Daily Archives

October 2, 2021

ଟସ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ।

କନକ ବ୍ୟୁରୋ: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ । ତେବେ ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ । ଆଉ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଚେନ୍ନାଇ । ଏହି ମ୍ୟାଚ୍ ରାଜସ୍ଥାନ ପାଇଁ ବେଶ…

ଚାକିରି ସମୟରେ ମୃତ୍ୟୁ ହେଲେ, କାହାକୁ ମିଳିବ କ୍ଷତିପୂରଣ ରାଶି? ସରକାର ଆଣିଲେ ନୂଆ ନିୟମ

କନକ ବ୍ୟୁରୋ: ଚାକିରି ସମୟରେ ମୃତ୍ୟୁ ହୋଇଗଲେ କର୍ମଚାରୀଙ୍କର ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ହିଁ କ୍ଷତିପୂରଣ ରାଶି ମିଳିବ । କେନ୍ଦ୍ର ସରକାର ଏହି ସମ୍ପର୍କିତ ନିୟମରେ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ର ସରକାର କର୍ତ୍ତବ୍ୟରେ ଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏହା ସହ ଜଡିତ…

ନୀଳ ରଙ୍ଗର କୁକୁରଙ୍କୁ ନେଇ ଚର୍ଚ୍ଚା । ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କନକ ବ୍ୟୁରୋ : ନୀଳ ରଙ୍ଗର କୁକୁର । ଏକଥା ଶୁଣି ଆପଣଙ୍କୁ ଟିକେ ଅଜବ ଲାଗିପାରେ । କାରଣ ଆମେ ନୀଳ ବର୍ଣ୍ଣ ଶୃଗାଳ କଥା ଶୁଣିଛେ । କେମିତି ସେ ନୀଳ କୁଣ୍ଡରେ ପଡି ନୀଳବର୍ଣ୍ଣ ହେଇଯାଇଥିଲା । ହେଲେ ନୀଳ ରଙ୍ଗର କୁକୁର କଥା ଆମେ କେବେ ବି ଶୁଣିନେ କି ଦେଖିନେ । କାରଣ ଆମ ଦେଶରେ କୁକୁରଙ୍କ ରଙ୍ଗ…

କାଲିଠୁ ଫ୍ଲିପକାର୍ଟ ବିଗବିଲିୟନ ଡେ’ ସେଲ: ଶସ୍ତାରେ ପାଇବେ ଏହି ସ୍ମାର୍ଟ ଫୋନ

କନକ ବ୍ୟୁରୋ: କାଲି ଅର୍ଥାତ ୩ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର ବିଗବିଲିୟନ ଡେ । ବର୍ତ୍ତମାନ ପାଇଁ ଫ୍ଲିପକାର୍ଟ ପ୍ଲସ ମେମ୍ବରଙ୍କ ପାଇଁ ଏହା ଖୋଲା ରହିଛି । ଏହି ସେଲରେ ଅନେକ କମ୍ପାନୀର ଫୋନ ଉପରେ ରିହାତି ଦିଆଯିବ । ଏହି କମ୍ପାନୀ ମଧ୍ୟରେ ପୋକୋ ମଧ୍ୟ ସାମିଲ ଅଛି । ଗ୍ରାହକ ସେଲ…

ଗାନ୍ଧୀ ଜୟନ୍ତୀ ଅବସରରେ ରେଜ ଫାଉଣ୍ଡେସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

କନକ ବ୍ୟୁରୋ : ଆଜି ସାରା ଦେଶରେ ପାଳିତ ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି । ଅନ୍ୟପଟେ ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ଆଖି ଆଗରେ ରଖି କଟକର ଅଗ୍ରଣୀ ସାମାଜିକ ସଂଗଠନ ‘ରେଜ୍’…

କମୁଛି କରୋନା, ବଢୁଛି ଆଶ୍ୱସ୍ତି । ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୭୯ ଆକ୍ରାନ୍ତ ।

କନକ ବ୍ୟୁରୋ : ରାଜ୍ୟରେ ଆଜି ମହାମାରୀ କରୋନା ଭାଇରସରୁ ୫୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ୪୧୨ରେ ପହଂଚିଛି । ରାଜ୍ୟ…