏ ପରେ ଗୋଟିଏ କରୋନା କଟକଣା ହଟାଇବାରେ ଲାଗିଛନ୍ତି । ଏହି କ୍ରମରେ ଯାତ୍ରୀବାହି ବିମାନ ଉଡାଣ ଓ ପୂର୍ଣ୍ଣ କ୍ଷମତା ସହ ଉଡାଣ ଉପରେ ଲଗାଇଥିବା ପ୍ରତିବନ୍ଧକ ଅକ୍ଟୋବର ୧୮ ତାରିଖ ଠାରୁ ହଟାଇ…

ମୋଦିଙ୍କୁ ଶେଷ ଇଚ୍ଛା ଜଣାଇ ଆତ୍ମହତ୍ୟା କଲେ ଯୁବକ । ସୁଇସାଇଡ୍ ନୋଟରେ ଲେଖିଲେ ଏମିତି କଥା ।

କନକ ବ୍ୟୁରୋ : ଭଲ ନୃତ୍ୟଶିଳ୍ପୀ ହେବାରେ ବିଫଳ ହେବା ପରେ ଜଣେ ୧୬ ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶର ଝାନ୍ସୀରେ ଏଭଳି ଏକ ଘଟଣା ଘଟିଛି । ତାଙ୍କ ଆତ୍ମହତ୍ୟା ନୋଟରେ ନାବାଳକ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ…

ପାକିସ୍ତାନରେ କ୍ରିକେଟ୍ ଖେଳିବାକୁ ରାଜି ହେଉନାହାନ୍ତି କୌଣସି ଦେଶ । ଇମ୍ରାନ କହିଲେ, ପୂରା ବିଶ୍ୱର କ୍ରିକେଟକୁ…

କନକ ବ୍ୟୁରୋ : ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ନବ ନିର୍ବାଚିତ ଅଧ୍ୟକ୍ଷ ରମିଜ୍ ରାଜାଙ୍କ ବିସିସିଆଇକୁ ନେଇ ଦେଇଥିବା ବୟାନକୁ ସମର୍ଥନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏକ ସାକ୍ଷାତକାରରେ ଇମ୍ରାନ ଖାନ ମଧ୍ୟ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍…

ଗୁଳି କରି ବନ୍ଧାହେଲେ ଗଂଜେଇ ମାଫିଆ: ପୁଲିସକୁ ଗୁଳି କରି କାର୍ ଖସି ଯିବାକୁ ଚେଷ୍ଟା କରୁଥିଲେ ମାଫିଆ

କନକ ବ୍ୟୁରୋ: ପୁଲିସକୁ ଗୁଳି କରି ଫେରାର ହେଉଥିବା ଗଂଜେଇ ମାଫିଆ ଗିରଫ । ଅଭିଯୁକ୍ତ ରୂପେଶକୁ ଗିରଫ କରିଛି ପୁଲିସର ସ୍ପେଶାଲ ସ୍ୱାର୍ଡ । ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କଂସର ଫାଣ୍ଡି–ଚଟିବରଘାଟ ରାସ୍ତା ଦେଇ ବୌଦ୍ଧ ଜିଲ୍ଲାରୁ ଦେବଗଡ ଜିଲ୍ଲାକୁ ବେଆଇନ ଗଞ୍ଜେଇ ଚୋରା ଚାଳାଣ…

କଂଗ୍ରେସରେ ଯୋଗ ଦେଇ ପାରନ୍ତି ବରୁଣ ଗାନ୍ଧୀ, ସୋନିଆଙ୍କ ସହ ପୋଷ୍ଟର ଭାଇରାଲ ପରେ ବଢୁଛି ଚର୍ଚ୍ଚା

କନକ ବ୍ୟୁରୋ : ବିଜେପି ସାଂସଦ ବରୁଣ ଗାନ୍ଧୀ ଏବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି । ଲକ୍ଷ୍ମୀପୁର ଖେରୀ ହିଂସାକୁ ନେଇ ବରୁଣ ଗାନ୍ଧୀ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରିବା ସହ ଏହି ହିଂସା ବାବଦରେ ତୁରନ୍ତ ପଦକ୍ଷେପ ନେବାକୁ…