Daily Archives

September 13, 2021

ବର୍ଷାରେ ଭାସିଲା ଭୁବନେଶ୍ୱର । ସ୍ମାର୍ଟସିଟିରେ ଦୁର୍ଦ୍ଦଶା ସ୍ଥିତି ପାଇଁ ଦାୟୀ କିଏ ? ସରକାରଙ୍କୁ ଟାର୍ଗେଟ କଲେ…

କନକ ବ୍ୟୁରୋ : ଭୁବନେଶ୍ୱରରେ ବର୍ଷା ପାଣି ଜମିବା ନେଇ ଆରମ୍ଭ ହୋଇଛି ରାଜନୀତି । ବର୍ଷା ପାଣି ନିଷ୍କାସନ କାହିଁକି ହୋଇପାରୁନି, ଏଥିପାଇଁ କିଏ ଦାୟୀ ତାକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ବିଜେଡି । ଭୁବନେଶ୍ୱର ସାଂସଦ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବାବେଳେ ସମାଲୋଚନା କରିଛନ୍ତି…

ଭାରତ-ପାକିସ୍ତାନ ଦ୍ୱି-ପାକ୍ଷିକ ସିରିଜ୍ ଏବେ ଅସମ୍ଭବ । ପଢନ୍ତୁ, କିଏ ଓ କାହିଁକି କହିଲେ ଏପରି କଥା…

କନକ ବ୍ୟୁରୋ: କ୍ରିକେଟ୍ ପଡିଆରେ ଦର୍ଶକମାନେ ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚକୁ ଚାତକ ଭଳି ଚାହିଁ ରହିଥାନ୍ତି । କାହିଁକି ନା, ଏହି ଦୁଇ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାରୁ, କ୍ରିକେଟ୍ ପଡିଆରେ ଏହାର ଝଲକ ଦେଖିବାକୁ ମିଳେ । ହେଲେ ଗତ କିଛି ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ…

ବେହାଲ କଲା ବର୍ଷା, ଅସ୍ତବ୍ୟସ୍ତ ଓଡ଼ିଶା । ସବୁ ରେକର୍ଡ ଭାଙ୍ଗିଲା ରାଜଧାନୀ ବର୍ଷା, ପାଣିରେ ଭାସିଲା ଯାଜପୁର ।

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇଛନ୍ତି । କଟକରୁ କେନ୍ଦ୍ରାପଡା, ଭୁବନେଶ୍ୱରରୁ ପୁରୀ ସବୁଠି ଜନଜୀବନ ପ୍ରଭାବିତ ହୋଇଛି । କେଉଁଠି ଘର ଭିତରେ ପାଣି ପଶିଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ଲହଡି ଭାଙ୍ଗୁଛି ପାଣି । ବର୍ଷା ପାଣି ଜମିବା ଯୋଗୁଁ ନାହିଁ ନଥିବା…

ବଡ ଖବର : ସପ୍ତାହ ମଧ୍ୟରେ କୋଭାକ୍ସିନକୁ ମଞ୍ଜୁରୀ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

କନକ ବ୍ୟୁରୋ : ଖୁବଶୀଘ୍ର କୋଭାକ୍ସିନକୁ ନେଇ ଆସିପାରେ ଆଶ୍ୱସ୍ତିକର ଖବର । ଭାରତରେ କରୋନା ବିରୋଧରେ ଲଢେଇ ପାଇଁ ଲୋକଙ୍କୁ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ ଏଯାଏଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ମଞ୍ଜୁରୀ ଦିଆଯାଇନାହିଁ । କିନ୍ତୁ ମିଳିଥିବା ସୂଚନା ମୁତାବକ, ଖୁବଶୀଘ୍ର…

ଲଗାଣ ବର୍ଷାରେ ଉଛୁଳୁଛି ଗଞ୍ଜାମ ଜିଲ୍ଲାର ପ୍ରମୁଖ ନଦୀ । ଭଞ୍ଜନଗର ଏବଂ ବାଲିପଦର ଯୋଗାଯୋଗ ବିଚ୍ଛିନ୍ନ ।

କନକ ବ୍ୟୁରୋ : ଗତ ଦୁଇଦିନ ଧରି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି । ଯାହା ଫଳରେ ପୋଖରୀ ନାଳରେ ପାଣି ଭର୍ତ୍ତି ହେବା ସହ ନଦୀ ଗୁଡିକରେ ବର୍ଷା ଜଳ କୂଳ ଲଂଘିବାରେ ଲାଗିଛି । ନିଅଣ୍ଟିଆ ବର୍ଷା ପାଇଁ ସବୁ ଶୁଖିଲା ପଡ଼ିଥିବା ବେଳେ ବର୍ତମାନ ବର୍ଷା ଫଳରେ ଜଳପୂର୍ଣ୍ଣ ହେବାରେ…

ନୂଆ ପିସିସି କମିଟିର ପ୍ରଥମ ବୈଠକ: ଚେଲ୍ଲା କୁମାର କହିଲେ, ଏବେ ବଦଳିବେନି ପିସିସି ସଭାପତି

କନକ ବ୍ୟୁରୋ: ନୂଆ ପିସିସି କମିଟିର ପ୍ରଥମ ବୈଠକରେ ଏ ଚେଲ୍ଲାକୁମାରଙ୍କ ଆଲୋଚନା । ବୈଠକ ପରେ ଚେଲ୍ଲା କୁମାରଙ୍କ ପ୍ରତିକ୍ରିୟା । କହିଲେ, ଏବେ ବଦଳିବେନି ପିସିସି ସଭାପତି । ଦଳରେ ରହି ନେତା ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ହେବ । ପଞ୍ଚାୟତ ନିର୍ବାଚନକୁ ଗୁରୁତର ସହ ନେବ କଂଗ୍ରେସ ।…