Daily Archives

September 20, 2021

ନା କିଛି ଟଙ୍କା, ନା କୌଣସି ଡକ୍ୟୁମେଣ୍ଟ । ଜାଣନ୍ତୁ କେମିତି ତୁରନ୍ତ ପାଇବେ ପାନ୍ କାର୍ଡ ।

କନକ ବ୍ୟୁରୋ : ଆପଣ ଏଯାଏଁ ଆପଣଙ୍କ ପାନ୍ କାର୍ଡ କରିନାହାନ୍ତି କି ? ଯଦି କରିନାହାନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଏକ ସରଳ ଉପାୟ କହିବୁ, ଯେଉଁଥିରେ ଆପଣ ବିନା ଶୁଳ୍କରେ ବିନା କୌଣସି ଡକ୍ୟୁମେଣ୍ଟରେ ମଧ୍ୟ ପାନ୍ କାର୍ଡ ପାଇପାରିବେ । ଏଥିପାଇଁ କେବଳ ଆଧାର…

କୋଟିଆରେ ହେବ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ । ବିଜ୍ଞପ୍ତି ଜାରି କଲା କୋରାପୁଟ ଜିଲ୍ଲା ପ୍ରଶାସନ । 

କନକ ବ୍ୟୁରୋ: ଓଡିଶା-ଆନ୍ଧ୍ର ଭିତରେ ଚାଲିଥିବା କୋଟିଆ କଳି ଭିତରେ ଆସିଛି ବଡ ଖବର । କୋରାପୁଟ ଜିଲ୍ଲା କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ଓଡିଶା ଚଳାଇଛି ପ୍ରସ୍ତୁତି । ଏନେଇ ସୋମବାର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ମିଳିିଥିବା ସୂଚନା ମୁତାବକ,…

ରାଜ୍ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି: ଜାମିନ ମଞ୍ଜୁର କଲେ କୋର୍ଟ

କନକ ବ୍ୟୁରୋ: ଅଶ୍ଲୀଳ ଭିଡିଓ ପ୍ରସ୍ତୁତ ମାମଲାରେ ରାଜ କୁନ୍ଦ୍ରାଙ୍କ ଜାମିନ ମଞ୍ଜୁର ହୋଇଛି । ୫୦ ହଜାର ମୁଚାଲିକାରେ ଜାମିନ ମଞ୍ଜୁର କଲେ କୋର୍ଟ । ରାଜ କୁନ୍ଦ୍ରାଙ୍କ ସହ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ଜାମିନ ମିଳିଛି । ମୁମ୍ବାଇର ଏକ କୋର୍ଟ ତାଙ୍କୁ ଜାମିନ ଦେଇଥିବା ସୂଚନା ମିଳିଛି ।…

ମୁମ୍ବାଇ-ଚେନ୍ନାଇ ମ୍ୟାଚ୍ ବେଳେ ରାଗିଗଲେ ଧୋନୀ । ଦେଖନ୍ତୁ, ଭିଡିଓ…

କନକ ବ୍ୟୁରୋ: କ୍ୟାପଟେନ୍ କୁଲ ମାହି ସବୁବେଳେ ନିଜର ଶାନ୍ତ ସ୍ୱଭାବ ପାଇଁ ପରଚିତ । ପରିସ୍ଥିତି ଯାହା ହେଉନା କାହିଁକି , ଧୋନୀ ସବୁବେଳେ ଶାନ୍ତ ରହିଥାନ୍ତି । ଯେଉଁ କାରଣରୁ ତାଙ୍କର ଫ୍ୟାନ୍ ମାନେ ତାଙ୍କୁ କ୍ୟାପଟେନ୍ କୁଲ ବୋଲି କହିଥାନ୍ତି । ହେଲେ ଗତକାଲି ମୁମ୍ବାଇ-ଚେନ୍ନାଇ ମ୍ୟାଚ୍…

ପୁଣି ଲଘୁଚାପ: ୨୬ରୁ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାରେ ବର୍ଷିବ

କନକ ବ୍ୟୁରୋ: ଆସନ୍ତା ୨୫ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖରେ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ-ଉତ୍ତର ଦିଗକୁ ଘୂର୍ଣ୍ଣିବଳୟ ଗତି କରିପାରେ । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ…

ଛାତିକୁ ପଥର କରି ପୁଅ ଗୋଡରେ ବେଡି ପକାଇଛି ମା’ । ରତ୍ନାକରଙ୍କ  ଚିକିତ୍ସା କରାଇ ପାରୁନାହାନ୍ତି ଗରିବ ବାପା, ମା’

କନକ ବ୍ୟୁରୋ: ଅସୁସ୍ଥ ପୁଅର ଚିକିତ୍ସା କରାଇବାକୁ ଯାଇ ବାପା ମା’ ଲୁହଲହୁ ଏକାଠି କରି ଯେତେବେଳେ ବିଫଳ ହୁଅନ୍ତି, ତାଠୁ ବଡ ଦୁଃଖର କଥା ଆଉ କଣ ହୋଇପାରେ । ଅର୍ଥ ଅଭାବରେ ଶେଷକୁ ମା’ଟିଏ ତା’ ମମତାକୁ ଲୁହା ଶିକୁଳିରେ ବାନ୍ଧି ରଖିବାକୁ ବାଧ୍ୟ ହୁଏ । ଯାହା ଘଟିଛି ଉଦଳା ବ୍ଲକ ଉର୍ମଳ ଗାଁର…