Monthly Archives

September 2021

ଆସିଲା ଅକ୍ଟୋବର ମାସର ଗାଇଡଲାଇନ୍ । ପୌରାଞ୍ଚଳରେ ପୂର୍ବଭଳି ଜାରି ରହିବ ନାଇଟ୍ କର୍ଫ୍ୟୁ । ରାତି ୧୦ଟାରୁ ସହରରେ ବନ୍ଦ…

କନକ ବ୍ୟୁରୋ: ଅକ୍ଟୋବର ମାସ ପାଇଁ ନୂଆ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର । ସଂକ୍ରମଣକୁ ଆଖି ଆଗରେ ରଖି ଗୁରୁବାର ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ନୂଆ ଗାଇଡଲାଇନ୍ ବାବଦରେ ସୂଚନା ଦେଇଛନ୍ତି । ଆଗକୁ ପାର୍ବଣ ଋତୁ ଥିବାରୁ ଏଥିପ୍ରତି ସତର୍କ ରହିବା ସହିତ କଡାକଡି କୋଭିଡ୍ ନିୟମ…

ଆତ୍ମହତ୍ୟା କଲେ ୨୫ ବର୍ଷୀୟ ଅଭିନେତ୍ରୀ । ସୁଇସାଇଡ ନୋଟରେ ଲେଖିଲେ ଏମିତି କଥା । 

କନକ ବ୍ୟୁରୋ : କନ୍ନଡ ଅଭିନେତ୍ରୀ ସୌଜନ୍ୟାଙ୍କ ଆତ୍ମହତ୍ୟା । ନିଜେ ରହୁଥିବା ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଛନ୍ତି ସୌଜନ୍ୟା । ଘର ଭିତରୁ ସୌଜନ୍ୟାଙ୍କ ମୃତଦେହ ଜବତ କରାଯାଇଥିବା ବେଳେ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୋଲିସ । ଆଜି ସକାଳେ ସୌଜନ୍ୟାଙ୍କ ମୃତ୍ୟୁ ଖବର ସାମ୍ନାକୁ…

ମୋବାଇଲ ଗେମ୍ ପାଇଁ ଗଲା ଜୀବନ! ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କଲେ ଛାତ୍ର

କନକ ବ୍ୟୁରୋ: ଆନନ୍ଦପୁର ଇନ୍ଦିପୁରା ଗାଁରେ ଅଭାବନୀୟ ଘଟଣା । ଗେମ୍ ଖେଳିବାକୁ ମୋବାଇଲ ନଦେବାରୁ ପୁଅର ଆତ୍ମହତ୍ୟା ସୂଚନା । ଘରେ ଥିବା ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ର । ଆତ୍ମହତ୍ୟା ପରେ ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର…

କ୍ରିସ୍ ଗେଲଙ୍କ ବିଳାସମୟ ବଙ୍ଗଳା । ପାହାଡ ଉପରେ ୩ ମହଲା ବଙ୍ଗଳାରେ ରହିଛି କଣ, ଯେଉଁଠି ମଜା କରନ୍ତି ସିକ୍ସର କିଙ୍ଗ?

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ୍ କ୍ରିସ୍ ଗେଲ ବ୍ୟାଟିଂକୁ ନେଇ ଯେତିକି ପ୍ରଂଶସା ସାଉଁଟିଛନ୍ତି ତାହା ଠାରୁ ଅଧିକ ନିଜର ବିଳାସମୟ ଜୀବନକୁ ନେଇ ସେତିକି ଚର୍ଚ୍ଚାରେ ରହିଥାନ୍ତି । ସବୁବେଳେ ଭିନ୍ନ ଭିନ୍ନ ଅନ୍ଦାଜରେ ରହିଥାନ୍ତି କ୍ରିସ୍ ଗେଲ । କେତେବେଳେ ଘରେ ପାର୍ଟି…

ଧିମେଇ ଯାଇଛି ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ ନିର୍ମାଣ । କାମ ଆରମ୍ଭର ୫ ବର୍ଷ ପରେ ସରିନି କାମ ।

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ନିର୍ମାଣ ଧିମେଇ ଯାଇଛି । ଯାଜପୁର ବଡଚଣା ବ୍ଲକ ସିହା ଠାରେ ୨୦୧୭ରୁ ନିର୍ମାଣ କାମ ଆରମ୍ଭ ହୋଇଥିଲେ ବି ସରୁନି । ସେପଟେ ଚଣ୍ଡିଖୋଲ ବିବି କଲେଜ ପରିସରରେ ଅସ୍ଥାୟୀ କ୍ୟାମ୍ପସରେ ବଢୁଛି ଛାତ୍ର ଅଶାନ୍ତି । ପାଠପଢା ପାଇଁ ସର୍ବନିମ୍ନ…

ଟ୍ୱିଟରରେ ଦ୍ୱନ୍ଦ୍ୱ: ଫୁଟବଲ ଟିମର ଗୋଲକିପର କହିଲେ, ମୁଁ ସେ ଅମରିନ୍ଦର ସିଂ ନୁହେଁ…

କନକ ବ୍ୟୁରୋ: ପଞ୍ଜାବ ରାଜନୀତିରେ ଲାଗି ରହିଛି ରାଜନୈତିକ ହଟଚମଟ । ଆଉ ଏହାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ହେଲେ ଟ୍ୱିଟରରେ ଏହି ନାଁକୁ ନେଇ ଏବେ କନଫ୍ୟୁଜନ ହୋଇଛି । ଯେଉଁଥିପାଇଁ ହଇରାଣ ହୋଇଛନ୍ତି ଭାରତୀୟ ଫୁଟବଲ ଟିମର…