Daily Archives

October 2, 2021

ରାହୁଲ ଗାନ୍ଧୀ- ପ୍ରିୟଙ୍କାଙ୍କ ସହିତ ସବୁବେଳେ ଛିିଡା ହେଇରହିବି । ରାଜନୈତିକ ହଟଚମଟ ଭିତରେ ପୁଣି ସିଦ୍ଧୁ କହିଲେ…

କନକ ବ୍ୟୁରୋ: ପଞ୍ଜାବ ରାଜନୀତିରେ ଏବେ ପ୍ରତିଦିନ ନୂଆ ନୂଆ କଥା ଦେଖିବାକୁ ମିଳୁଛି । କିଛି ଦିନ ତଳେ ଅସନ୍ତୋଷ ଜାହିର କରି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ସିଦ୍ଧୁ ଏବେ ପୁଣି ନିଜ କଥାକୁ ପରିବର୍ତ୍ତନ କରିଛନ୍ତି । ଆଉ କହିଛନ୍ତି, ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା…

କରୋନାର ଭୟ ଭିତରେ ଖୁସିର ମୂହୁର୍ତ୍ତ । ଢେଙ୍କାନାଳ କଳା ଗ୍ରାମରେ ଖୁବ୍ ଆଡମ୍ବରରେ ପାଳନ ହେଲା ତୃତୀୟ ବାର୍ଷିକ ଉତ୍ସବ…

କନକ ବ୍ୟୁରୋ : କରୋନାର ଭୟ ଭିତରେ ଖୁସିର ମୂହୁର୍ତ୍ତ । ଢେଙ୍କାନାଳ ଜିଲ୍ଲାର କଳା ଗ୍ରାମରେ କଳାକାରଙ୍କ ନୃତ୍ୟରେ କମ୍ପିଲା ପରିବେଶ । ଖୁବ୍ ଆଡମ୍ବରରେ ପାଳନ ହେଲା ତୃତୀୟ ବାର୍ଷିକ ଉତ୍ସବ । ଆଦିବାସୀ ନୃତ୍ୟର ତାଳେତାଳେ ଛୁମିଲେ ଦର୍ଶକ । ଦୁଇ ବର୍ଷ ହେଲାଣି ଜୀବନ ଜିଇଁବା କଷ୍ଟକର…

ବାୟୁସେନାରେ ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ, ଡିକେ ପଟ୍ଟନାୟକ ସିଲଂରେ ନୂତନ ଇଷ୍ଟର୍ନ ଏୟାର କମାଣ୍ଡର ନିଯୁକ୍ତ

କନକ ବ୍ୟୁରୋ : ବାୟୁସେନାରେ ଚମକିଲେ ଓଡିଆ ପୁଅ । କେନ୍ଦ୍ରୀୟ ଏୟାର କମାଣ୍ଡର ବରିଷ୍ଠ ବିମାନ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ସିଲଂରେ ନୂତନ ପୂର୍ବ ବାୟୁ କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି ।  ଡିକେ ପଟ୍ଟନାୟକ ଖଡକୱାସାଲାରେ ଥିବା ଜାତୀୟ…

ଅଭେସଙ୍କ ଘାତକ ବୋଲିଂ, ମାଟି କାମୁଡ଼ିଲା ମୁମ୍ବାଇ । ଦିଲ୍ଲୀ ଆଗରେ ୧୩୦ ରନର ବିଜୟଲକ୍ଷ୍ୟ । 

କନକ ବ୍ୟୁରୋ : ଶନିବାରର ସୁପର ଲଢେଇରେ ଦମଦାର ବୋଲିଂ ପ୍ରଦର୍ଶନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ଆଇପିଏଲର ୪୬ ତମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି ଦିଲ୍ଲୀ । ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ପାଳି ଆରମ୍ଭ…

ବିଭିନ୍ନ ପ୍ରକାର ରୋଗ ଭଲ କରୁଛି ଜମାଲ ଖାନଙ୍କ ଦେଶୀ ଔଷଧ । ଚେରମୂଳିରୁ ପ୍ରସ୍ତୁତ କରୁଛନ୍ତି ଅନେକ ଘାତକ ରୋଗର ଔଷଧ ।

କନକ ବ୍ୟୁରୋ : କମାଲ କରୁଛି ଜମାଲ ଖାନଙ୍କ ଦେଶୀ ଔଷଧ । ଗ୍ୟାସଟିକ୍, ମଳ କଣ୍ଟକ, କ୍ୟାନସର ଭଳି ରୋଗର ନିରାକରଣ ଅଛି ତାଙ୍କ ପାଖରେ । ଏକଥା ଆମେ କହୁନୁ, ସେ ଏହା ଦାବି କରିଛନ୍ତି । ମାସ ମାସ ଧରି ରୋଗରେ ପୀଡ଼ିତ ବ୍ୟକ୍ତି ଜମାଲଙ୍କ ଦେଶୀ ଔଷଧ ବଳରେ ସୁସ୍ଥ ହେଉଥିବା କହିଛନ୍ତି । ଜମାଲ ଖାନ୍…

ସାଉଥ୍ ସିନେମାର ଚର୍ଚ୍ଚିତ ଯୋଡି ଭିତରେ ଫାଟ, ସାମନ୍ଥାଙ୍କ ହାତ ଛାଡିଲେ ନାଗା ଚୈତନ୍ୟ

କନକ ବ୍ୟୁରୋ : ସାଉଥ୍ ସିନେମାର ଚର୍ଚ୍ଚିତ ଯୋଡି ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଏନେଇ ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେମାନଙ୍କ ଭିତରେ ଲାଗି ରହିଥିବା ବିବାଦକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ହେଉଥିବା ବେଳେ ଆଜି ସାମନ୍ଥା…