Daily Archives

September 20, 2021

ଚର୍ଚ୍ଚାରେ ବିଜେପି ନେତ୍ରୀ ଉମା ଭାରତୀଙ୍କ ବିବାଦୀୟ ବୟାନ । କହିଲେ, ଅଫିସରମାନଙ୍କ ଔକାତ ନାହିଁ, ଆମ ଚପଲ ଉଠାନ୍ତି ।

କନକ ବ୍ୟୁରୋ: ମଧ୍ୟପ୍ରଦେଶର ପୂୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀଙ୍କ ଏକ ବୟାନ ଏବେ ତାଙ୍କ ପାଇଁ ଅଡୁଆ ସାଜିପାରେ । କାହିଁକି ନା, ସୋସିଆଲ୍ ମିଡିଆରେ ତାଙ୍କର ଏକ ଭିଡିଓ ଏବେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ସରକାରୀ ଅଫିସରମାନଙ୍କ ବିରୋଧରେ…

ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ କୋଲକାତା ।

କନକ ବ୍ୟୁରୋ : ଆବୁଧାବିରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ କଡା ଟକ୍କର । ତେବେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ବାଙ୍ଗାଲୋର । ଆଇପିଏଲ୍‌-୨୦୨୧ର ପ୍ରଥମ ଚରଣରେ କୋଲ୍‌କାତା ନାଇଟ୍ ରାଇଡର୍ସ ଆଶାଜନକ ପ୍ରଦର୍ଶନ…

ବଢିଲା ଭାରତୀୟ ଘରୋଇ କ୍ରିକେଟରଙ୍କ ଦରମା । ଜାଣନ୍ତୁ କାହାକୁ ମିଳିବ କେତେ?

କନକ ବ୍ୟୁରୋ : ଭାରତୀୟ କ୍ରିକେଟରଙ୍କ ପାଇଁ ଖୁସି ଖବର, ବିସିସିଆଇ କଲା ବଡ ଘୋଷଣା । ଭାରତୀୟ ଘରୋଇ କ୍ରିକେଟରଙ୍କ ପାଇଁ ବଡ ଘୋଷଣା କରିଛି ବିସିସିଆଇ । କରୋନା କାଳରେ ଭାରତୀୟ ଘରୋଇ କ୍ରିକେଟରଙ୍କ ପାରିଶ୍ରମିକ ବଢାଇଛି ବିସିସିଆଇ । ଏଣିକି ସିନିୟର ଘରୋଇ କ୍ରିକେଟରଙ୍କ ପାଇଁ ପ୍ରତି ମ୍ୟାଚ୍…

ନାଳରେ ୪ କିଲୋମିଟର ଭାସିଥିଲେ ଜ୍ୟୋତିପ୍ରକାଶ । ସୌଭାଗ୍ୟ ନଗରରେ ଖସିବା ପରେ ଡୁମଡୁମାରେ ମିଳିଲା ମୃତଦେହ

କନକ ବ୍ୟୁରୋ: ମୁକୁଳା ଡ୍ରେନ ପାଲଟିଛି ମରଣାଯନ୍ତା । ପାଖାପାଖି ୧୯ ଘଣ୍ଟାର ଅପରେସନ ପରେ ଆଜି ଜ୍ୟୋତି ପ୍ରକାଶଙ୍କର ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ଆଜି ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ସୌଭାଗ୍ୟ…

ସରକାର ! ଜ୍ୟୋତି ଜୀବନର ମୂଲ୍ୟ କଣ ୪ ଲକ୍ଷ ? ସୋସିଆଲ ମିଡିଆରେ ୟୁଜର୍ସଙ୍କ ପ୍ରଶ୍ନ…

କନକ ବ୍ୟୁରୋ: ମାଆ ମୁର୍ଚ୍ଛା ଯାଉଛି, ବାପା ବାକଶୂନ୍ୟ ହୋଇଛନ୍ତି... ଆଈର ପାଟିକୁ ଶବ୍ଦ ଆସୁନି, ମାଉସୀ ବି ମଥାରେ ହାତ ଦେଇ ବସିଛନ୍ତି । ଆଉ ପୂରା ପରିବାର ମଥାପିଟି କାନ୍ଦୁଛି । ପରିବାରର ଭବିଷ୍ୟତ ଯେତେବେଳେ ଅନ୍ଧକାର ହୋଇଯାଉଛି । ପୁଅକୁ ଯେତେବେଳେ ରାଜଧାନୀର ଡ୍ରେନ ମାରିଦେଇଛି ।…

ଚାନ୍ଦିପୁରର ଗୁପ୍ତଚରଙ୍କ ପାଖକୁ ଡଙ୍ଗାରେ ଆସୁଥିଲା କି ଟଙ୍କା? ଭାୟା ବାଂଲାଦେଶ ଦେଇ ହେଉଥିଲା କି ଷଡଯନ୍ତ୍ର? 

କନକ ବ୍ୟୁରୋ : ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିବା ଚାନ୍ଦିପୁର ଆଇଟିଆର୍‌ର ୫ କର୍ମଚାରୀଙ୍କ ନିକଟକୁ ଡଙ୍ଗାରେ ଟଙ୍କା ଆସିଥିବା କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ କରୁଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା କାରବାର ସମ୍ପର୍କରେ ସେଭଳି ସୁରାଗ୍…