Daily Archives

September 13, 2021

ଅମରୁଲ୍ଲା ସାଲେହଙ୍କ ଘରୁ ମିଳିଲା ୬.୫ ମିଲିୟନ ଡଲାର, ୧୮ ସୁନା ଇଟା । ଭିଡିଓ ଜାରି କରି ଦାବି କଲା ତାଲିବାନ ।

କନକ ବ୍ୟୁରୋ: ଆଫଗାନିସ୍ତାନରେ ଏବେ ଚାଲିଛି ତାଲିବାନରାଜ । ପୂର୍ବ ଶାସକମାନଙ୍କୁ ହଟେଇ ଏବେ ଆଫଗାନରେ ରାଜ କରୁଛନ୍ତି ତାଲିବାନୀ । ଏହାରି ଭିତରେ ପୂର୍ବ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି ତାଲିବାନୀ । ତାଲିବାନୀ ଦାବି କରିଛି ଯେ, ପଞ୍ଜଶିର ଅଞ୍ଚଳରେ…

ହଠାତ୍ ସହର ଭିତରକୁ ପଶିଆସିଲେ ମୂଷା ପଲ । କେହି କିଛି ବୁଝିବା ଆଗରୁ ରଚିଲେ ଆତଙ୍କ ।

କନକ ବ୍ୟୁରୋ : ସହରକୁ ହଠାତ୍ ପଶି ଆସିଲେ ମୂଷା ପଲ । ଆଉ କେହି କିଛି ବୁଝିବା ଆଗରୁ ସେମାନେ ଚାରିଆଡେ ପଶି ଆରମ୍ଭ କରିଦେଲେ ଆତଙ୍କ । ସେମିତିରେ ବି ଆମେ ସମସ୍ତେ ମୂଷାଙ୍କ ଆତଙ୍କ କଥା ଜାଣିଛେ, ଘରେ ମୂଷା ପଶିଲେ ସେମାନେ କେମିତି ଛିନଛତ୍ର କରିପକାନ୍ତି । ଖାଦ୍ୟ ଜିନିଷ ଠାରୁ ଆରମ୍ଭ କରି ବହି…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା । ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ଓହରିଲେ ଏହି ଷ୍ଟାର ବୋଲର ।

କନକ ବ୍ୟୁରୋ: ଆଇପିଏଲ୍-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଜୋରଦାର ଝଟକା । ଦଳର ଷ୍ଟାର ବୋଲର କ୍ରିସ୍ ୱକସ୍ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ଓହରି ଯାଇଛନ୍ତି । ସୋମବାର ଏନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା…

ଏସସିବିରେ ଖସିଲା ଛାତ ସିଲିଂ: ଓପିଡିରେ ଟିକେଟ କଟାଯାଉଥିବା ବେଳେ ଘଟିଲା ଅଘଟଣ

କନକ ବ୍ୟୁରୋ: ଏସସିବି ମେଡିକାଲ ସର୍ଜରୀ ଆଉଟଡୋରରେ ଖସିଲା ସିଲିଂ। ଲଗାଣ ବର୍ଷା ଯୋଗୁ ସିଲିଂ ଖସିଥିବାବେଳେ ଏଥିରେ କେହି ବି ଆହତ ହୋଇନଥିବା ସୂଚନା ମିଳିଛି। ସିଲିଂ ଖସି ଆସବାବପତ୍ର ଓ କମ୍ପ୍ୟୁଟର ନଷ୍ଟ ହୋଇଛି। ଗତକାଲି ଠାରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବାବେଳେ ସହର ସମ୍ପୂର୍ଣ୍ଣ…

ବଢୁଛି ବିଭିନ୍ନ ନଦୀର ଜଳସ୍ତର: ପଢନ୍ତୁ କେଉଁ ନଦୀର ଜଳସ୍ତର କେତେ ରହିଛି?

କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି  । ଦେବୀ, କୁଶଭଦ୍ରା, ବ୍ରାହ୍ଣୀ, ବୈତରଣୀ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଓ ଜଳକା ନଦୀର ଜଳସ୍ତର ବଢୁଛି  । ହେଲେ କେଉଁଠାରେ ବି ଜଳସ୍ତର ବିପଦ ସଙ୍କେତ ଟପିନାହିଁ  । ମଥାନୀରେ ଜଳକା ନଦୀର…

ତାଲିବାନ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର ମୃତ? ପଢନ୍ତୁ, କଣ ସଫେଇ ରଖିଲା ତାଲିବାନ…

କନକ ବ୍ୟୁରୋ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପରେ ଏବେ ସେଠାରେ ତାଲିବାନ ସରକାରର ଉପ-ପ୍ରଧାନମନ୍ତ୍ରୀ ଅଛନ୍ତି ମୁଲ୍ଲା ବରାଦର । ହେଲେ ସୋସିଆଲ୍ ମିଡିଆରେ ଏବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଛି । ପଞ୍ଜଶିର ଏନଆରଏଫ୍ ନାମକ ଟ୍ୱିଟର ଆକାଉଣ୍ଟରୁ ଦାବି କରାଯାଇଛି ଯେ,…